ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ମଙ୍ଗଳ କାମନା କଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ:- ପବିତ୍ର ଶ୍ରାବଣ ମାସରେ ପ୍ରସିଦ୍ଧ ଶୈବ ପୀଠ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ଦର୍ଶନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଆରଡ଼ି ଧାମରେ ପହଞ୍ଚି ବାବା ଆଖଣ୍ଡଳମଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଓଡିଶାବାସୀଙ୍କ ମଙ୍ଗଳ…
Read More...

ମାଓବାଦୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇଦେଇଛନ୍ତି ରେଲୱେ ଟ୍ରାକ୍

ରାଉରକେଲା:- ଶହୀଦ ସପ୍ତାହରେ ବଡ଼ ଆକ୍ରମଣ କରିଛନ୍ତି ମାଓବାଦୀ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇଦେଇଛନ୍ତି ରେଲୱେ ଟ୍ରାକ୍ । ଏହି ବିସ୍ଫୋରଣରେ ଜଣେ ରେଲଓ୍ୱେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କ ନାମ ଇଟିୱା ଓରାମ ବୋଲି ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ…
Read More...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି…

କଟକ:- ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ତାଙ୍କୁ ଘନ ଘନ ଜେରା ପରେ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚ । ଏହି ମାମଲାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ ।…
Read More...

ବୌଦ୍ଧ ଜିଲ୍ଲା ଏମଭିଆଇ ଗୋଲାପ ଚନ୍ଦ୍ର ହାସଁଦାଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ୟୁରୋ:- ଗତ କିଛି ଦିନ ହେବ ଓଡ଼ିଶା ଭିଜିଲାନ୍ସ ପୂରା ଆକ୍ଟିଭ ମୋଡରେ ରହିଛି । ଜଣଙ୍କ ପରେ ଜଣେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ଚଢ଼ାଉ କରି ସମ୍ପତ୍ତି ଜବତ ସହ ତାଙ୍କୁ ବାନ୍ଧୁଛି । ତେବେ ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ ଫସିଥିବା ସୂଚନ ମିଳିଛି  । ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ…
Read More...

ପୋଲିସ ଓ ପୋଲିସର କାର୍ଯ୍ୟକଳାପ ସମ୍ବନ୍ଧରେ ଜାଣିଲେ ଛାତ୍ରଛାତ୍ରୀ

ହିନ୍ଦୋଳ:- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଆଜି ହିନ୍ଦୋଳ ଥାନା ପରିଦର୍ଶନ କରି ପୋଲିସ ଓ ପୋଲିସର କାର୍ଯ୍ୟକଳାପ ସମ୍ବନ୍ଧରେ ବହୁ ଶିକ୍ଷଣୀୟ କଥା ଜାଣିଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ପୋଲିସର ଭୂମିକା କିପରି ପୋଲିସ ପଦକ୍ଷେପ ନିଏ ଏବଂ…
Read More...

କୋଇଲା ଖଣି ପାଇଁ ଜୀବନ ଜୀବିକା ହରାଉଛନ୍ତି ତାଳଚେର ବ୍ଲକର ରଘୁନାଥପୁର ଗ୍ରାମବାସୀ

ତାଳଚେର:- କୋଇଲା ଖଣି ପାଇଁ ଜୀବନ ଜୀବିକା ହରାଉଛନ୍ତି ତାଳଚେର ବ୍ଲକର ରଘୁନାଥପୁର ଗ୍ରାମବାସୀ। ଖଣି ବ୍ଲାଷ୍ଟିଙ୍ଗ୍ କରି ନିତିଦିନ କୋଇଲା ଖନନ ହେଉଥିବା ବେଳେ ଖଣି ନିକଟରେ ଥିବା ରଘୁନାଥପୁର ଗାଁ ଏଥିରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି। ଖଣି ବ୍ଲାଷ୍ଟିଙ୍ଗ୍ ଫଳରେ ଲୋକଙ୍କ ଘରଦ୍ୱାର…
Read More...

କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି

ଲଣ୍ଡନ:- କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ଖେଳାଳି ଧରାଶାୟୀ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଓଭାଲ୍ ଟେଷ୍ଟରେ, ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୨୨୪ ରନ୍‌ କରିଛି ।…
Read More...

ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଏଏସ୍‍ ସାର୍ଥକ ସୌରଭ ମହାପାତ୍ର

ଭୁବନେଶ୍ୱର:- ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଏଏସ୍‍ ସାର୍ଥକ ସୌରଭ ମହାପାତ୍ର । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହୋଇଛନ୍ତି ସୌରଭ । ମହିଳା ଥାନାରୁ ବାହାରିବା ପରେ ସେ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ଛଡ଼ା ମୋ…
Read More...

କିପରି ଜରୁରୀକାଳୀନ ପରିସ୍ଥିତିରେ କିପରି ସହାୟତା ଯୋଗାଇବେ ସେନେଇ ବିଦ୍ୟାର୍ଥୀ ମାନଙ୍କୁ ସ୍ଵତନ୍ତ୍ର ତାଲିମ

ବସ୍ତା:- ବସ୍ତା ବ୍ଲକ କରୁଆ ଗଦାଧର କର ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ରେଡ କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଏକ ଦିବସୀୟ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ କାମିଳା ପୌରହିତ୍ୟ କରିଥିବା ବେଳେ,…
Read More...

ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ତଦନ୍ତ ପରେ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନର

ପୁରୀ:- ପୁରୀ ଶରଧାବାଲି ଦଳଚକଟା ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର । ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ତଦନ୍ତ ପରେ ରିପୋର୍ଟ ପ୍ରଦାନ କଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଲେ ଅନୁ ଗର୍ଗ । ଶରଧା ବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ…
Read More...