ଶୁଣିଲାନି ଚୀନ, ଅସମୟରେ ସାହାର୍ଯ୍ୟର ହାତ ବଢାଇଲା ଭାରତ…

ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ଫଳସ୍ୱରୂପ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତ ଶ୍ରୀଲଙ୍କାକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି। ଭାରତ ଶ୍ରୀଲଙ୍କାକୁ ଜରୁରୀକାଳୀନ ସହାୟତା ଭାବରେ ମୋଟ 38,000 ମେଟ୍ରିକ୍…
Read More...

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତି ପୋଡ଼ି ପାଉଁଶ…

ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ ଅଘଟଣ । ଅଗ୍ନିକାଣ୍ଡ ଘଟି ଜଳିଲା ୭ ଦୋକାନ । ଲକ୍ଷାଧିକ ଟଙ୍କା ର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ଆଜି ରାତି ୨ ଟା ସମୟରେ ଏହି ଅଗ୍ନିକାଣ୍ଡ ଖଟିଥିବା କୁହା ଯାଇଛି । ତେବେ ବିଦ୍ୟୁତ୍ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ଘଟିଥିବା ଜଣାପଡିଛି ।…
Read More...

ଟ୍ରମ୍ପଙ୍କୁ ଆମେରିକା ଏବଂ ୟୁରୋପରେ କଡ଼ା ବିରୋଧ…

ଇରାନ ସହିତ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାରା ଆମେରିକା ଏବଂ ୟୁରୋପରେ କଡ଼ା ବିରୋଧର ସମ୍ମୁଖୀନ ହେଉଛନ୍ତି। ଶନିବାର ଦିନ, ଲକ୍ଷ ଲକ୍ଷ ଲୋକ ଟ୍ରମ୍ପଙ୍କ ବିରୋଧରେ ପ୍ରତିବାଦ କରିବା ପାଇଁ "ନୋ କିଙ୍ଗସ୍" ରାଲିରେ ଏକାଠି ହୋଇଥିଲେ। ମିନେସୋଟା ଏହି ପ୍ରଦର୍ଶନର ଏକ…
Read More...

ଇରାନକୁ ଆମେରିକା ବାୟୁସେନା ଘାଟିର ସାଟେଲାଇନ ଚିତ୍ର ଦେଉଛି ଋଷ…

ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିଶ୍ୱ ଯୁଦ୍ଧ ସମଗ୍ର ବିଶ୍ୱକୁ ଖଣ୍ଡ ଖଣ୍ଡ କରିଦେଇଛି। ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଶାନ୍ତ ଆଣିବା ପାଇଁ ଆଚୋଲଚନା ହେଉଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି । ଯାହା କୂଟନୈତିକ ମହଲରେ ହଇଚଇ ସୃଷ୍ଟି…
Read More...

ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ

ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି। ଏହି…
Read More...

ଆଇପିଏଲରେ 2026 ହେବ ନାହିଁ ଉଦଘାଟନୀ ଉତ୍ସବ…

IPL 2026 ଆଜି, ଶନିବାର, ମାର୍ଚ୍ଚ 28 ତାରିଖରୁ ଆରମ୍ଭ ହେଉଛି। 19ତମ ସିଜିନର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ପ୍ରଶଂସକମାନେ ପ୍ରାୟତଃ ଇଣ୍ଡିଆନ ପ୍ରିମିୟର ଲିଗର ଉଦଘାଟନୀ…
Read More...

ଏହି ଗମ୍ଭୀର ରୋଗରେ ପାଇଁ ଚାଲି ପାରୁନାହାନ୍ତି ବରୁଣଙ୍କ ଝିଅ…

ବରୁଣ ଧାୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲ ୨୦୨୪ ୩ ଜୁନ୍ ରେ ତାଙ୍କ କନ୍ୟା ଲାରାଙ୍କୁ ସ୍ୱାଗତ କରିଥିଲେ। ପିତା ହେବା ପରେ ବରୁଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥିଲା। ବି ଏ ମ୍ୟାନ୍ ୟାରର ଏକ ସମ୍ପ୍ରତିକ ଏପିସୋଡ୍‌ରେ ବରୁଣ ତାଙ୍କ କନ୍ୟା ବିଷୟରେ ଏକ ଆଶ୍ଚର୍ୟ୍ୟଜନକ ଖୁଲାସା…
Read More...

ପାରଳାଖେମୁଣ୍ଡି ଉପ କାରାଗାର ପକ୍ଷରୁ ପବିତ୍ର ଶ୍ରୀରାମନବମୀ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପ କାରାଗାର ପକ୍ଷରୁ ପବିତ୍ର ଶ୍ରୀ ରାମ ନବମୀ ପାଳିତ ହୋଇ ଯାଇଛି। ଉପ କାରାଗାର ପରିସର ମଧ୍ୟରେ ଥିବା ହନୁମାନ ମନ୍ଦିରରେ 108 ହନୁମାନ ଚାଳିଶା ପାଠ, ବିଶ୍ୱ କଲ୍ୟାଣ ନିମନ୍ତେ ହୋମ ଶାନ୍ତି ଯଜ୍ଞ କାର୍ଯ୍ୟକ୍ରମ ସହ  ରାମ ନବମୀ  ପାଳନ ହୋଇ…
Read More...

ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ ହୋଇ ଯାଇଛି।ସହରର ବଜାର ଛକ ଠାରେ ଥିବା ଶ୍ରୀରାମ ମନ୍ଦିର, ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଶ୍ରୀ ରାମ ମନ୍ଦିର ରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।…
Read More...

ଲକଡାଉନ ଗୁଜବକୁ ସମ୍ପୂର୍ଣ୍ଣ ଖଣ୍ଡନ କଲେ କେନ୍ଦ୍ର ସରକାର…

ପଶ୍ଚିମ ଏସିଆରେ ଚାଲିଥିବା ସାମରିକ ସଂଘର୍ଷର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଅନେକ ଦେଶରେ ଶକ୍ତି ସଙ୍କଟ ସାଧାରଣ ଜୀବନକୁ ଗୁରୁତର ଭାବରେ ବ୍ୟାହତ କରିଛି। ତଥାପି, ଭାରତରେ ପରିସ୍ଥିତି ଏପର୍ଯ୍ୟନ୍ତ ସେତେ ଭୟଙ୍କର ନୁହେଁ। କିଛି ସ୍ଥାନରେ ତେଲ ଏବଂ ଏଲପିଜି ଗ୍ୟାସ୍ ଅଭାବର ରିପୋର୍ଟ…
Read More...