ପୁରୀ ପୁରୁଣା ସଦର ଥାନା ଲେନରେ ଘଟିଛି ଅଗ୍ନିକାଣ୍ଡ

ପୁରୀ:- ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ପୁରୀ ସହର ପୁରୁଣା ସଦର ଥାନା ଲେନରେ ଘଟିଛି ଅଗ୍ନିକାଣ୍ଡ । ସମ୍ପୃକ୍ତ ଅଂଚଳର ଯୋଗାଣ ବିଭାଗର ଡିଲର ଭାବେ ପରିଚିତ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ଘରେ ଲାଗିଥିଲା ନିଆଁ । ସମଗ୍ର ଅଂଚଳ କଳା ଧୂଆଁରେ ଭର୍ତି ହୋଇଯିବା ସହ ନିଆଁର ପ୍ରକୋପ ବଢି ବଢି…
Read More...

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

ବ୍ରହ୍ମପୁର:- ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ ନମ୍ବର ଲାଇନରେ ବାସକରୁଥିବା ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ତାଙ୍କ ଶଳା ସୁନିଲ ସାହୁଙ୍କୁ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ…
Read More...

ପୁରୀ ବେଳାଭୂମିରେ ସ୍ନାନ କରିବା ବେଳେ ପର୍ଯ୍ୟଟକ ନିଖୋଜ

ପୁରୀ:- ପୁରୀ ବେଳାଭୂମିରେ ସ୍ନାନ କରିବା ବେଳେ ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ହେଉଛନ୍ତି ହାଇଦ୍ରାବାଦର ୨୫ ବର୍ଷୀୟ ବିକାଶ ଚନ୍ଦେ । ପରିବାର ସହ ପୁରୀ ବୁଲିବାକୁ ଆସି ଲାଇଟ୍ ହାଉସ ନିକଟ ବେଳାଭୂମିରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି ବିକାଶ । ଲାଇଫ ଗାର୍ଡ ଓ…
Read More...

ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ସିବିଆଇ

ମୁମ୍ବାଇ:- ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ସିବିଆଇ । ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ୧୭ ହଜାର କୋଟି ଟଙ୍କା ବ୍ୟାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରୁଛି ସିବିଆଇ । ସକାଳ ୭ଟାରୁ ରେଡ୍…
Read More...

ବିପଦ ସଙ୍କେତ ଟପିଲା ବୈତରଣୀ ନଦୀ ଜଳସ୍ତର

ଭଦ୍ରକ:- ବିପଦ ସଙ୍କେତ ଟପିଲା ବୈତରଣୀ ନଦୀର ଜଳସ୍ତର । ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ମି ଥିବାବେଳେ ଜଳସ୍ତର ୧୮.୪୨ମି ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି । ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି…
Read More...

ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡଳରେ ନୂଆ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା

ମାଲକାନଗିରି:- ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ନେତୃତ୍ୱ ଙ୍କ ନିର୍ଦ୍ଦେଶ କ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡଳରେ ନୂଆ ମଣ୍ଡଳ ସଭାପତି, ଶକ୍ତି କେନ୍ଦ୍ର ପ୍ରମୁଖ ଏବଂ ୨୭ ଜଣ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା । ଏହି ଘୋଷଣା ସହ ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ…
Read More...

ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା

ବୌଦ୍ଧ:- ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା । ବୌଦ୍ଧ ଜିଲ୍ଲାର ୫୬ଟି ସ୍କୁଲକୁ ଜାରିହେଲା କାରଣ ଦର୍ଶାଅ ନୋଟିସ୍‌ । ଜିଲ୍ଲାର ୩ଟି ବ୍ଲକ୍‌ର ଶିକ୍ଷାଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ । ହରଭଙ୍ଗା…
Read More...

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା

ଭୁବନେଶ୍ୱର:- ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ମାଡିବସିଲା କଷ୍ଟମ ବିଭାଗ । ଘଟଣାରେ ଜଣେ ଯୁବକ ଓ ଯୁବତୀଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ । ଜବତ ମାରିଜୁଆନାର…
Read More...

ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ

ଭୁବନେଶ୍ୱର:- ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ । ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ସ୍ୱତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୁପଣ କରାଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପରିସର ଶାଖା…
Read More...

ମନରେଗା ମାଧ୍ୟମରେ ଆସୁଥିବା ଅର୍ଥକୁ ବାଟମାରଣା କରିବା ପାଇଁ ଅପଣାଇଛନ୍ତି ନୂଆ କୌଶଳ

ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା ପାଇଁ ସରକାରି କର୍ମଚାରୀ…
Read More...