ମୈସୁମୀ ଅଧିବେଶନ ପୂର୍ବରୁ ୬ ଅଗଷ୍ଟରେ ହେବ ସର୍ବଦଳୀୟ ବୈଠକ; ସିଏମ ଯୋଗୀ ଓ ଏହି ନେତାମାନେ ରହିବେ ଉପସ୍ଥିତ
ଉତ୍ତରପ୍ରଦେଶ: ୟୁପି ବିଧାନସଭାର ମୈସୁମୀ ଅଧିବେଶନ ୭ ଅଗଷ୍ଟରୁ ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ୟ୍ୟନ୍ତ ଚାଲିବ । ବିଧାନ ଭବନରେ ଅନୁଷ୍ଠିତ ହେବାକୁ ଥିବା ମୋଟ ୫ ଦିନ ଧରି ଚାଲିବାକୁ ଥିବା ଅଧିବେଶନ ପୂର୍ବରୁ ଆସନ୍ତାକାଲି, ଅଗଷ୍ଟ ୬ (ରବିବାର) ସନ୍ଧ୍ୟା ୬ ଟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି।…
Read More...
Read More...