ନୂତନ ମଣ୍ଡପ ଗୃହର ଶୁଭ ଶିଳାନ୍ୟାସ କଲେ ବିଧାୟକ…

ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ କୋଇଲୋ ସ୍ଥିତ ଆରାଧ୍ୟା ଦେବତା ପ୍ରଭୁ ଶ୍ରୀଶ୍ରୀ ଦଧିବାମନଜୀଉ ଙ୍କ ରଥଦାଣ୍ଡ ପାଖରେ ଶହଶହ ସମର୍ଥକ ଙ୍କ ସହିତ ଶୋଭାଯାତ୍ରାରେ ପହଞ୍ଚି ପାର୍ଶ୍ଵ ନୂତନ ମଣ୍ଡପ ଗୃହ ର ଶୁଭ ଶିଳାନ୍ୟାସ…
Read More...

ମୋତେ ଦୁର୍ବଳ ଭାବିଲେ ମୁଁ ତୁମକୁ ପିମ୍ପୁଡି ଭଳି ଚାପି ଦେବି- ମମତା ବାନାର୍ଜୀ

ନିର୍ବାଚନ ପୂର୍ବରୁ ବିଜେପି ବିରୋଦ୍ଧରେ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ନିକଟରେ ଝାରଗ୍ରାମର ପଞ୍ଚମଥା ମୋରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସେ ନାମ ନ ନେଇ ବିଜେପିକୁ ସିଧାସଳଖ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ ମୁଁ ନିଜେ ନ ଚାହିଁଲେ କେହି…
Read More...

ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଉନ୍ନୟନ ସମୀକ୍ଷା ବୈଠକ

ଆଜି ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ୟ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ମାନ୍ୟବରମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ଆଇନ,ପୂର୍ତ୍ତ ଓ…
Read More...

ପଞ୍ଜାବ ମୋହାଲିରେ ଅକ୍ସିଜେନ ସିଲିଣ୍ଡର ପ୍ଲାଣ୍ଟରେ ବିସ୍ଫୋରଣ…

ପଞ୍ଜାବର ମୋହାଲିରେ ବୁଧବାର ଏକ ଅକ୍ସିଜେନ ସିଲିଣ୍ଡର ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମୋହାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଘଟଣାଟି…
Read More...

ଏକା ଦେଖି ନାତୁଣୀ ଘର ପଛ ପଟକୁ ଟାଣି ନେଲା ସମ୍ପର୍କୀୟ ଜେଜେବାପା…

ଜେଜେବାପାଙ୍କ କୁକର୍ମ । ନାବାଳିକା ନାତୁଣୀ ଉପରେ ରଖିଥିଲେ ଖରାପ ନଜର । ସମୟ ସୁଯୋଗ ଦେଖି ନାତୁଣୀଙ୍କୁ ଦୁଷ୍କର୍ମ କରିଥିଲେ ସମ୍ପର୍କୀୟ ଜେଜେବାପା । ଏପରି ଲଜ୍ୟାଜନକ ଘଟଣା କେଉଁ ବାହାର ରାଜ୍ୟ ନୁହେଁ ବରଂ ଆମ ଓଡିଶାରେ ଘଟିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ…
Read More...

ହ୍ୱାଟ୍ସଆପ ନଥିଲେ ବି ଆସିବ ହ୍ୱାଟ୍ସଆପ ମେସେଜ୍…

ଅନେକ ସମୟରେ ଏପରି ହୁଏ ଯେ ଆପଣ ହ୍ୱାଟ୍ସଆପ୍‌ ମେସେଜ୍ ପଠାଇବା ପାଇଁ କାହାର ନମ୍ବର ଖୋଜନ୍ତି। ତାପରେ ଆପଣ ଜାଣିପାରନ୍ତି ଯେ ଅନ୍ୟ ଜଣଙ୍କ ପାଖରେ ହ୍ୱାଟ୍ସଆପ୍ ଆପ୍ ନାହିଁ। ଏହା ପରେ ଆମେ ତାଙ୍କୁ ଏକ ମେସେଜ ପଠାଉ କିମ୍ବା କଲ୍ କରୁ। କିନ୍ତୁ ଏବେ ହ୍ୱାଟ୍ସଆପ୍‌ ଏକ ଏପରି ଫିଚର ଉପରେ କାମ…
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ…

ନୂତନ ରାଜସ୍ବ ଗ୍ରାମର  ସୀମା ଯେଭଳି ପୁରୁଣା ଗ୍ରାମ ସହ ସଂଶ୍ଳିଷ୍ଟ ନ ରହିବ, ସେନେଇ ରାଜସ୍ବ ବିଭାଗ ପକ୍ଷରୁ ଏକ SOP ଜାରି କ କରାଯାଇଛି। ବିଭାଗର SOP ଅନୁଯାୟୀ, ତୁରନ୍ତ ନୂତନ ରାଜସ୍ବ ଗ୍ରାମଗୁଡ଼ିକର ନକ୍ସା ପରିବର୍ତ୍ତନ କରିବାକୁ ରାଜ୍ୟ ଭୂ- ରେକର୍ଡ ଓ ସର୍ଭେ ଓ ସର୍ଭେ ନିର୍ଦ୍ଦେଶକଙ୍କ…
Read More...

ଭୟଙ୍କର ବନ୍ୟାରେ ସେନାର ୧୦ ଯବାନ ନିଖୋଜ…

ଗତକାଲି ମଙ୍ଗଳବାର ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଧରାଲି ଗାଁରେ ଭୟଙ୍କର ବାଦଲଫଟା ବର୍ଷା ଭୟ ଅଧିକ ଧନଜୀବନ କ୍ଷୟକ୍ଷତି ଘଟାଇଛି । ସେଥରେ ଭାରତୀୟ ସେନା ଶିବିର ମଧ୍ୟ ଭଗ୍ନାବଶେଷ ତଳେ ରହିଯାଇଛି । ଯେଉଁଥିରେ ୮ ରୁ ୧୦ ଜଣ ସେନା କର୍ମଚାରୀ ନିଖୋଜ ଥିବା ଜଣାପଡିଛି । ଏହି ଯବାନ ମାନେ…
Read More...

ବାଲିମେଳା ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟ୍ ର ଶୁଭାରମ୍ଭ

ଆଜି ମାଲକାନଗିରି ସଦର ବାଲିମେଳା ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟ୍ ର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ଏହା ଦ୍ୱାରା ବାଲିମେଳା ଛକଠାରେ ଲାଗିରହିଥିବା ଟ୍ରାଫିକ ସମସ୍ୟା ଦୂର ହୋଇ ପାରିଛି ଓ ଏହାଦ୍ବାରା ସହର ବାସୀ ଉପକୃତ ହୋଇପାରିବେ । ଏହି ଅବସରରେ ପୌର ପରିଷଦ…
Read More...

ଗତକାଲି ଭାରତରେ ଅଟକିଥିଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସିଙ୍କ ପତ୍ନୀ

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକିଙ୍କ ପତ୍ନୀ ରବିବାର ଭାରତରେ ଥିଲେ। ଏକ ଉଚ୍ଚସ୍ତରୀୟ ୟୁକ୍ରେନୀୟ ପ୍ରତିନିଧି ଦଳ ବିମାନ ରବିବାର ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଇନ୍ଧନ ଭର୍ତ୍ତି କରିବା ପାଇଁ ଅଟକିଥିଲା। ବିମାନଟି ଜାପାନର ରାଜଧାନୀ ଟୋକିଓକୁ ଯାଉଥିଲା ଏବଂ ଏଥିରେ…
Read More...