ଜ୍ଞାନବାପି ସର୍ଭେ ମାମଲାରେ ଶୁଣାଣି ଶେଷ; ଅଗଷ୍ଟ ୩ ରେ ଆସିବ ନିଷ୍ପତ୍ତି

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରୀତିଙ୍କର ଦିୱାକର ବାରାଣାସୀର ଜ୍ଞାନବାପି ମସଜିଦ ପରିସରରେ ବୈଜ୍ଞାନିକ ସର୍ଭେ ମାମଲାରେ ଗୁରୁବାର ଶୁଣାଣି ଶେଷ କରିଛନ୍ତି। ଶୁଣାଣି ଶେଷ ହେବା ପରେ ସେ କହିଛନ୍ତି ଯେ ଅଗଷ୍ଟ ୩ ରେ ଏହି ରାୟ ପ୍ରକାଶ ପାଇବ। ସେପର୍ଯ୍ୟନ୍ତ ସର୍ଭେ ଉପରେ…
Read More...

ଅଞ୍ଜୁଙ୍କ ଉପରେ ଖପ୍ପା ପରିବାର; ଭାରତକୁ ଫେରିବାର ଅଞ୍ଜୁର କୌଣସି ଅଧିକାର ନାହିଁ କହିଲେ ବାପା

ବ୍ୟୁରୋ ରିପୋର୍ଟ: ନିଜ ପୁରୁଷ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ପିତା ଗୟା ପ୍ରସାଦ ଥୋମାସ ତାଙ୍କ ଝିଅକୁ ନେଇ ଅନେକ ନିରାଶା ପ୍ରକାଶ କରିଛନ୍ତି। ଅଞ୍ଜୁଙ୍କ ପିତା କହିଛନ୍ତି ଯେ ସେ (ଅଞ୍ଜୁ) ପରିବାର ପାଇଁ ମରିଯାଇଛି।ଅଞ୍ଜୁଙ୍କ ପିତା କହିଛନ୍ତି ଯେ ଭାରତକୁ ଫେରିବାର…
Read More...

ଅଗଷ୍ଟ ୧୬ରୁ ବସ ଚଳାଚଳ ହେବ ବନ୍ଦ; ଚେତାବନୀ ଦେଲା ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର: ଅଗଷ୍ଟ ୧୬ରୁ ବସ ଚଳାଚଳ ବନ୍ଦ ଧମକ ଦେଲା ଘରୋଇ ବସ ମାଲିକ ସଂଘ। ବିଭିନ୍ନ ଗ୍ରାମାଞ୍ଚଳକୁ ମୋ ବସ ଚଳାଚଳ କରିବା ଦ୍ଵାରା ଘରୋଇ ବସ ମାଲିକମାନଙ୍କର କ୍ଷତି ହେଉଛି । ଏହା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । କେବଳ ସହରାଞ୍ଚଳରେ ମୋ ବସ ଚଳାଚଳ କରିବା ନେଇ ନିୟମ ହୋଇଛି ।…
Read More...

ଦୁଇଦିନିଆ ମଣିପୁର ଗସ୍ତରେ ଯିବେ ବିରୋଧୀ ମେଣ୍ଟର ସାଂସଦ

ମଣିପୁର: ମଣିପୁରରେ ଦୁଇ ମାସ ହେବ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ହିଂସା ଜାରି ରହିଛି । ଦୁଇ ସମ୍ପ୍ରଦାୟ ମେତେଇ ଏବଂ କୁକି ମଧ୍ୟରେ ହୋଇଥିବା ହିଂସା ମଣିପୁରରେ ଅଟକିବାର ନା ନେଉନାହିଁ। ଏଥିସହିତ ଖବର ମଧ୍ୟ ସାମ୍ନାକୁ ଆସିଛି ଯେ ଭାରତ ମେଣ୍ଟର ସାଂସଦଙ୍କ ଏକ ଦଳ ଜୁଲାଇ ୨୯-୩୦ ରେ ଦୁଇଦିନିଆ…
Read More...

ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ନୟାପଲ୍ଲୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ନୟାପଲ୍ଲୀରେ ଥିବା ଜକ ମାର୍ବଲ ଦୋକାନ କର୍ମରଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ନୟାପଲ୍ଲୀ ପୋଲିସ। ଷ୍ଟାଫ୍ ରୁମ୍ ରୁ ଉଦ୍ଧାର କରାଗଲା ଝୁଲନ୍ତା ମୃତଦେହ। ପ୍ରାଥମିକ ସୂଚନାରୁ…
Read More...

ପାରିବାରିକ କଳହ ନେଲା ଉଗ୍ରରୂପ;ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ୟ । ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ ।ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ଏଭଳି ଘଟଣା ଘଟିଛି। ନାବାଳକ ପୁଅ ସହ ମିଶି ସ୍ତ୍ରୀ ସ୍ୱାମୀକୁ ଛୁରି ଭୁସି ହତ୍ୟା କରିଛି। ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ।…
Read More...

ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ମିଳୁନି ପତ୍ତା

ସମ୍ବଲପୁର: ଲଗାଣ ବର୍ଷା ପାଇଁ ହୀରାକୁଦର ୧୨ ଟି ଗେଟ ଖୋଲିଥିବା ବେଳେ ପାଣିର ସ୍ରୋତ ଅଧିକ ରହିଛି । ଏହାରି ଭିତରେ ଜଣେ ଯୁବକ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଚାଉରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ସମ୍ବଲପୁର ଚାଉରପୁର ଅଞ୍ଚଳରେ ଏଭଳି…
Read More...

ଜ୍ଞାନବାପି ସର୍ଭେ ଉପରେ ଗୁରୁବାର ପୁଣି ହେବ ଶୁଣାଣି; ସ୍ଥଗିତାଦେଶ ଜାରି ରହିବ

ପ୍ରୟାଗରାଜ: ଜ୍ଞାନବାପି ମସଜିଦ ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ସମୟସୀମା ଅବଦ୍ଧି ବୃଦ୍ଧି କରାଯାଇଛି। ଏଏସଆଇ ସର୍ଭେ ଉପରେ ସୁପ୍ରିମକୋର୍ଟ ଲଗାଇଥିବା ସ୍ଥଗିତାଦେଶ ଆଜି ଶେଷ ହେଉଥିବାବେଳେ ଆହ୍ଲାବାଦ ହାଇକୋର୍ଟ ଏହି ସମୟକୁ ଆସନ୍ତା କାଲି ପର୍ୟ୍ୟନ୍ତ ବଢାଇଦେଇଛନ୍ତି ।ଗୁରୁବାର ଶୁଣାଣି…
Read More...

ୱିକେଟ୍ ନେବା ପାଇଁ ଶ୍ରୀସନ୍ତ ଆପଣେଇ ଥିଲେ ସ୍ୱତନ୍ତ୍ର କୌଶଳ; ୱସିମ୍ ଜାଫର୍ କଲେ ଖୁଲାସା

ନୂଆଦିଲ୍ଲୀ: ପୂର୍ବତନ ଫାଷ୍ଟ ବୋଲର ଶ୍ରୀସନ୍ତଙ୍କ ବିଷୟରେ ପୂର୍ବତନ ଭାରତୀୟ କ୍ରିକେଟର ୱସିମ ଜାଫର ଏକ ଆଶ୍ଚର୍ୟ୍ୟଜନକ ତଥ୍ୟ ଦେଇଛନ୍ତି। ୨୦୦୬ ଜମୈକା ଟେଷ୍ଟ ସମୟରେ ଜାଫର ଏକ ମଜାଳିଆ ଡ୍ରେସିଂ ରୁମର ଏକ ମଜାଦାର ଘଟଣା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଶ୍ରୀସନ୍ତ ୱିକେଟ୍ ନେବା ପାଇଁ…
Read More...

ଚିତି ସାପ କାମୁଡାରେ ଯୁବକ ମୃତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମର ଜନୈକ ଯୁବକଙ୍କ ମଙ୍ଗଳବାର ରାତିରେ ଚିତି ସାପ କାମୁଡାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଵାଉତିବେଡା ଗ୍ରାମର ମଦନ ମୁର୍ମୁଙ୍କ ୨୨ ବର୍ଷୀୟ ପୁଅ ବିଜୟ ମୁର୍ମୁ ମଙ୍ଗଳବାର ରାତିରେ…
Read More...