ଦୁଇ ମାସ ମଧ୍ୟରେ ଦୁଇ ଥର ଭୁଷୁଡିଲାଣି ୫ ବର୍ଷର ନିର୍ମାଣ ସେତୁ
ମଧ୍ୟପ୍ରଦେଶର ଜାତୀୟ ରାଜପଥ 45 ରେ ଥିବା ଶାହପୁରା ସେତୁର ଏକ ବଡ଼ ଅଂଶ ରବିବାର ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ, ସେତୁ ଭୁଶୁଡ଼ି ପଡ଼ିବା ସମୟରେ ସେଠାରେ କୌଣସି ଯାନବାହନ ନଥିଲା। ଭୂମିକମ୍ପ ଯୋଗୁଁ ଏହି ଅଂଶଟି ମାଟି ଦବି ଯାଇଥିବା ପରି ଦେଖାଯାଉଥିଲା। ଭୁଶୁଡ଼ି ପଡ଼ିଥିବା ଓଭରବ୍ରିଜ୍…
Read More...
Read More...