କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡା ଙ୍କୁ ପତ୍ର ଲେଖି ସାର ଯୋଗାଣ ରେ ଅବଗତ କରିଛନ୍ତି…
ସାରା ରାଜ୍ୟ ରେ ସାର ଯୋଗାଣ ରେ ବ୍ୟାପକ ଅବ୍ୟବସ୍ଥା। କଳାବଜାର,ଅପମିଶ୍ରଣ ଏବଂ ବଜାର ରେ ୟୁରିଆ ମିଳୁ ନ ଥିବାରୁ ଚାଷୀ କୂଳ ହନ୍ତସନ୍ତ। ବିଭିନ୍ନ ସ୍ଥାନ ରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ସାର ପାଇଁ ଆଜି ରାସ୍ତା ରେ ଚାଷୀ। ଚାଷୀ କୂଳ ର ଏ ସମସ୍ୟା ନେଇ…
Read More...
Read More...