ଆସିଲା ୨୦୨୩ର NCRB ରିପୋର୍ଟ; ୧୧ ନଂ ସ୍ଥାନରେ ଓଡ଼ିଶା

ଭୁବନେଶ୍ଵର: ଆସିଲା ୨୦୨୩ର NCRB ରିପୋର୍ଟ । ଯାହାର ୧୧ ନଂ ସ୍ଥାନରେ ଅଚି ଓଡିଶା । ୨୦୨୧-୨୨ ତୁଳନାରେ ୨୦୨୩ରେ ବଢ଼ିଥିଲା ଅପରାଧ । ୨୦୨୩ରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ ମାମଲା ପଞ୍ଜିକୃତ ହୋଇଥିଲା । ୬୧୨୫ ଅପହରଣ, ୧୧୯୫ ଦୁଷ୍କର୍ମ ଓ ୧୨୩ ଦୁଷ୍କର୍ମ ଉଦ୍ୟମ ମାମଲା ହୋଇଥିଲା । ସେହିପରି ୨୯୫୬…
Read More...

SI ପରୀକ୍ଷା ଜାଲିଆତି, ୧୧୯ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ । ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ…
Read More...

ଆଜି ପୀଠରେ ମହାମାୟାଙ୍କ ଦଶମୀ, ମଣ୍ଡପରେ ମହାନବମୀ

ଭୁବନେଶ୍ବର: ଚାରିଆଡ଼େ ପାର୍ବଣର ମହକ । ଉତ୍ସବ ମୁଖର ପରିବେଶ । ସୁନା, ରୁପା ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ମନ ମୋହୁଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ମେଢ଼ ଦେଖିବା ପାଇଁ ସନ୍ଧ୍ୟା…
Read More...

କରୁର ଦଳଚକଟା: ମୁହଁ ଖୋଲିଲେ TVK ମୁଖ୍ୟ ବିଜୟ

ଚେନ୍ନାଇ: ତାମିଲନାଡୁ କରୁର ଦଳଚକଟା ଘଟଣାରେ ମୁହଁ ଖୋଲିଲେ TVK ମୁଖ୍ୟ ବିଜୟ । ମୁଁ ମୋ ଜୀବନରେ ଏପରି ଦୁଃଖଦାୟକ ପରିସ୍ଥିତିର ସାମ୍ନା କେବେ କରିନାହିଁ ବୋଲି କହିଛନ୍ତି ବିଜୟ । ବିଜୟ କହିଛନ୍ତି, ଶୀଘ୍ର ପୀଡ଼ିତମାନଙ୍କୁ ଭେଟିବି, ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଉଛି । ଯାହା ହେବା…
Read More...

OPRBର ବଡ ନିଷ୍ପତ୍ତି, ସ୍ଥଗିତ ରହିଲା ପୋଲିସ SI ପରୀକ୍ଷା

ଭୁବନେଶ୍ଵର: ସ୍ଥଗିତ ରହିଲା ପୋଲିସ SI ପରୀକ୍ଷା । ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରହିଛି । ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି OPRB । ଏନେଇ OPRB ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ସାନି ପରୀକ୍ଷା…
Read More...

ବର୍ଷାରେ ଭିଜିବ ପାର୍ବଣ; ଆଜି ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ଵର: ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବର ୨ରେ ନେବ ଅବପାତର ରୂପ । ୩ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ତେବେ ଉତ୍ତର-ଆଣ୍ଡାମାନ ସାଗରରେ ଦାନାବାନ୍ଧୁଛି ଏକ ଘୂର୍ଣ୍ଣିବଳୟ । ଆଇଏମଡିର ଆକଳନ ଅନୁସାରେ, ଏହାର ପ୍ରଭାବରେ ଅକ୍ଟୋବର ୧ରେ କେନ୍ଦ୍ରୀୟ…
Read More...

କେନ୍ଦ୍ରୀୟ ଡେପୁଟେସନରେ ଗଲେ IAS ସମର୍ଥ ବର୍ମା ଓ IAS ସ୍ବାଧା ଦେବ ସିଂ

ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ୨ IAS ଅଧିକାରୀ । IAS ସମର୍ଥ ବର୍ମା ବନ୍ଦର, ସିପିଂ ଓ ଜଳପଥ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ୨୦୧୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର IAS ସମର୍ଥ ବର୍ମା । ସେହିପରି IAS ସ୍ବାଧା ଦେବ ସିଂ ଜନଗଣନା ଅଭିଯାନ ନିର୍ଦ୍ଦେଶକ ଭାବେ ନିଯୁକ୍ତ । ୨୦୧୪…
Read More...

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି, ଜାଣନ୍ତୁ

ଭୁବନେଶ୍ଵର: ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୭ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍ ପୋଲିସ । ନହରକଣ୍ଟା, ବରମୁଣ୍ଡା, ବଡ଼ଗଡ଼ କୋରଡ଼କଣ୍ଟାରେ ହେବ ରାବଣ ପୋଡ଼ି ।…
Read More...

ନବରାତ୍ରର ନବମ ଦିନ: ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ ମା’ 

ଭୁବନେଶ୍ଵର: ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ମା’ ଦୂର୍ଗାଙ୍କ ନବମ ଶକ୍ତିର ଉର୍ଜ୍ଜାରୁ ଜନ୍ମ ନେଇଛନ୍ତି ମା’ ସିଦ୍ଧିଦାତ୍ରୀ । ସବୁ ପ୍ରକାରର ସିଦ୍ଧିକୁ ଆଶୀର୍ବାଦ ସ୍ୱରୁପ ଦେଉଥିବା ମା’ ମହାମାୟାଙ୍କୁ ନବରାତ୍ରୀର ମହାନବମୀ ଦିନ…
Read More...

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି, ୪ଟି ପ୍ରସ୍ତାବ ଉପରେ ମୋହର

ଭୂବନେଶ୍ଵର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସତିବ ଉପସ୍ଥିତ ଥିଲେ। ବୈଠକରେ ୪ଟି…
Read More...