କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା

ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ । ଏହି ଅଭିଜ୍ଞ ଖେଳାଳି ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ…
Read More...

ପୁରୀ ପୁରୁଣା ସଦର ଥାନା ଲେନରେ ଘଟିଛି ଅଗ୍ନିକାଣ୍ଡ

ପୁରୀ:- ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ପୁରୀ ସହର ପୁରୁଣା ସଦର ଥାନା ଲେନରେ ଘଟିଛି ଅଗ୍ନିକାଣ୍ଡ । ସମ୍ପୃକ୍ତ ଅଂଚଳର ଯୋଗାଣ ବିଭାଗର ଡିଲର ଭାବେ ପରିଚିତ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ଘରେ ଲାଗିଥିଲା ନିଆଁ । ସମଗ୍ର ଅଂଚଳ କଳା ଧୂଆଁରେ ଭର୍ତି ହୋଇଯିବା ସହ ନିଆଁର ପ୍ରକୋପ ବଢି ବଢି…
Read More...

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

ବ୍ରହ୍ମପୁର:- ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ ନମ୍ବର ଲାଇନରେ ବାସକରୁଥିବା ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ତାଙ୍କ ଶଳା ସୁନିଲ ସାହୁଙ୍କୁ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ…
Read More...

ପୁରୀ ବେଳାଭୂମିରେ ସ୍ନାନ କରିବା ବେଳେ ପର୍ଯ୍ୟଟକ ନିଖୋଜ

ପୁରୀ:- ପୁରୀ ବେଳାଭୂମିରେ ସ୍ନାନ କରିବା ବେଳେ ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ହେଉଛନ୍ତି ହାଇଦ୍ରାବାଦର ୨୫ ବର୍ଷୀୟ ବିକାଶ ଚନ୍ଦେ । ପରିବାର ସହ ପୁରୀ ବୁଲିବାକୁ ଆସି ଲାଇଟ୍ ହାଉସ ନିକଟ ବେଳାଭୂମିରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି ବିକାଶ । ଲାଇଫ ଗାର୍ଡ ଓ…
Read More...

ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ସିବିଆଇ

ମୁମ୍ବାଇ:- ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ସିବିଆଇ । ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ୧୭ ହଜାର କୋଟି ଟଙ୍କା ବ୍ୟାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରୁଛି ସିବିଆଇ । ସକାଳ ୭ଟାରୁ ରେଡ୍…
Read More...

ବିପଦ ସଙ୍କେତ ଟପିଲା ବୈତରଣୀ ନଦୀ ଜଳସ୍ତର

ଭଦ୍ରକ:- ବିପଦ ସଙ୍କେତ ଟପିଲା ବୈତରଣୀ ନଦୀର ଜଳସ୍ତର । ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ମି ଥିବାବେଳେ ଜଳସ୍ତର ୧୮.୪୨ମି ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି । ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି…
Read More...

ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡଳରେ ନୂଆ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା

ମାଲକାନଗିରି:- ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ନେତୃତ୍ୱ ଙ୍କ ନିର୍ଦ୍ଦେଶ କ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡଳରେ ନୂଆ ମଣ୍ଡଳ ସଭାପତି, ଶକ୍ତି କେନ୍ଦ୍ର ପ୍ରମୁଖ ଏବଂ ୨୭ ଜଣ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା । ଏହି ଘୋଷଣା ସହ ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ…
Read More...

ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା

ବୌଦ୍ଧ:- ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା । ବୌଦ୍ଧ ଜିଲ୍ଲାର ୫୬ଟି ସ୍କୁଲକୁ ଜାରିହେଲା କାରଣ ଦର୍ଶାଅ ନୋଟିସ୍‌ । ଜିଲ୍ଲାର ୩ଟି ବ୍ଲକ୍‌ର ଶିକ୍ଷାଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ । ହରଭଙ୍ଗା…
Read More...

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା

ଭୁବନେଶ୍ୱର:- ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ମାଡିବସିଲା କଷ୍ଟମ ବିଭାଗ । ଘଟଣାରେ ଜଣେ ଯୁବକ ଓ ଯୁବତୀଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ । ଜବତ ମାରିଜୁଆନାର…
Read More...

ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ

ଭୁବନେଶ୍ୱର:- ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ । ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ସ୍ୱତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୁପଣ କରାଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପରିସର ଶାଖା…
Read More...