ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଲେ ସ୍ୱାସ୍ଥ୍ୟ ଅଧିକାରୀ

ବସ୍ତା / ଅଜିତ କୁମାର ସାହୁ : ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଲେ ସ୍ୱାସ୍ଥ୍ୟ ଅଧିକାରୀ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ନୂତନ ସ୍ଵାସ୍ଥ୍ୟ କେନ୍ଦ୍ରକୁ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅଚାନକ ଗସ୍ତ। ସୂଚନା ମୁତାବକ ପାଉଁଶକୁଲି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ…
Read More...

ସରିଲା +୩ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ସରିଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମୋଟ ୯୨ହଜାର ୬୧୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ରାଜ୍ୟରେ ଆହୁରି ୧ଲକ୍ଷ ୭୭ ହଜାର ୫୫୩ ସିଟ ବଳକା ରହିଛି । ଏହି ବଳକା ସିଟ୍ ପାଇଁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନାମଲେଖା ହେବ । ଏଥିପାଇଁ…
Read More...

ବୁଗୁଡାରେ ରହୁଥିବା ନାବାଳିକା ଗର୍ଭବତୀକୁ ଉଦ୍ଧାର କଲା ପ୍ରଶାସନ

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ତ ଜଗତପାଟଣା ଗ୍ରାମର ସୁରେନ୍ଦ୍ର ଡାକୁଆଙ୍କ ଘରୁ ଆଜି ଜଣେ ଗର୍ଭବତୀ ନାବାଳିକାକୁ ଉଦ୍ଧାର କରିଛି ପ୍ରଶାସନ । ନାବାଳିକା ଜଣଙ୍କ କଟକ ଶିଖରପୁର ଅଞ୍ଚଳର ହୋଇଥିବା ବେଳେ ସେ କିଛି ମାସହେବ ସୁରେନ୍ଦ୍ରଙ୍କ ଘରେ…
Read More...

ବନକଲାଗି ନିତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ /ସଞ୍ଜୟ ମହାପାତ୍ର : ବନକଲାଗି ନିତି ବିଶୃଙ୍ଖଳା ପ୍ରସଙ୍ଗ। ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ। ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ। ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ହୋଇଛି ନୋଟିସ। ୨୦୧୮ ପରିଚାଳନା କମିଟି ନିସ୍ପତି ଅନୁସାରେ ପ୍ରତି ବୁଧବାର ବନକଲାଗି…
Read More...

୬୧୩ ଫୁଟରେ ପହଞ୍ଚିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର

ସମ୍ବଲପୁର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ସକାଳ ୬ଟା ସୁଦ୍ଧା ୬୧୩ ଫୁଟରେ ପହଞ୍ଚିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ୧ଲକ୍ଷ ୪୦ ହଜାର ୫୭୫ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ନିଷ୍କାସିତ…
Read More...

ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଆଜି ସକାଳୁ ୨ରାଜ୍ୟରେ ୩ଥର ଭୂକମ୍ପ ଝଟକା । ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜସ୍ଥାନରେ ଏକ ଘଣ୍ଟା ମଧ୍ୟରେ ୩ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଜୟପୁର ଓ ମଣିପୁରରେ ୩.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସେହିପରି ରାଜସ୍ଥାନରେ ୪.୪ ତୀବ୍ରତର…
Read More...

ପେଟ୍ରୋଲ ପମ୍ପରେ ପଶିଲା ହାତୀ , ଭାଙ୍ଗିଲା ଦୋକାନ

ସମ୍ବଲପୁର: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ହାତୀଙ୍କ ଉପଦ୍ରବ । ଜଙ୍ଗଲ ଛାଡି ସହର ମୁହାଁ ହେଉଛନ୍ତି ଗଜରାଜ । କେତେବେଳେ ଜନବସତି ଉପରେ ହାତୀ ଆକ୍ରମଣ କରୁଛି ତ କେତେବେଳେ ରାସ୍ତା ଉପରେ ଚାଲୁଛି ଗଜରାଜ । ସେହିପରି ଗତ କାଲି ସନ୍ଧ୍ୟାରେ ସମ୍ବଲପୁରର ଜୁଯୁମୁରା ବ୍ଲକ ସଦର ବନାଞ୍ଚଳ…
Read More...

୨ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର: ଜୁନ ମାସରେ ନିଅଣ୍ଟିଆ ବର୍ଷା ପରେ ଜୁଲାଇ ଆସନ୍ତା ୨ ସପ୍ତାହ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଜଣାପଡିଛି । ଗୋଟିଏ ପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଗତକାଲି ଲଘୁଚାପ କ୍ଷେତ୍ର…
Read More...

ମହାରାଷ୍ଟ୍ରରେ ଭୂସ୍ଖଳନ ହୋଇ ଗଲାଣି ୧୩ ଜୀବନ

ମହାରାଷ୍ଟ୍ରରେ ଭୂସ୍ଖଳନ ହୋଇ ୧୩ଜଣଙ୍କ ମୃତ୍ୟୁ ହୋଇଛି ।ମହା ରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଭୂସ୍ଖଳନ ହୋଇ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଅଧିକ ଲୋକ ଫସି ରହିଥିବା ଅସଙ୍କା କରାଯାଉଛି । ଏହି ଭୂସ୍ଖଳନ ପାଇଁ ୪୮ଟି ପରିବାର ପ୍ରଭାବିତ ହୋଇତବବା  କୁହାଯାଉଥିବା ବେଳେ ୨୦ରୁ ଅଧିକ ଘର…
Read More...

ଜିଲ୍ଲା ଉପସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଯୁବ ବିଜେଡି

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିଜ୍ଞପ୍ତି ଜରିଆରେରେ ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ କମିଟି ପ୍ରକାଶ ପାଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳର…
Read More...