ନବାଗତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବସ୍ତା/ଅଜିତ ସାହୁ: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ କରୁଆ ପଞ୍ଚାୟତ କରୁଆ ଗଦାଧର କର ଉଚ୍ଚ ବିଦ୍ୟାଳୟ ବେଲଦାଣ୍ଡିଆ ପକ୍ଷରୁ ନବାଗତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପରିଚାଳନା କମିଟିର  ସଭାପତି…
Read More...

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

ଆସାମ: ଆସାମର ‌ଗୁଆହାଟୀଠାରେ ଆୟୋଜିତ ଦ୍ବିତୀୟ ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ବାଳକ ଦଳ ଫାଇନାଲ୍‌ରେ ହକି ଝାଡ଼ଖଣ୍ଡକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪-୩ (୬-୬)ଗୋଲ୍‌ରେ ପରାସ୍ତ କରିଥିଲା।…
Read More...

ଦୁର୍ନୀତି ଅଭିଯୋଗରେ ୨ଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭାଙ୍ଗିଲା ୨ ସମବାୟ ବୋର୍ଡ । ଦୁର୍ନୀତି ଅଭିଯୋଗରେ ୨ଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର । ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗି ଦେଇଥିବା ସୂଚନା । ଏଣିକି ରାଜ୍ୟ ସରକାର ବୁଝିବେ ୨ଟି ବୋର୍ଡର ବ୍ୟାପାର । ଏନେଇ ସମବାୟ ସମିତି ରେଜିଷ୍ଟ୍ରାରଙ୍କ…
Read More...

ପ୍ରେମିକା ଆତ୍ମହତ୍ୟା ପରେ ବିଷପିଲେ ପ୍ରେମିକ

ବ୍ରହ୍ମପୁର : ପ୍ରେମିକା ଆତ୍ମହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ । ହିଂଜିଳି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚାନା ଅନୁଯାୟୀ, ଜଣେ କଲେଜ ଛାତ୍ରୀ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ ପରେ ପ୍ରେମିକ ଖବର ପାଇ ନିଜକୁ ଅସହାୟ ମନେ କରି ବିଷପି ଦେଇଥିଲେ । ପରେ ତାଙ୍କୁ…
Read More...

ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷlଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ବାଲୁଗାଁ / ଦିବ୍ୟକାନ୍ତ ବେହେରା : ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କୁ ଆଜି ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକଙ୍କ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ…
Read More...

ସରକାର ଅନୁମତି ଦେଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ : ବିଏମସି ମେୟର ସୁଲୋଚନା ଦାସ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ବେଆଇନ ଆପାର୍ଟମେଣ୍ଟ ନେଇ ବିଏମସି ମେୟର ସୁଲୋଚନା ଦାସ ରଖିଲେ ପ୍ରତିକ୍ରିୟା । ସେ କହିଛନ୍ତି ସରକାର ଅନୁମତି ଦେଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ । ସରକାରଙ୍କ ନିଷ୍ପତ୍ତି ଯାହା ରହିବ ତାକୁ ବିଏମସି ମାନିବ । ଯେଉଁସବୁ ବେଆଇନ ଆପାର୍ଟମେଣ୍ଟ ରହିଛି ତାହାକୁ…
Read More...

କେନ୍ଦ୍ରର ସତର୍କତା ମାନିଥିଲେ କେରଳରେ ଏତେ ବଡ ଦୁର୍ଘଟଣା ଘଟିନଥାନ୍ତା : ସାହା

କେରଳ ଭୂସ୍ଖଳନ ଘଟଣାରେ ରାଜ୍ୟ ସରକାର ଉପରେ ଦୋଷ ଲଦିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ସାହା । ବୁଧବାର ରାଜ୍ୟସଭାରେ ମନ୍ତ୍ରୀ ନିଜ ବୟାନରେ କହିଛନ୍ତି କି, କେନ୍ଦ୍ର ସରକାର ପକ୍ଷରୁ କେରଳ ସରକାରକୁ ଏନେଇ ପୂର୍ବରୁ ସତର୍କ କରାଯାଇଥିଲା । ରାଜ୍ୟ ସରକାର ଏଥିପ୍ରତି ଆଗୁଆ କୌଣସି…
Read More...

ଆଜି ଆୟକର ଦାଖଲର ଶେଷ ଦିନ

ଆପଣ ଆୟକର ଦାଖଲ କରି ନାହାନ୍ତି କି? ବସିବା ଜାଗାରୁ ଉଠନ୍ତୁ ଓ ନିଜ ଆୟକର ଦାଖଲ କରନ୍ତୁ । କାରଣ ଆଜି ହେଉଛି ଆୟକର ଦାଖଲର ଶେଷ ତାରିଖ । ଆଜି ନ ଦେଲେ ଦେବାକୁ ପଡିବ ଫାଇନ । ଆୟକର ବିଭାଗ କହିଛି, ଜୁଲାଇ ୩୧ ପରେ ଆଇଟିଆର ଦାଖଲ କଲେ ଦେବାକୁ ହେବ ୫ ହଜାର ଟଙ୍କା ଜରିମାନା । ତେବେ ଏହି…
Read More...

ଛୁଆଙ୍କ କଳିରୁ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବିହାରର ବେଗୁସରାଇରୁ ଆସିଲା ଲୋମ ଟାଙ୍କୁରା ଖବର । ପିଲାଙ୍କ ସାମାନ୍ୟ କଳିକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ବେଗୁସରାୟର ଲୋହିୟା ନଗରରେ ରହୁଥିବା ଅଜ୍ଜୁନ ମହତୋ ଓ ଉପେନ୍ଦ୍ର ମହତୋଙ୍କ ପରିବାର ଏକ ଭୋଜିକୁ…
Read More...

ସ୍କୁଲରେ ତୃତୀୟ ଶ୍ରେଣୀ ଛାତ୍ର ଉପରକୁ ଗୁଳି ମାରିଲା ନର୍ସରୀ ଛାତ୍ର

ବିହାରରୁ ଆସିଛି ଏକ ଚକିତ କଲାପରି ଘଟଣା । କ୍ଲାସ ଥ୍ରିରେ ପଢୁଥିବା ଛାତ୍ରକୁ ଗୁଳି ମାରିଛି ନର୍ସରୀ ଛାତ୍ର । ଏହି ଘଟଣା ଘଟଇଛି ସୁପୋଲ ଜିଲ୍ଲା ତ୍ରିବେଣୀଗଞ୍ଜ ନଗର ପରିଷଦ ଅଞ୍ଚଳରେ । ୧୬ ନମ୍ବର ୱାର୍ଡରେ ଥିବା ସେଣ୍ଟ ଜନ ବୋର୍ଡିଂ ସ୍କୁଲର ନର୍ସରୀରେ ପଢୁଥିବା ଛାତ୍ର ତାର ଉପରିସ୍ଥ…
Read More...