ପୁଣି ଦୁବାଇରେ ଆଶ୍ରୟ ପାଇବ ଆଇପିଏଲ୍; ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ

ମୁମ୍ବାଇ:ଆଇପିଏଲ୍ ୨୦୨୪ ପୂର୍ବରୁ ନିଲାମ ଅନୁଷ୍ଠିତ ହେବ, ଯେଉଁଥିପାଇଁ ଭାରତର କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଦୁବାଇକୁ ବିଚାର କରୁଛି। ଦୁବାଇ ମାଟିରେ ପୂର୍ବରୁ ଅନେକ ଆଇପିଏଲ୍ ମ୍ୟାଚ୍ ଖେଳାଯାଇଛି ଏବଂ ବର୍ତ୍ତମାନ ସେଠାରେ ନିଲାମକୁ ବିଚାର କରାଯାଉଛି । ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ…
Read More...

ଶାନ୍ତି ଶୃଙ୍ଖଳାର ସହ ମହାସମାରୋହରେ ପାଳିତ ହୋଇଯାଇଛି ମା’ଙ୍କ ଭସାଣୀ

ଜଗତସିଂହପୁର/ପ୍ରତାପ : ସି.ଜଗତସିଂହପୁର ଜିଲ୍ଲା ସଦର ମହକୁମାଠାରେ ଜଗତ ଜନନୀ ମା ଦୁର୍ଗାଙ୍କ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ମହାସମାରୋହରେ ପାଳିତ ହୋଇଯାଇଛି. ଗତକାଲି ଅପରାହ୍ନରେ ସହରର ସମସ୍ତ ୨୩ଟି ମେଢ଼ ଭସାଣୀ ମେଲଣ ପାଇଁ ବାଜା, ବାଣ ସହ ରୋଷଣୀରେ ବିଭିନ୍ନ କମିଟିର ସଦସ୍ୟ ମାନେ…
Read More...

କେହି ସାହାଯ୍ୟ କଲେନି; ରାସ୍ତାରେ ପଡି ପଡି ଚାଲିଗଲା ଯୁବକଙ୍କ ଜୀବନ

ଭୁବନେଶ୍ୱର: ସାହାର୍ଯ୍ୟ କରିବାକୁ କେହି ବି ଆସିଲେନି ଆଗକୁ । ରାସ୍ତାରେ ପଡି ପଡି ଚାଲିଗଲା ଯୁବକଙ୍କ ଜୀବନ । ଦୁର୍ଘଟଣାରେ ମୃତ୍ୟୁ ସହ ସଂଗ୍ରାମ କରି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ…
Read More...

ଆଫଗାନିସ୍ତାନରୁ ପରାସ୍ତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ ଅକ୍ରମ

ମୁମ୍ବାଇ: ଚଳିତ ବିଶ୍ୱକପରେ ପାକିସ୍ତାନ ଦଳ ବହୁତ ଖରାପ ପ୍ରଦର୍ଶନ କରୁଛି। ବିଶ୍ୱକପ୍ର ୨୨ ତମ ମ୍ୟାଚ୍ରେ ମଧ୍ୟ ପାକିସ୍ତାନ ଦଳ ଆଫଗାନିସ୍ତାନକୁ ହରାଇଛି। ଏହାପୂର୍ବରୁ ପାକିସ୍ତାନ ଦଳ ମଧ୍ୟ ଭାରତ ଏବଂ ଅଷ୍ଟ୍ରେଲିଆ ଭଳି ଦଳକୁ ହରାଇଛି। ଏଭଳି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ…
Read More...

ବୋଲେରୋ ଧକ୍କାରେ ଜଣେ ମୃତ; ଡ୍ରାଇଭର ଅଟକ

କଳାହାଣ୍ଡି/ଜନକ ପୋଡ଼: ଅଧମୁଣ୍ଡ ନିକଟରେ ଏକ ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ଗାଡି ବିଲକୁ ପାଲଟି ହେଇଯାଇ ଥିବାବେଳେ ଡ୍ରାଇଭର ହେଲ୍ପର ସାମାନ୍ୟ ଆହାତ ହେଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି…
Read More...

