ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ ହୋଇ ଯାଇଛି।ସହରର ବଜାର ଛକ ଠାରେ ଥିବା ଶ୍ରୀରାମ ମନ୍ଦିର, ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଶ୍ରୀ ରାମ ମନ୍ଦିର ରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।…
Read More...

ଲକଡାଉନ ଗୁଜବକୁ ସମ୍ପୂର୍ଣ୍ଣ ଖଣ୍ଡନ କଲେ କେନ୍ଦ୍ର ସରକାର…

ପଶ୍ଚିମ ଏସିଆରେ ଚାଲିଥିବା ସାମରିକ ସଂଘର୍ଷର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଅନେକ ଦେଶରେ ଶକ୍ତି ସଙ୍କଟ ସାଧାରଣ ଜୀବନକୁ ଗୁରୁତର ଭାବରେ ବ୍ୟାହତ କରିଛି। ତଥାପି, ଭାରତରେ ପରିସ୍ଥିତି ଏପର୍ଯ୍ୟନ୍ତ ସେତେ ଭୟଙ୍କର ନୁହେଁ। କିଛି ସ୍ଥାନରେ ତେଲ ଏବଂ ଏଲପିଜି ଗ୍ୟାସ୍ ଅଭାବର ରିପୋର୍ଟ…
Read More...

ବିବାହିତ ପୁରୁଷଙ୍କ ପାଇଁ ଲିଭ-ଇନ୍ ସମ୍ପର୍କରେ ରହିବା ଅପରାଧ ନୁହେଁ

ଆଲ୍ଲାହାବାଦ ହାଇକୋର୍ଟ ଲିଭ-ଇନ୍ ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଜଣେ ବିବାହିତ ପୁରୁଷଙ୍କ ପାଇଁ ଲିଭ-ଇନ୍ ସମ୍ପର୍କରେ ରହିବା ଅପରାଧ ନୁହେଁ। ସାମାଜିକ ନୈତିକତା ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ କୋର୍ଟର କର୍ତ୍ତବ୍ୟକୁ ଅଣଦେଖା…
Read More...

ନେପାଳ ୪୭ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବାଲେନ ଶାହା

ନେପାଳରେ ବାଲେନ ଯୁଗ ଆରମ୍ଭ। ୩୫ ବର୍ଷୀୟ ବାଲେନ ଶାହା ଓରଫ ବାଲେନ ନେପାଳ ୪୭ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସମ୍ବିଧାନର ନିୟମ ଅନୁଯାୟୀ ରାଷ୍ଟ୍ରପତି ରାମ ଚନ୍ଦ୍ର ପାଉଡେଲ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ବାଲେନଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତିଙ୍କ…
Read More...

ଅନୁଷ୍ଠିତ ହେବ ରାବଣ ବଧ’ କାର୍ଯ୍ୟକ୍ରମ…

 ଆସନ୍ତା ମାର୍ଚ୍ଚ ୨୭ ତାରିଖ  ଠାରୁ ଶ୍ରୀରାମ ଜନ୍ମ ଉତ୍ସବ ସହିତ ଏହି ବିଶ୍ୱପ୍ରସିଦ୍ଧ ରାମଲୀଳା ଆରମ୍ଭ ହେବାକୁ ଯାଉଛି। ଯାତ୍ରାର ମୁଖ୍ୟ ଆକର୍ଷଣ 'ରାବଣ ବଧ' କାର୍ଯ୍ୟକ୍ରମ ଏପ୍ରିଲ ୭ ତାରିଖ ରାତିରେ ଅନୁଷ୍ଠିତ ହେବ। ଦଶପଲ୍ଲାର ପ୍ରାୟ ୧ କିଲୋମିଟର ପରିମିତ ରାସ୍ତା ଏକ ବିରାଟ ମୁକ୍ତାକାଶ…
Read More...

