କାଳବୈଶାଖୀ ଜନିତ ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ୱସ୍ତି । ଦୀର୍ଘ ଦିନ ପରେ ଗତକାଲି ଠାରୁ ଗ୍ରୀଷ୍ମ ଲହରୀ ସ୍ଥିତିରେ ସୁଧାର ଆସିଛି । ରାଜ୍ୟରେ କାଳବୈଶାଖୀ ବର୍ଷା ଓ ପବନ ଆଶ୍ୱସ୍ତି ଦେଇଛି। ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷାର ପ୍ରକୋପ ରହିବାକୁ ଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ୪୦-୫୦…
Read More...

ରାଜ୍ୟରେ ପ୍ରକାଶ ପାଇଲା ୪ର୍ଥ ପର୍ଯ୍ୟାୟ ମତଦାନ ବିଜ୍ଞପ୍ତି

ଭୁବନେଶ୍ବର: ରାଜ୍ୟରେ ୪ର୍ଥ ପର୍ୟ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଜି ଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ । ୬ଟି ଲୋକସଭା ଆସନରେ ହେବ ଭୋଟ ଗ୍ରହଣ । କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆସନରେ ନିର୍ବାଚନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ…
Read More...

ତୃତୀୟ ପର୍ଯ୍ୟାୟରେ ଅହମ୍ମଦାବାଦାରେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ୧୦ ଟି ରାଜ୍ୟର ୯୩ ଲୋକସଭା ଆସନରେ ମତନାନ ପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗଛି । ତେବେ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ନିଜର ମୂଲ୍ୟବାନ ଭୋଟ ଦେଇ ୧୩ଶହ ୩୧ପ୍ରାର୍ଥୀଙ୍କ…
Read More...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ରହିଛି କେତେ ସମ୍ପତ୍ତି ?

 ନୂଆଦିଲ୍ଲୀ: ୨୦୨୪ ଆଇପିଏଲ ର ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଚଳିତ ଆଇପିଏଲ୍ ଖୁବ ଟ୍ରୋଲ୍ ର ସିକାର ହେଉଛିନ୍ତି । ଚଳିତ ସିଜନିରେ ଫ୍ୟାନ୍ସଙ୍କୁ ପସନ୍ଦ ଆସୁନାହାନ୍ତି ପାଣ୍ଡ୍ୟା । ରୋହିତ ଙ୍କ କ୍ୟାପଟେନ ସିପରୁ ହଟାଇ ନିଜେ କ୍ୟାପଟେନ୍ ହୋଇଥିବା ତାଙ୍କ ନାଁ ରେ…
Read More...

କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ

ଭୁବନେଶ୍ବର: ବଦଳିଲା ପାଗ । କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ । ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ହୋଇଥିବା…
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର / ବିଜୟ କୁମାର କାରୁଆ :   ଅନ୍ତିମ ଦିନରେ ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। କେନ୍ଦୁଝର ଟେଲିଫୋନ ଏକ୍ସଚେଞ୍ଜ ଛକ ନିକଟ ରୁ ବିଜେଡି ନେତା,କର୍ମୀ ଓ ସମର୍ଥକ ଙ୍କ ସହ ଆଦିବାସୀ ନୃତ୍ୟ ସାଙ୍ଗ କୁ ଏକ…
Read More...

ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଅନନ୍ଦପୁର: ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି ସକାଳୁ ନିଜ ସମର୍ଥକଙ୍କ ସହ ଘଟଗାଁରେ ମା ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦା ଠାରୁ ଶାଳପଡାର ଇନ୍ଦିରା ଗାନ୍ଧୀ…
Read More...

ଝାରସୁଗୁଡାରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର: ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର । କାଳବୈଶାଖୀ ପବନ ଯୋଗୁଁ ଭୁବନେଶ୍ୱରରେ ଓହ୍ଲାଇ ପରିଲାନି ବୋଲି କୁହାଯାଉଛି । ଖଡିଆଳରୁ ସଭାସାରି ଫେରିଲା ବେଳେ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର । ଭୁବନେଶ୍ୱରରେ ଖରାପ ପାଗ ପାଇଁ…
Read More...

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ମହାସମର। ଆଜି ରାତି ୭ଟା ୩୦ରେ ଖେଳାଯିବ ୫୫ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ । ପ୍ଲେ- ଅପ୍ ରେସ୍ ପାଇଁ ହାଇଦ୍ରାବାଦ୍ ଟିମ୍କୁ ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ। ତେବେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ…
Read More...

ଓୟୁଏଟି ପକ୍ଷରୁ ଚିନାବାଦାମ ଓପାଡିବା ସହ ଛଡ଼ାଇବା ଯନ୍ତ୍ର ପ୍ରଦର୍ଶିତ

ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଫାର୍ମ ମେକାନାଇଜେସନର ସଫଳ ପ୍ରଦର୍ଶନ କରାଯାଇଛି I ପ୍ରଥମ କରି ଚିନାବାଦାମ ଓପାଡିବା (Groundnut digger shaker) ସହ ଛଡ଼ାଇବା (Groundnut thresher) ଯନ୍ତ୍ର ପ୍ରଦର୍ଶିତ ହୋଇଛି I ଏଥିରେ ଘଣ୍ଟାକୁ ପ୍ରାୟ ୧…
Read More...