ଟ୍ରେନ୍ ଟଏଲେଟ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା; ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍ ଟଏଲେଟ୍ରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣା । ଘଟଣାର ୬ ମାସ ପରେ ପର୍ଦ୍ଦାଫାଶ କଲା ପୁଲିସ । ଅଭିଯୁକ୍ତ ସ୍ୱାମୀ ସୁରତରୁ ଗିରଫ । ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡିଶା ଆଣୁଛି ଜିଆରପି । ଅଭିଯୁକ୍ତଙ୍କର ଦ୍ୱିତୀୟ ସ୍ତ୍ରୀ ଥିଲେ ମୃତ…
Read More...

ଗଜପତିରେ ୬୪ ତମ ଶହୀଦ ଦିବସ ପାଳିତ

ଗଜପତି/ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟରେ ଥିବା ବେତାଗୁଡା ରିଜର୍ଭ ପୋଲିସ ପଡିଆ ଠାରେ ୬୪ ତମ ଶହୀଦ ଦିବସ ପାଳିତ ହୋଇ ଯାଇଛି।ଗଜପତି ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ କୁମାର ଓ ଗଜପତି ଜିଲ୍ଲା ପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
Read More...

ନୟାଗଡ଼ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ୬୪ ତମ ଶହିଦ ଦିବସ ପାଳିତ

ନୟାଗଡ଼/ମାନସ ରଂଜନ ସାହୁ:- ନୟାଗଡ଼ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ୬୪ ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ପିଟିଏସ ଗ୍ରାଉଣ୍ଡରେ ଆରକ୍ଷୀ ଅଧି।କ୍ଷକ ରାହୁଲ ଜୈନ ୬୪ ତମ ଶହିଦ ଦିବସରେ ଯୋଗ ଦେଇ ସ୍ମୃତି ଚାରଣ କରିଛନ୍ତି। ଆରକ୍ଷୀ ଅଧି୍କ୍ଷକ ଜିଲ୍ଲା ପାଇଁ ଶହୀଦ…
Read More...

ଡ୍ରେସିଂ ରୁମରେ ଖୋଲିଗଲା ଇଶାନ-ହାର୍ଦ୍ଦିକଙ୍କ ପୋଲ

ମୁମ୍ବାଇ: ବିସିସିଆଇ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ଡ୍ରେସିଂ ରୁମରେ ଅନ୍ୟ ଖେଳାଳିଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାରତ ବାଂଲାଦେଶକୁ ପରାସ୍ତ କରି ଟୁର୍ନାମେଣ୍ଟରେ ଚତୁର୍ଥ ବିଜୟ ପଞ୍ଜିକରଣ କରିବା ପରେ…
Read More...

ମଝି ରାସ୍ତାରେ ଜଳିଗଲା ସ୍କୁଟି;ଅଳ୍ପକେ ରକ୍ଷା ପାଇଲେ ମାଆ ଓ ଝିଅ

ଦୀପକ ମିଶ୍ର /ଉଦଳା: ମଝି ରାସ୍ତାରେ ଜଳିଗଲା ସ୍କୁଟି। କାଠୁଆବେଡ଼ା ଗ୍ରାମରୁ ଏକ ସ୍କୁଟିରେ ମାଆ ଓ ଝିଅ ଉଦଳା ଆସୁଥିବା ବେଳେ ଜଲିଗଲା ସ୍କୁଟି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଠୁଆବେଡ଼ା ଗ୍ରାମ ରାସ୍ତାରେ ଆଜି ଅପରାହ୍ନରେ ଘଟିଛି ଘଟଣା।ଅଳ୍ପକେ ରକ୍ଷା ପାଇଲେ ମାଆ ଓ ତିନି ବର୍ଷର ଝିଅ।…
Read More...