ଅମିତ ଶାହ ଅଧିକ ସମୟ କେନ୍ଦ୍ର ଗୃହମନ୍ତ୍ରୀ, ପଛରେ ପଡିଲେ ଲାଲକୃଷ୍ଣ ଆଡଭାନି…
ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ହେବାରେ ରେକର୍ଡ କଲେ ଅମିତ ଶାହ । ପଛରେ ପଡିଲେ ଲାଲକୃଷ୍ଣ ଆଡଭାନି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଏନଡିଏ ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ । ଏହି ସମୟରେ ମୋଦି ଅମିତ ଶାହଙ୍କୁ ଭାରି ପ୍ରଶଂସା କରିଥିଲେ ।…
Read More...
Read More...