ପୋଲିସ SI ଚାକିରି କେଳେଙ୍କାରୀ: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଭୂବନେଶ୍ଵର: ଓଡିଶା ପୋଲିସ କେଳେଙ୍କାରୀ ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇବ୍ରାଞ୍ଚ । ବାରଙ୍ଗ ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା ନାମକ ଅଭିଯୁକ୍ତ ଗିରଫ । SI ଚାକିରି କେଳେଙ୍କାରୀରେ ବିଶ୍ବରଞ୍ଜନର ସକ୍ରିୟ ଭୂମିକା ଥିବା ନେଇ ସୁରାକ୍ ପାଇଥିଲା କ୍ରାଇମବ୍ରାଞ୍ଚ । ସିଣ୍ଡିକେଟ୍…
Read More...
Read More...