କମିଲା ଭୂତଳ ଜଳସ୍ତର, ବଢ଼ିଲା ସରକାରଙ୍କ ଚିନ୍ତା…

କମିଲା ଭୂତଳ ଜଳସ୍ତର, ବଢ଼ିଲା ସରକାରଙ୍କ ଚିନ୍ତା।  ବିଧାନସଭାରୁ ଆସିଲା ଚିନ୍ତା ଜନକ ତଥ୍ୟ। ରାଜ୍ୟରେ ଲଗାତାର କମି ଚାଲିଛି ଭୂତଳ ଜଳସ୍ତର। ବିଗତ ୫ ବର୍ଷ ରେ ଓଡ଼ିଶାରେ ୦.୫୩ ପ୍ରତିଶତ mbgl ଭୂତଳ ଜଳସ୍ତର ହ୍ରାସ ପାଇଥିବା ହୋଇଛି ରେକର୍ଡ। କମୁଥିବା ଭୂତଳ ଜଳସ୍ତର କୁ ରୋକିବା ପାଇଁ…
Read More...

ବାଦଶାହ ଅଭିନେତ୍ରୀ ଇଶା ରିଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି…

ପ୍ରସିଦ୍ଧ ରାପର୍ ଏବଂ ଗାୟକ ବାଦଶାହ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋଗୁଡ଼ିକ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି, ଯେଉଁଥିରେ ଦାବି କରାଯାଇଛି ଯେ ବାଦଶାହ ଅଭିନେତ୍ରୀ ଇଶା ରିଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।ବିବାହ…
Read More...

ରେଳବାଇ ଟ୍ରେନ୍ ଟିକେଟ୍ ପାଇଁ ରିଫଣ୍ଡ ନିୟମରେ ପରିବର୍ତ୍ତନ…

ରେଳବାଇ ଟ୍ରେନ୍ ଟିକେଟ୍ ପାଇଁ ରିଫଣ୍ଡ ନିୟମରେ ପରିବର୍ତ୍ତନ ଘୋଷଣା କରିଛି। ନୂତନ ନିୟମ ଅନୁଯାୟୀ, ଯଦି କୌଣସି ଯାତ୍ରୀ ଟ୍ରେନ୍ ଛାଡ଼ିବାର ୨୪ ରୁ ୭୨ ଘଣ୍ଟା ପୂର୍ବରୁ ତାଙ୍କ ଟିକେଟ୍ ବାତିଲ କରନ୍ତି, ତେବେ ତାଙ୍କ ଭଡ଼ାର ୨୫% କାଟି ନିଆଯିବ। ଏହା ବ୍ୟତୀତ, ଯଦି ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା…
Read More...

ଯକ୍ଷ୍ମା ରୁ କିଭଳି ମୁକ୍ତି ପାଇବେ ତାହାର ସଚେତନତା…

ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ। ଲୋକ ମାନଙ୍କୁ ଏହି ରୋଗ ରୁ କିଭଳି ମୁକ୍ତି ପାଇବେ ଏବଂ ଏହି ରୋଗ କିଭଳି ମଣିଷକୁ ଆକ୍ରମିତ ହେବନାହିଁ, ତାହାର ସଚେତନତା ଏବ ସତର୍କତା ପାଇଁ ଆଜି ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି। ସେହିଭଳି କଟକ ଜିଲ୍ଲା ସାଲେପୁର ବ୍ଲକ ସ୍ଥିତ ବିଦ୍ୟା ନର୍ସିଂ ଆଣ୍ଡ…
Read More...

ଉଦଳା ରେ ମୁନି ସମାଜ ର ପକ୍ଷରୁ ଅଧିବେଶନ

ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପ ରେ ଦୁଇ ଦିନ ଧରି ଅଖିଳ ଭୁମଣ୍ଡଳୀୟ ସର୍ବ ସିରମଣି ମୁନି ସମାଜ ର ଚତୁର୍ଥ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଗୋରଖପୁର ର ଅଧକ୍ଷ ମୁନିଶ୍ୱର ନିରଞ୍ଜନ ପଣ୍ଡିତ ଙ୍କ ସମେତ ଅନ୍ୟ ମୁନି ସମାଜ ର ସଦସ୍ୟ ମାନେ…
Read More...