ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ମାଡିବସିଲା ପଡୋଶୀ
ଜଗତସିଂହପୁର:- ଜଗତସିଂହପୁରରେ ପୁଣି ଲଜ୍ଜା। ଜଗତସିଂହପୁର ଜିଲ୍ଲା ଏରସମା ଅଭୟଚାନ୍ଦପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ୧୭ବର୍ଷୀୟା ନାବାଳିକାକୁ ପଡୋଶୀ କଲା ଦୁଷ୍କର୍ମ। ଏନେଇ ଥାନାରେ ପିଡୀତା ଅଭିଯୋଗ କରିବାପରେ ଅଭିଯୁକ୍ତ…
Read More...
Read More...