‘ଅପରେସନ ସିନ୍ଦୂର’ପରେ କାନ୍ଦି କାନ୍ଦି ନ୍ୟୁଜ ପଢୁଛନ୍ତି ପାକିସ୍ତାନୀ ଆଙ୍କର

ନୂଆଦିଲ୍ଲୀ: ୧୫ ଦିନ ପରେ ଭାରତ ନେଲା ବଦଲା । ରାତି ପାହିଲା ବେଳକୁ ଧୂଆଁ ମୟ ହୋଇଥିଲା ପାକିସ୍ତାନ । ୧୫ ଦିନ ହେବ ପ୍ରତିଶୋଧ ନିଆଁରେ ଜଳୁଥିଲା ଭାରତ । ମାତ୍ର ୨୫ ମିନିଟ ଭିତରେ କରିଦେଲା ପାକିସ୍ତାନର ୯ ଅଞ୍ଚଳ ସଫା । ଏହି ୨୫ ମିନିଟରେ ମାଡ କରିଥିଲା ୨୬ ମିଶାଇଲ । ଯାହାର ନାମ ଥିଲା…
Read More...

ମାଟିର ମହକ ଥିବା ଓଡ଼ିଶାର ଦ୍ରବ୍ୟକୁ ସମଗ୍ର ବିଶ୍ୱରେ ପହଞ୍ଚାଇବ ଓର୍‌ମାସ: ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ

ଭୁବନେଶ୍ୱର: ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‌ମାସ୍‌)ର ଦୁଇଦିନିଆ ସମୀକ୍ଷା ବୈଠକରେ ଯୋଗଦେଇ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ…
Read More...

ଆସନ୍ତା ୯ ତରିଖ ଠାରୁ ରାଜ୍ୟରେ ପୁଣି ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିଲା କାଳବୈଶାଖୀଜନିତ ବର୍ଷା । କିନ୍ତୁ ଏଥର ପୁଣି ଜାଳିବ ଓଡିଶା । ଆସନ୍ତା ୯ ତରିଖ ଠାରୁ ରାଜ୍ୟରେ ପୁଣି ବଢିବ ତାତି । ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢ଼ିବା ସମ୍ଭାବନା ରହିଛି । ୮ରୁ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ…
Read More...

ରାଷ୍ଟ୍ରପତିଙ୍କୁ ଅପରେସନ ସିନ୍ଦୁର ନେଇ ଅବଗତ କରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଭବନରେ ପହଞ୍ଚି ଅପରେସନ ସିନ୍ଦୁର ନେଇ ଅବଗତ କରାଇଲେ । ଏୟାରଷ୍ଟ୍ରାଇକ ପ୍ରସଙ୍ଗ ଉପରେ ସୂଚନା ଦେଇଥିବା ଜଣାପଡିଛି । ଅନ୍ୟପଟେ ପୂର୍ୱରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା ।…
Read More...

ଛତିଶଗଡ କରେଗୁଟା ଜଙ୍ଗଲରେ ୨୨ରୁ ଅଧିକ  ମାଓବାଦୀଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ କରେଗୁଟା ଜଙ୍ଗଲରେ ୨୨ରୁ ଅଧିକ  ମାଓବାଦୀଙ୍କ ମୃତ୍ୟୁ ହୋଇଛି ।   ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ସୁରକ୍ଷାକର୍ମୀଙ୍କ ଗୁଳିରେ  ଟଳିଲେ ୨୨ରୁ ଅଧିକ ମାଓବାଦୀ ।  ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏବେବି…
Read More...

ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହେଲା ମୋଦୀଙ୍କ ବିଦେଶ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୋଏସିଆ , ନରୱେ ଏବଂ ନେଦରଲ୍ୟାଣ୍ଡ ଗସ୍ତ କରିବାର ଥିବା ବେଳେ ତାଙ୍କ ଗସ୍ତକୁ ସ୍ଥଗିତ କରାଯାଇଛି । ତେବେ ପାକିସ୍ତାନ ସହ ହେଉଥିବା ଉତ୍ତେଜନା ପାଇଁ ଗସ୍ତକୁ ବାତିଲ କରାଯାଇଛି । ସେଥି ମଧ୍ୟରେ ଅପରେସନ…
Read More...

ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଗୁଳି କାଣ୍ଡ

ଜମ୍ମୁ: ପାକିସ୍ତାନ ଏବଂ ପାକ୍‌ ଅଧିକୃତ କାଶ୍ମୀରରେ ଥିବା ୯ ଆତଙ୍କୀ ଶିବିର ଉପରେ ଭାରତ ମିସାଇଲ୍‌ ଆକ୍ରମଣ କରିବା ପରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି।  ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା(ଏଲଓସି) ନିକଟସ୍ଥ ୧୨ରୁ ଊର୍ଦ୍ଧ୍ବ ଗ୍ରାମ ଉପରେ ପାକିସ୍ତାନୀ ସେନା ରାତିସାରା…
Read More...

ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ । ଏନେଇ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛୁଟିରେ ଥିବା ସମସ୍ତ ଯବାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଅନ୍ୟପଟେ…
Read More...

ସମ୍ବେଦନଶୀଳ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ପହଲଗାମ୍ ହମଲାର ବଦଲା ନେଇଛି ଭାରତ। ପାକିସ୍ତାନ ଏବଂ ପିଓକରେ ରାତି ଅଧିଆ ହୋଇଛି ଏୟାରଷ୍ଟ୍ରାଇକ୍। ଏହି ଷ୍ଟ୍ରାଇକ ପରେ ଭାରତ ପକ୍ଷରୁ ସମ୍ବେଦନଶୀଳ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ ରଖାଯାଇଛି । ବଦଳୁଥିବା ପରିସ୍ଥିତି କାରଣରୁ ଜାମ୍ମୁ, ଶ୍ରୀନଗର, ଲେହ,…
Read More...

ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ପାକିସ୍ତାନ PoKରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ବୁଧବାର ମଧ୍ୟରାତ୍ରି ୧:୩୦ରେ ‘ଅପରେସନ ସିନ୍ଦୁର’ ଅଧୀନରେ ଏୟାର ଷ୍ଟ୍ରାଇକ କରିଛି।…
Read More...