ରାଜ୍ୟ ସମେତ ଢେଙ୍କାନାଳରେ ଦେଖାଦେଇଛି ଏଲପିଜି ଗ୍ୟାସ ସଙ୍କଟ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବା ବଦଳରେ ବଢିବାରେ ଲାଗିଛି। ଆଉ ଏପଟେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ରାଜ୍ୟ ସମେତ ଢେଙ୍କାନାଳରେ ମଧ୍ୟ ଏଲପିଜି ଗ୍ୟାସ ସଙ୍କଟ ଦେଖାଦେଇଛି।ଗ୍ୟାସ ଟାଙ୍କି ନେବାକୁ ସିଧା ଡିପୋରେ ପହଞ୍ଚୁଛନ୍ତି ଗ୍ରାହକ।ଗ୍ୟାସ ସଙ୍କଟକୁ ନେଇ ଢେଙ୍କାନାଳରେ ନୁଆ ଏସ୍ ଓ ପି ମଧ୍ୟ…
Read More...

ମନମୁଖୀ ଭାବରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା

ବନ୍ଦ ହେଲା ନୋଡାଲ ଅଫିସରଙ୍କ ମାସକର ଦରମା । ଜଗତସିଂହପୁର ଜିଲ୍ଲାରେ ୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ୬୯ ଧାନ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନେ ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଭାବରେ ଅନୁପସ୍ଥିତ…
Read More...

ସାଇବର ଆର୍ଥିକ ଠକେଇ ବିରୋଧରେ ସାଇବର-କଭଚ ସ୍ୱତନ୍ତ୍ର ଅଭିଯାନ

ସାଇବର ଆର୍ଥିକ ଠକେଇ ରୋକିବା, ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ କରିବା ଏବଂ ଠକ ସିମ୍ ପ୍ରଦାନ ନେଟୱାର୍କ ଚିହ୍ନଟ କରିବା ପାଇଁ କେନ୍ଦ୍ରୀୟ ରେଞ୍ଜ ପୋଲିସ, କଟକ, ୧୩ ଫେବୃଆରୀରୁ ୯ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସାତଟି ଜିଲ୍ଲା - ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା,…
Read More...

ଟି୨୦ ବିଶ୍ୱକପ୍ ପରେ ଅର୍ଶଦୀପଙ୍କୁ ଲାଗିଲା ଝଟକା

ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ବିଶ୍ୱକପ୍ ଫାଇନାଲ୍ ସମୟରେ ଆଇସିସି ଆଚରଣ ସଂହିତାର ସ୍ତର ୧ ଉଲ୍ଲଂଘନ କରିଥିବାରୁ ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି।…
Read More...

କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

ଉତ୍ତର ପ୍ରଦେଶର କ୍ରିକେଟର ଅମିତ ମିଶ୍ରଙ୍କ ପତ୍ନୀ ଗରିମା ତିୱାରୀ ଅମିତ ଏବଂ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଦାୟର କରିଛନ୍ତି । ଗରିମା ତିୱାରୀ କାନପୁର ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ)ଙ୍କ କୋର୍ଟରେ ଦାଖଲ କରିଛନ୍ତି ଅଭିଯୋଗ । ଅଭିଯୋଗ ଅନୁସାରେ ବିବାହର କିଛି ସମୟ…
Read More...

ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ଅଧ୍ୟାୟ ପାଇଁ NCERT କ୍ଷମା ମାଗିଲା

ଦୁର୍ନୀତି ଏବଂ ପଦ୍ଧତିଗତ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରୁଥିବା ଏକ ଅଧ୍ୟାୟକୁ ନେଇ ବିବାଦ ପରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ସୋମବାର (ମାର୍ଚ୍ଚ 10) ଏକ ସାର୍ବଜନୀନ କ୍ଷମା ପ୍ରାର୍ଥନା ଜାରି କରିଛି ଏବଂ ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ…
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଟକି ରହିଥିବା ତଦନ୍ତ ରିପୋର୍ଟଗୁଡିକୁ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ…
Read More...

ରାଜ୍ୟରେ ଆସନ୍ତା ୧୧ ତାରିଖରୁ ବଢିବ ତାତି

ରାଜ୍ୟରେ ଆସନ୍ତା ୧୧ ତାରିଖରୁ ବଢିବ ତାତି । ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଛୁଇଁବାକୁ ଥିବା ବେଳେ ପଶ୍ଚିମଓଡ଼ିଶାର ସମସ୍ତ ସହରର ଦିନର ତାପମାତ୍ରା ୩୭ ଡିଗ୍ରିରୁ ଅଧିକ ରହିବ।ର ସମ୍ଭାବନା ରହିଛି।…
Read More...

ଢେଙ୍କାନାଳ ସଦର ରେଞ୍ଜ ତାମଣ୍ଡା ଗାଁ ନିକଟରେ ହାତୀ ଆକ୍ରମଣ

ଢେଙ୍କାନାଳ ସଦର ରେଞ୍ଜ ତାମଣ୍ଡା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମୃତ ଦୁଇ ଆହତ । ଅଳ୍ପକେ ବର୍ତ୍ତିଲେ ସାଥିରେ ଥିବା ଅନ୍ୟଜଣେ ଯୁବକ । ମୃତକ ହେଲେ ଯଦୁମଣି ମହନ୍ତ । ଆହତ ଦୁଇ ଜଣ ହେଲେ ଗୋପାଳଚନ୍ଦ୍ର ମହନ୍ତ ଓ ହେମନ୍ତ ମହନ୍ତ । ଚାରିଜଣ ଏକାଠି ନିକଟସ୍ଥ ଏକ କୁକୁଡ଼ା ଫାର୍ମରୁ ବାହାରି…
Read More...

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପିଛା ଛାଡିବାର ନାମ ନେଉ ନାହିଁ ବିବାଦ । ପିଏନବିର ମୁଖ୍ୟ ପରିଚାଳକ ସନ୍ତୋଷକୃଷ୍ଣ ଅନ୍ନଭରପୁଙ୍କ ଅଭିଯୋଗ ପାଇବା ପରେ ସିବିଆଇ ଆଇପିସିର ଧାରା ୪୨୦ ଏବଂ ୧୨୦ (ବି) ଅଧୀନରେ ମାମଲା ରୁଜୁ କରିଛି। ଏଫଆଇଆର ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ…
Read More...