ବାର୍ଡ ଫ୍ଲୁ ପାଇଁ ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଆତଙ୍କ ରଚିଛି ବାର୍ଡ ଫ୍ଲୁ । ଏନେଇ ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା । ଏପରେ ସଂକ୍ରମଣ ରୋକିବାକୁ ଚାଲିଛି କୁକୁଡା ମରା ଅଭିଯାନ । ତେବେ ଏହାରି ଭିତରେ ପିପିଲି ବାର୍ଡ ଫ୍ଲୁର ହଟସ୍ପଟ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏନେଇ ଜିଲ୍ଲା…
Read More...

ଗୋରୁ ପଲ ଉପରେ ମାଡିଗଲା ଟ୍ରେନ: ୧୫ଟି ଛେଳି ସହ ୬ଗୋରୁ ମୃତ

ଭୁବନେଶ୍ୱର:କୋରାପୁଟ ଜିଲ୍ଲା ଭେଜା ଷ୍ଟେସନ ନିକଟରେ ଗୋରୁ ଓ ଛେଳି ପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଟ୍ରେନ୍ ଧକ୍କାରେ ୧୫ ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଭେଜା ଷ୍ଟେସନ ନିକଟରେ ଛେଳି ଓ ଗୋରୁ ପଲ ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ…
Read More...

୨୧ରୁ ୬୦ବର୍ଷର ମହିଳା ‘ସୁଭଦ୍ରା ଯୋଜନା’ ପାଇଁ କରିପାରିବେ ଆବେଦନ

ଭୁବନେଶ୍ୱର: ଆସିଲା 'ସୁଭଦ୍ରା ଯୋଜନା' ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି ହେଲା । ୨୧ବର୍ଷରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା 'ସୁଭଦ୍ରା ଯୋଜନା' ପାଇଁ ଆବେଦନ କରିପାରିବେ । ଆବେଦନକାରୀ ଓଡିଶା ବାସିନ୍ଦା ହୋଇଥିବା ଆବଶ୍ୟକ । ଆଧାର…
Read More...

ବନ୍ଦ ହେଲା ହୀରାକୁଦର ୬ଟି ଗେଟ୍ : ୧୪ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ୬ଟି ଗେଟ୍ । ତେବେ ଉପରମୁଣ୍ଡରେ ଜଳପ୍ରବେଶ କମିବା ଫଳରେ ଗେଟ୍ ବନ୍ଦ ହୋଇଥିବା ବେଳେ ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ପୂର୍ବରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ସୂଚନାନୁଯାୟୀ, ହୀରାକୁଦ ଜଳଭଣ୍ଡାରର…
Read More...

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମ ନୀତି: ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ। ଏହି ପବିତ୍ର ତିଥିରେ ଧରାବତରଣ କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ।ଏହି ଅବଶରରେ ଶ୍ରୀମନ୍ଦିରରେ ଆଜି ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଚାରି ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ…
Read More...

ପାକିସ୍ତାନରେ ଆତଙ୍କୀ ହମଲା: ୨୩ ଜଣଙ୍କୁ ଗୁଳିକରି ହତ୍ୟା

ପାକିସ୍ତାନରେ ପୁଣି ଆତଙ୍କୀ ହମଲା । ବଲୁଚିସ୍ତାନର ମୁସାଖେଳ ଜିଲ୍ଲାରେ ପଞ୍ଜ।।ବର ୨୩ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଦକ୍ଷିଣ ପଶ୍ଚିମ ପାକିସ୍ତାନରେ ୨୩ ଜଣ ଲୋକଙ୍କୁ ଜବରଦସ୍ତି ଗାଡିରୁ ବାହାର କରି ପରିଚୟ ପଚାରି ଗୁଳି ମାରି ହତ୍ୟା କରିଛନ୍ତି ଆତଙ୍କବାଦୀ । ସୂଚନା…
Read More...

ଆସନ୍ତା କାଲି ଓଡିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ୍ ନବୀନ୍

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ୍ ନବୀନ୍ । ତାଙ୍କର ଏହି ତିନିଦିନିଆ ଓଡିଶା ଗସ୍ତ ଅବସରରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ ବୋଲି…
Read More...

ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା । ୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୦ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି…
Read More...

ବୈତରଣୀ ନଦୀରେ ଫସିଲା ଯାତ୍ରୀ ବାହୀ ଲଞ୍ଚ, ଅଳ୍ପକେ ବର୍ତିଲେ ୧୦ ଯାତ୍ରୀ

ଚାନ୍ଦବାଲି/ ବିଜୟ କୁମାର :  ନଦୀ ମଝିରେ ଫସିଲା ଯାତ୍ରୀ ବାହି ଲଞ୍ଚ  । ଅଧିକ ପବନ ବହିବାରୁ ବୈଈତରଣୀ ନଦୀର ଶାଗୁଣା ଆଡିଆ ଘାଟରେ ଫସି ଗଲା ଯାତ୍ରୀ ବାହୀ ସାଳନ୍ଦୀ ଲଞ୍ଚ।  ଅଳ୍ପକେ ବର୍ତିଲେ ୧୦ ରୁ ଉର୍ଦ୍ଧ ଯାତ୍ରୀ। ସୂଚନା ଅନୁଯାୟୀ , ତାଳଛୁଆରୁ ଯାତ୍ରୀ ନେଇ ଚାନ୍ଦବାଲି ଫେରୁଥିଲା…
Read More...

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ଭୁବନେଶ୍ୱର:  ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ୍ ହାର ୫୫.୪ ପ୍ରତିଶତ ରହିଛି । ଏହାସହ ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଓପନ ସ୍କୁଲ ପରୀକ୍ଷାରେ ପାସ୍ ହାର ୫୫.୮୭ ପ୍ରତିଶତ ରହିଛି ।
Read More...