ସୋମବାରରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମାର୍ଚ୍ଚ ୩୧ ସୋମବାର ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସରକାରୀ ଛୁଟି ଦିନ ଥିବା ଯୋଗୁ ଏହି ସୋମବାର ଭୁବନେଶ୍ୱର , ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବତ୍ତିୀ ଅଭିଯୋଗ…
Read More...

କଳାହାଣ୍ଡିରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  

ଭୁବନେଶ୍ୱର : ଆଜିଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରୁ ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ।  ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର । ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ଭିନ୍ନକ୍ଷମ, ବିଧବା, ଦୂରାରୋଗରେ…
Read More...

ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ

କଟକ : କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ । ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…
Read More...

ରାଜ୍ୟର ଶ୍ରେଷ୍ଠ କନେଷ୍ଟବଳ ଭାବେ ପୁରସ୍କୃତ ହେବେ ମୟୂରଭଞ୍ଜ ମାଟି ର ପୁଅ ଭକ୍ତ ବତ୍ସଳ ବେହେରା

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ:  ନିଜର ଅସାଧାରଣ କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ମୟୂରଭଞ୍ଜର କନେଷ୍ଟବଳ ଭକ୍ତବତ୍ସଳ ବେହେରା। ଭକ୍ତବତ୍ସଳ ବେହେରା ମୟୂରଭଞ୍ଜ ଜିଲ୍ଲାର କନଷ୍ଟେବଳ ଭାବରେ ତାରିଖ ୨୨.୦୯.୨୦୧୮ ଠାରୁ ବାରିପଦାରେ ଅବସ୍ଥିତ ମୟୂରଭଞ୍ଜ ଜିଲ୍ଲାର…
Read More...

ବାଇକକୁ ପଛରୁ ପିଟିଲା କାର : ୨ ଜଣଙ୍କ ମୃତ୍ୟୁ

ପିପିଲି / ଜୟନ୍ତ ସେଠି:    ବାଇକ କୁ ପିଟିଲା କାର ୨ଜଣଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ମକୁନ୍ଦ ପୁର ସଟସ ବାଇପାସ ନିକଟରେ  ଘଟି ଯାଇଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ରୁ ପୁରୀ ଯାଉଥିବା ବେଳେ ବାଇକ କୁ ପଛରୁ ପିଟିଲା କାର । ବାଇକ ଉପରେ…
Read More...

ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ

ପୁରୀ : ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି । ସୂଚନା ଅନୁଯାୟୀ , ପୂର୍ବରୁ ମଧ୍ୟ ମାର୍ଚ୍ଚ…
Read More...

ଜମିବାଡି ଚଞ୍ଚକତା ଅଭିଯୋଗରେ ଡିଏସଆରଙ୍କ ସହ ଅନ୍ୟ ୨ ଜଣ ଗିରଫ

ସମ୍ବଲପୁର:ସମ୍ବଲପୁର ଡିଏସଆର ଗିରଫ । ଜମିବାଡି ଚଞ୍ଚକତା ଅଭିଯୋଗରେ ଡିଏସଆରଙ୍କ ସହ ଅନ୍ୟ ୨ ଜଣ ଗିରଫ ହୋଇଛନ୍ତି । ସମ୍ବଲପୁର ଟାଉନ ଥାନା ପୋଲିସ ଡିଏସଆର ସୂର୍ଯ୍ୟନାରାୟଣ ସାମଲଙ୍କୁ ରାତିଅଧିଆ ଗିରଫ କରି କୋଟ ଚାଲାଣ କରିଛି । ତାଙ୍କ ସହ ସାମିଲ ଥିବା ଆଇନଜୀବୀ ଶ୍ରୀରଂଜନ ପଟ୍ଟନାୟକ,…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମଧୁସୂଦନ ଛାତ୍ରାବାସରୁ ଦର୍ଶନଶାସ୍ତ୍ର ବିଭାଗ ପିଜି ଦ୍ବିତୀୟ ବର୍ଷ ଛାତ୍ର ତାପସ ରଞ୍ଜନ ନାୟକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁଯାୟୀ,  ଛାତ୍ର ତାପସ କୁମାର ନାୟକଙ୍କର ଛାତରୁ ଖସି ମୃତ୍ୟୁ ହୋଇଯାଇଛି…
Read More...

ରାଜ୍ୟରେ ଅସମ୍ଭାଳ ତାତି : ୪୦ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି। ସାରା ଓଡ଼ିଶାବାସୀ ପ୍ରବଳ ଖରାରେ ଭାଜି ହେଉଛନ୍ତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ । ହିଟୱେଭ୍ ନେଇ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାରି ଭିତରେ…
Read More...

ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟର ନୂତନ ସଭାପତିଙ୍କୁ  ସ୍ୱାଗତ ଓ ପୂର୍ବତନ ସଭାପତିଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଦଶରଥପୁର/  ଜୟପ୍ରକାଶ ନାୟକ : ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ  ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତିଙ୍କୁ ବିଦାୟ ଓ ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା  ଦିଆଯାଇ ଥିଲା | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର…
Read More...