ନିଶାଶକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ହେଲେ ଗୁରୁତର

ନବରଙ୍ଗପୁର:- ନିଶାଶକ୍ତ ଯୁବକର ଉନ୍ମକ୍ତକାଣ୍ଡ, ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ କଲା ମରଣାନ୍ତକ ଆକ୍ରମଣ । ନିଶାଶକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ହେଲେ ଗୁରୁତର । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ବିଶାଖାପାଟଣା ଡାକ୍ତରଖାନାକୁ  କରାଗଲା ସ୍ଥାନାନ୍ତର…
Read More...

ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ଏକାଦଶ ଓ ପୌର ପରିଷଦ ଏକାଦଶଙ୍କ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ…

ଗଜପତି:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ଗଣମାଧ୍ୟମ ଏକାଦଶ  ଓ ମ୍ୟୁନିସିପାଲ କାଉନସିଲ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ…
Read More...

୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସ

ଭୁବନେଶ୍ୱର:- ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କର ପରଲୋକ । ୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। କିଡନୀ ରୋଗରେ ପୀଡ଼ିତ ହୋଇ ବହୁଦିନ ହେବ ସେ ଚିକିତ୍ସିତ ହେଉଥିଲେ ।…
Read More...

ତରୋଳ ପୂଜା କମିଟି ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଏବଂ ଗଣେଶ ମହୋତ୍ସବ ନିମନ୍ତେ ବୈଠକ

କଟକ:- ଏହି ବର୍ଷ ଜଗତପୁରରେ ବଡ଼ ଧୁମ୍ ଧାମରେ ପାଳନ ହେବାକୁ ଯାଉଛି ଗଣେଶ ମହୋତ୍ସବ। ତେବେ ପୂଜାପୂର୍ବରୁ ଜଗତପୁର ୪୯ ନମ୍ବର ୱାର୍ଡ ତରୋଳ ପୂଜା କମିଟି ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଏବଂ ୧୯ତମ ଗଣେଶ ମହୋତ୍ସବ ନିମନ୍ତେ ପୂଜା ମଣ୍ଡପ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ…
Read More...

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରୁଥିବା ସବୁ ରାସ୍ତା ସମ୍ପ୍ରସାରଣ କରାଯିବ

ପୁରୀ:- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରୁଥିବା ସବୁ ରାସ୍ତା ସମ୍ପ୍ରସାରଣ କରାଯିବ। ପୁରୀ – ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବ। ପୁରୀ-କୋଣାର୍କ, ପୁରୀ-ସାତପଡ଼ା ଏବଂ ପିପିଲି-କୋଣାର୍କ ରାଜପଥ ୪ ଲେନ୍‌ ବିଶିଷ୍ଟ କରାଯିବ । ରାଜ୍ୟରେ ଥିବା ୫୭୨ କିମି ଉପକୂଳରେ…
Read More...

ବାଇକ ସହିତ ୨୦ କେଜି ବାରହା ମାଂସ ଜବତ

ବୌଦ୍ଧ:- ବାଇକରେ ଚାଲାଣ ହେଉଥିଲା ବାରହା ମାଂସ ବାଟରେ ମାଡ଼ିବସିଲା ବନବିଭାଗ ଟିମ୍ । ଜଙ୍ଗଲରେ ମାଂସ ବସ୍ତା ଫିଙ୍ଗି ଫେରାର ମାରିଲେ ଚାଲାଣକାରୀ । ବାଇକ ସହିତ ୨୦ କେଜି ବାରହା ମାଂସ ଜବତ କଲା ମାଧପୁର ବନବିଭାଗ । ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ । ସୂଚନା ଅନୁଯାୟୀ…
Read More...

ଓଡ଼ିଶାରେ ଧିରେ ଧିରେ ଅସୁରକ୍ଷିତ ହୋଇ ପଡ଼ିଲେଣି ବାଘ

ଭୁବନେଶ୍ୱର:- ହାତୀ ପରେ ଏବେ ଓଡ଼ିଶାରେ ବାଘ ଅସୁରକ୍ଷିତ । ଓଡ଼ିଶାରେ ଧିରେ ଧିରେ ଅସୁରକ୍ଷିତ ହୋଇ ପଡ଼ିଲେଣି ବାଘ । ହାତୀ ପରେ ବାଘଙ୍କ ମୃତ୍ୟୁ ଖବର ଏବେ ସାମ୍ନାକୁ ଆସିଛି । ଗଲା ୩ ବର୍ଷରେ ଓଡ଼ିଶାରେ ଗୋଟିଏ ବାଘର ମୃତ୍ୟୁ ଘଟିଛି । ସଂସଦରେ କେନ୍ଦ୍ର ରାଷ୍ଟ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…
Read More...

ହାତୀ ସ୍ଥାନାନ୍ତରଣ ପାଇଁ ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’

ଅନୁଗୁଳ:- ରାଜ୍ୟରେ ପ୍ରଥମ ଥର ପାଇଁ ହାତୀ ସ୍ଥାନାନ୍ତରଣ ପାଇଁ ଏକ ସ୍ବତନ୍ତ୍ର ଗାଡିକୁ କାର୍ଯ୍ୟରେ ଲଗାଯାଇଛି । ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି…
Read More...

ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଖୋଲିଲା କାଳ ଡ୍ୟାମ ଗେଟ

ଉଦଳା:- ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବୃଦ୍ଧି ପାଇବାରେ ଲାଗିଛି ନଦୀର ଜଳସ୍ତର। କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଡ୍ୟାମ କର୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି। ଡ୍ୟାମରେ ଜଳ ଧାରଣ କ୍ଷମତା ୭୭. ୭ ଥିବା ବେଳେ ଡ୍ୟାମରେ ଜଳ…
Read More...

ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ

ଭୁବନେଶ୍ୱର:- ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ବଡ ସୂଚନା ଦେଲେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବ, ରାଜସ୍ବ ବଢିବ ବୋଲି ସେ କହିଛନ୍ତି । ଏନେଇ…
Read More...