ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜେଏମଏମର ପ୍ରତିଷ୍ଠାତା

ନୂଆଦିଲ୍ଲୀ:- ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶିବୁ…
Read More...

ବଳଙ୍ଗା ପିଡୀତଙ୍କ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାରଙ୍କୁ : ଅଳକା ଲାମ୍ବା

ଭୁବନେଶ୍ୱର:- ଓଡ଼ିଶାର ପୁରୀ ଜିଲ୍ଲା ବଳଙ୍ଗାର ୧୫ ବର୍ଷୀୟ ନାବାଳିକାକୁ ତିନି ଜଣ ଦୁବୃର୍ତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ । ପୁରୀରୁ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣା ଯାଇଥିଲା ତାଙ୍କ ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ପୀଡିତା ନାବାଳିକା ଶେଷ…
Read More...

ରାଜଧାନୀରେ ଆଉ ୨୫ ହଜାର ଆବାସ ନିର୍ମାଣ କରିବାକୁ ଯୋଜନା ରଖିଛି ବିଡିଏ

ଭୁବନେଶ୍ୱର:- ରାଜଧାନୀ ହେବ ବସ୍ତି ମୁକ୍ତ । ଏନେଇ ଅଣ୍ଟା ଭିଡ଼ିଛି ନଗର ଉନ୍ନୟନ ବିଭାଗ । ରାଜଧାନୀରେ ଆଉ ୨୫ ହଜାର ଆବାସ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏନେଇ ମିଳିତ ଭାବେ ବିଡିଏ ଏବଂ ବିଏମ୍‌ସି  ୯୦ ଦିନ ଭିତରେ ଜାଗା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନ…
Read More...

ଆନ୍ଧ୍ରପ୍ରଦେଶର ବାପାଟଲାରେ ଥିବା ଗ୍ରାନାଇଟ ଖାଦନରେ ଅଘଟଣ

ବିଜୟୱାଡା:- ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର। ଆନ୍ଧ୍ରପ୍ରଦେଶରେ ପଥର ଖଣିରେ ବ୍ଲାଷ୍ଟିଂ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାର ବାଲିକୁରାଭା ନିକଟରେ ସତ୍ୟକୃଷ୍ଣ ଗ୍ରାନାଇଟ୍ ଖଣିରେ ପଥରର ଏକ ବଡ଼ ଅଂଶ ଧସି…
Read More...

ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ମଙ୍ଗଳ କାମନା କଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ:- ପବିତ୍ର ଶ୍ରାବଣ ମାସରେ ପ୍ରସିଦ୍ଧ ଶୈବ ପୀଠ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ଦର୍ଶନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଆରଡ଼ି ଧାମରେ ପହଞ୍ଚି ବାବା ଆଖଣ୍ଡଳମଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଓଡିଶାବାସୀଙ୍କ ମଙ୍ଗଳ…
Read More...

ମାଓବାଦୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇଦେଇଛନ୍ତି ରେଲୱେ ଟ୍ରାକ୍

ରାଉରକେଲା:- ଶହୀଦ ସପ୍ତାହରେ ବଡ଼ ଆକ୍ରମଣ କରିଛନ୍ତି ମାଓବାଦୀ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇଦେଇଛନ୍ତି ରେଲୱେ ଟ୍ରାକ୍ । ଏହି ବିସ୍ଫୋରଣରେ ଜଣେ ରେଲଓ୍ୱେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କ ନାମ ଇଟିୱା ଓରାମ ବୋଲି ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ…
Read More...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି…

କଟକ:- ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ତାଙ୍କୁ ଘନ ଘନ ଜେରା ପରେ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚ । ଏହି ମାମଲାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ ।…
Read More...

ବୌଦ୍ଧ ଜିଲ୍ଲା ଏମଭିଆଇ ଗୋଲାପ ଚନ୍ଦ୍ର ହାସଁଦାଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ୟୁରୋ:- ଗତ କିଛି ଦିନ ହେବ ଓଡ଼ିଶା ଭିଜିଲାନ୍ସ ପୂରା ଆକ୍ଟିଭ ମୋଡରେ ରହିଛି । ଜଣଙ୍କ ପରେ ଜଣେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ଚଢ଼ାଉ କରି ସମ୍ପତ୍ତି ଜବତ ସହ ତାଙ୍କୁ ବାନ୍ଧୁଛି । ତେବେ ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ ଫସିଥିବା ସୂଚନ ମିଳିଛି  । ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ…
Read More...

ପୋଲିସ ଓ ପୋଲିସର କାର୍ଯ୍ୟକଳାପ ସମ୍ବନ୍ଧରେ ଜାଣିଲେ ଛାତ୍ରଛାତ୍ରୀ

ହିନ୍ଦୋଳ:- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଆଜି ହିନ୍ଦୋଳ ଥାନା ପରିଦର୍ଶନ କରି ପୋଲିସ ଓ ପୋଲିସର କାର୍ଯ୍ୟକଳାପ ସମ୍ବନ୍ଧରେ ବହୁ ଶିକ୍ଷଣୀୟ କଥା ଜାଣିଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ପୋଲିସର ଭୂମିକା କିପରି ପୋଲିସ ପଦକ୍ଷେପ ନିଏ ଏବଂ…
Read More...

କୋଇଲା ଖଣି ପାଇଁ ଜୀବନ ଜୀବିକା ହରାଉଛନ୍ତି ତାଳଚେର ବ୍ଲକର ରଘୁନାଥପୁର ଗ୍ରାମବାସୀ

ତାଳଚେର:- କୋଇଲା ଖଣି ପାଇଁ ଜୀବନ ଜୀବିକା ହରାଉଛନ୍ତି ତାଳଚେର ବ୍ଲକର ରଘୁନାଥପୁର ଗ୍ରାମବାସୀ। ଖଣି ବ୍ଲାଷ୍ଟିଙ୍ଗ୍ କରି ନିତିଦିନ କୋଇଲା ଖନନ ହେଉଥିବା ବେଳେ ଖଣି ନିକଟରେ ଥିବା ରଘୁନାଥପୁର ଗାଁ ଏଥିରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି। ଖଣି ବ୍ଲାଷ୍ଟିଙ୍ଗ୍ ଫଳରେ ଲୋକଙ୍କ ଘରଦ୍ୱାର…
Read More...