ଆଫଗାନିସ୍ତାନ ଦଳ ସେମିଫାଇନାଲରେ ପହଞ୍ଚିବା ପରେ ସାରା ରାତି ସେଲିବ୍ରେସନ କଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଟି -୨୦ ବିଶ୍ୱକପ ୨୦୨୪ ରେ ସେମିଫାଇନାଲରେ ପ୍ରବେଶ କରିଛି । ଦଳ ସେମିଫାଇନାଲରେ ପହଞ୍ଚିବା ମାତ୍ରେ ଚାରିଆଡେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ଦଳର ଖେଳାଳିମାନେ ଖୁସି ହେବା ସହିତ ଭାବପ୍ରବଶ ମଧ୍ୟ ହୋଇଥିଲେ । ବର୍ତ୍ତମାନ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ…
Read More...

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି

ପୁରୀ: ରତ୍ନଭଣ୍ଡାର ମରାମତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଚିଠି । ଏହି ଚିଠିରେ ASIକୁ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ । ଲେଜର ସ୍କାନିଂ ରିପୋର୍ଟରେ ଭିତର ରତ୍ନଭଣ୍ଡାର କାନ୍ଥରେ ଫାଟ…
Read More...

ରମେଶ ରାଉତ ଙ୍କ ନୂଆ ଚଳଚ୍ଚିତ୍ର “କାନତରାଟି” ର ଟାଇଟିଲ ଘୋଷଣା

ଭୁବନେଶ୍ୱର : ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜ୍ ର ପ୍ରଥମ ଅବଦାନ, ଚଳଚ୍ଚିତ୍ର - "କାନତରାଟି" 'ଦ କଣ୍ଟ୍ରାକ୍ଟର' ର ଟାଇଟିଲ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ରେ ଘୋଷଣା ହୋଇଯାଇଛି l ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ଦିଗଦର୍ଶକ ଥିବା ବେଳେ ପ୍ରଯୋଜିକା ଭାବେ ଅଛନ୍ତି ଶ୍ରୀମତୀ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ କରିଛି ସିବିଆଇ । ଇଡି ପରେ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଛି । ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ ଗିରଫ କରିଛି ସିବିଆଇ ।…
Read More...

ପୁଣି ଥରେ ଲୋକସଭା ବାଚସ୍ୱତି ହେଲେ ଓମ ବିର୍ଲ୍ଲା

ନୂଆଦିଲ୍ଲୀ: ପୁଣି ଥରେ ଲୋକସଭା ବାଚସ୍ୱତି ହେଲେ ଓମ ବିର୍ଲ୍ଲା । କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହେଲେ ଓମ ବିଲ୍ଲା । ଦ୍ୱିତୀୟ ଥର ପାଇିଁ ସେ ବାଚସ୍ୱତି ହୋଇଛନ୍ତି । ସୂଚନା ଅନୁଯାୟୀ , ଲୋକସଭା ବରଚସ୍ପତି ପଦ ପାଇଁ ସଂସଦରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗୋଟିଏ ପଟେ ନ୍ୟାସନାଲ…
Read More...

ବିଜୁ ଏକ୍ସପ୍ରେସ ୱେ ରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଆହତ

କୋକସରା / ଗଣେଶ ଭାଟି : ବାଇକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ଏଭଳି ଘଟଣା ଘଟିଛି ଆମପାଣି ଥାନା ଅଧୀନସ୍ଥ ରଏନଗୁଡା ବିଜୁ ଏକ୍ସପ୍ରେସ ୱେ ରାସ୍ତା ରେ । ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ…
Read More...

ପୁରୀ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଜୁଲାଇ ୬ ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି। ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ । ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେହି ସମୟରେ…
Read More...

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ସେଓ , ପ୍ରଭାତୀ ପରିଡା ଆଜି ଦିଲ୍ଲୀ ଗସ୍ତ କରିବେ । ରାଜ୍ୟରେ ବିଜେପି ସରକାର କରିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେଯିବେ । ଏହି ଗସ୍ତ କାଳରେ…
Read More...

ସତ ହୋଇଛି ବ୍ରାଏନ ଲାରାଙ୍କ ପୂର୍ବାନୁମାପ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ଆଫଗାନିସ୍ତାନ ୨୦୨୪ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିଛି । ଏହି ଐତିହାସିକ ବିଜୟ ପରେ ଆଫଗାନିସ୍ତାନର ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନଙ୍କ ସମେତ ସବୁ ଖେଳାଳି ଓ ଆଫଗାନିସ୍ତାନ ପ୍ରଶଂସକ ଭାବ ବିହ୍ୱଳ ହୋଇପଡିଥିଲେ । ସେମି ଫାଇନାଲରେ ପହଞ୍ଚିବା ପରେ…
Read More...

ବବିଙ୍କ ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଏ ଅଧିକାରୀ

ଭୁବନେଶ୍ୱର: ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟରେ ପହଂଚିଲେ ଜି.ଏ ଅଧିକାରୀ । ଜିଏ ବିଭାଗର ଅଧିକାରୀ ପହଂଚି ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରୀ ବାସଭବନ ବୁଲି ଦେଖିବା ସହ ବେଆଇନ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ନିର୍ମାଣ ପାଇଁ ଅନୁମତି…
Read More...