ବିଜେପି ଚନ୍ଦକା ମଣ୍ଡଳ ତରଫରୁ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମ

ଖୋର୍ଦ୍ଧା:- ଗୁରୁବାର ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ "ହର୍ ଘର୍ ତ୍ରିରଙ୍ଗା" କାର୍ଯ୍ୟକ୍ରମ ବିଜେପି ଚନ୍ଦକା ମଣ୍ଡଳ ସଭାପତି ସ୍ମୃତି ରଞ୍ଜନ ଚୌଧୁରୀ ଙ୍କ ନେତୃତ୍ୱ ରେ ବିଜେପି ଚନ୍ଦକା ମଣ୍ଡଳ ତରଫରୁ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି…
Read More...

ଏବେ ଅନଲାଇନରେ ଟଙ୍କା ପଠାଇବା ହେବ ମହଙ୍ଗା

ନୂଆଦିଲ୍ଲୀ:- ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା । ଏବେ ଅନଲାଇନରେ ଟଙ୍କା ପଠାଇବା ହେବ ମହଙ୍ଗା । ଏସବିଆଇ ଇମିଡିଏଟ୍ ପେମେଣ୍ଟ୍ ସର୍ଭିସ୍ ମାଧ୍ୟମରେ ଅନଲାଇନରେ ଟଙ୍କା ପଠାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି । ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ବୁଧବାର ଦିନ ଏକ ଘୋଷଣାରେ…
Read More...

ବହୁ ଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ୟା ମାମଲାରେ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପା ଗିରଫ

ନୂଆଦିଲ୍ଲୀ:- ବହୁ ଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ୟା ମାମଲାରେ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପା ଗିରଫ । ସୁପ୍ରିମକୋର୍ଟ ଅଭିନେତା ଦର୍ଶନଙ୍କ ଜାମିନ ରଦ୍ଦ କରିବା ପରେ ଗିରଫ ନିର୍ଦ୍ଦେଶ ଦେଇଥିଲେ । ରେଣୁକାସ୍ବାମୀ ହତ୍ୟା କନ୍ନଡର ସୁପରଷ୍ଟାର ଦର୍ଶନଙ୍କୁ ଗିରଫ କରାଯାଇଛି । ସୁପ୍ରିମକୋର୍ଟ…
Read More...

ଚିଟିଂ ଘାଟିରେ ଓଲଟିଲା ପିକ୍ ଆପ ଗାଡ଼ି

ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ପିକ୍ ଆପ ଗାଡ଼ି । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ନିକଟ ଚିଟିଂ ଘାଟିରେ ଘଟିଲା ଦୁର୍ଘଟଣା । ସୂଚନା ପ୍ରକାରେ OR02AK7767 ନମ୍ବରର ପିକ୍ ଆପ ଗାଡିଟି କୌଣସି କାମରେ ଚନ୍ଦ୍ରଗିରି ରୁ ମହେନ୍ଦ୍ରଗଦ ଯିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ…
Read More...

ନୂଆଖାଇ ପାଇଁ ୩ ଦିନ ଛୁଟି ଘୋଷଣା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ:- ନୂଆଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ନୂଆଖାଇ ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା ।…
Read More...

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ

ଭୁବନେଶ୍ୱର:- ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦୯୦ ଜଣ ପୋଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ…
Read More...

ଘର ଘର ତିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

ଦଶପଲ୍ଲା:- ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଏକ ଭବ୍ୟ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ନୁଆଗାଁ ନିକଟସ୍ଥ ପଞ୍ଚୁପାଣ୍ଡବ ଠାରୁ ଆରମ୍ଭ ହୋଇ ଦଶପଲ୍ଲା ର କୁଆଁରିଆ ପର୍ଯ୍ୟନ୍ତ…
Read More...

ଭିସୁଟରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ବାଧ୍ୟତାମୂଳକ ୟୁନିଫର୍ମ

ସମ୍ବଲପୁର:- ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭିସୁଟରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ବାଧ୍ୟତାମୂଳକ ନୂଆ ୟୁନିଫର୍ମ । ୨୦୨୫-୨୦୨୬ ଶିକ୍ଷାବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ…
Read More...

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

ମାଲକାନଗିରି:- ପୋଲିସ ଏନକାଉଣ୍ଟରରେ ଟଳିଲେ ଦୁଇ ଟପ କ୍ୟାଡର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM…
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଜଣେ ଶିକ୍ଷକର କେବେ ଅବସର ନଥାଏ । ସମ୍ପୂର୍ଣ୍ଣ ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ର ମର୍ଯ୍ୟଦା ହିଁ ପାଇଥାଏ । ବସ୍ତା ବ୍ଲକ ଜାମଶୁଳି ଉଚ୍ଚ ବିଦ୍ୟାଳୟ ପରିସରରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜୁଲତା ଦାସ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ…
Read More...