ଚଳିତ ବର୍ଷ ମଧ୍ୟ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ; କ୍ୟାଲେଣ୍ଡରରେ ନାହିଁ ନିର୍ବାଚନ ନେଇ ଖସଡ଼ା

ଭୁବନେଶ୍ୱର: ଏଥର ମଧ୍ୟ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚ ଶିକ୍ଷା ବିଭାଗର କ୍ୟାଲେଣ୍ଡରରେ ନାହିଁ ନିର୍ବାଚନ ନେଇ କିଛି ବି ଖସଡ଼ା। କ୍ୟମ୍ପସ୍ ରାଜନୀତି ମଇଦାନକୁ ଉତ୍ତୁରିବେନି ଛାତ୍ର ନେତା । ବାଜିବନି ବିଗୁଲ୍ କି ହେବନି ପ୍ରଚାର । ଏଭଳି ନିଷ୍ପତ୍ତି ରାଜ୍ୟ ସରକାର ନେଇଛନ୍ତି ।…
Read More...

ବାପା ମହେଶ ଭଟ୍ଟଙ୍କ ସହ ଭାଇରାଲ୍ କିସକୁ ନେଇ ମତ ରଖିଲେ ପୂଜା; କହିଲେ କିଛି ଏଭଳି

ବ୍ୟୁରୋ ରିପୋର୍ଟ: ନିଜର ମନ ଖୋଲା ଜବାବ ଓ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ପୂଜା ଭଟ୍ଟ ଏବେ ପୁଣିଥରେ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ହେଉଛି । ନିଜ ସମ୍ପର୍କକୁ ନେଇ ସୁବବେଳେ ବାପା ଝିଅ ଟ୍ରୋଲ ମଧ୍ୟ ହୋଇଥାନ୍ତି । ଅନେକ ସମୟରେ ପୂଜା ଏବଂ ମହେଶ ଭଟ୍ଟ ନିଜ ସମ୍ପର୍କକୁ ନେଇ…
Read More...

ଅନ୍ୟ ଏକ ବୃତ୍ତିକୁ ଆପଣେଇବା ପାଇଁ ୭ ବର୍ଷ ପରେ ଆଇଏଏସ୍ ଚାକିରି ଛାଡିଲେ ତନୁଜା ଜୈନ?

ବ୍ୟୁରୋ ରିପୋର୍ଟ: UPSC ପରୀକ୍ଷାକୁ କ୍ରାକ୍ କରିବା ଏବଂ IAS ଅଧିକାରୀ ହେବା ପାଇଁ ଅନେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଅନେକ UPSC ଆଶାୟୀ ସେମାନଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରନ୍ତି । ଯାହାକୁ ପାଇବା ପରେ ନିରନ୍ତର ପ୍ରୟାସ କରନ୍ତି ନିଜର କାର୍ଯ୍ୟକୁ…
Read More...

ବର୍ଷା ଯୋଗୁଁ ୟୁପିରେ ୧୯ ଜଣଙ୍କର ପ୍ରାଣହାନୀ: ଏହି ରାଜ୍ୟଗୁଡିକ ପାଇଁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଲଗାତାର ବର୍ଷା ହେତୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତରପ୍ରଦେଶ (ୟୁପି ବର୍ଷା) ର ଅନେକ ଅଞ୍ଚଳରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଜଳସ୍ତର ଦେଖିବାକୁ ମିଳିଛି। ୟୁପିରେ ବର୍ଷା…
Read More...

ଆଶା ହରେଇଲା ପରେ ସାହା ହେଲା ବି.ଏସ.କେ.ୱାଇ; କୋଲକାତାର ନାରାୟଣ ହୃଦୟାଳୟରେ ହେଲା ଚିକିତ୍ସା

ଭୁବନେଶ୍ୱର: ଭେଲୋର,କୋଲକାତା ଓ ଚଣ୍ଡୀଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ.କେ.ୱାଇ) ମୋର ସାହା ହେଲା । କୋଲକାତାର ନାରାୟଣ ହୃଦୟାଳୟରେ ମୋର ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା । ଏପରି କହିଛନ୍ତି କେନ୍ଦ୍ରାପଡ଼ା…
Read More...

ହୋଟେଲ ସମ୍ମୁଖରୁ ଜୈନକ ବ୍ୟକ୍ତିଙ୍କ ମୃତଦେହ ଜବତ;କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ସ୍ଥାନୀୟ କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ହୋଟେଲ "Excellency"ସମ୍ମୁଖରୁ ରବିବାର ସକାଳେ ଜୈନକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି।ହୋଟେଲ ସମ୍ମୁଖ ରେ ଥିବା ରାସ୍ତା ପାର୍ଶ୍ୱରେ ଜୈନକ ବ୍ୟକ୍ତି ଦୀର୍ଘ ସମୟ ଧରି ଅଚେତ ଅବସ୍ଥାରେ ପଡିଥିବା…
Read More...

ଟିମ୍ ଇଣ୍ଡିଆକୁ ଚେତାବନୀ;ଏହା କେବଳ ଆରମ୍ଭ କହିଲେ ଶାହିନ୍ ଆଫ୍ରିଦି

ମୁମ୍ବାଇ:ରବିବାର ଦିନ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଏହାପୂର୍ବରୁ ଲିଗ୍ ପର୍ୟ୍ୟାୟରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ବର୍ଷା ହେତୁ ଏହି ମ୍ୟାଚ୍ ଡ୍ର କରାଯାଇଥିଲା। ତେବେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି…
Read More...

ଶ୍ରୀଲଙ୍କା ଖେଳାଳିଙ୍କ କୋହଲିଙ୍କୁ ରୌପ୍ୟ ବ୍ୟାଟ୍ ଉପହାର

ମୁମ୍ବାଇ: ଭାରତୀୟ ଦଳ ବର୍ତ୍ତମାନ କଲମ୍ବୋରେ ଅଛନ୍ତି। ଏସିଆ କପ୍ ୨୦୨୩ ର ତୃତୀୟ ସୁପର ଫୋର୍ ମ୍ୟାଚ୍ ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ବିରାଟ କୋହଲି ଶ୍ରୀଲଙ୍କାର ଯୁବ ଖେଳାଳିଙ୍କୁ ଟିପ୍ସ ଦେଇଥିଲେ। ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଦ୍ୱାରା…
Read More...

୩ କିଲୋମିଟର କାନ୍ଧରେ ବୁହାହେଲେ ରୋଗୀ

କଳାହାଣ୍ଡି: ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ କାନ୍ଧ ପାଲଟିଛି ସାହାରା । ଗାଁକୁ ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ । ୩ କିଲୋମିଟର କାନ୍ଧରେ ବୁହାହେଲେ ରୋଗୀ । କଳାହାଣ୍ଡି ଲାଂଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁସିତ ମାଳିଯୁବାଙ୍ଗ ପଂଚାୟତର ବଡ଼ସେମେଲ ପଦର ଗାଁକୁ ରାସ୍ତା ନଥିବାରୁ…
Read More...

୧୭୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ଭୁବନେଶ୍ୱର: ରାଜ୍ୟର କୋଣ ଅନୁକୋଣର ଜନସାଧାରଣଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସବୁ ପଞ୍ଚାୟତରେ ବ୍ୟାଙ୍କିଂଙ୍କ ସେବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ…
Read More...