ସଦସ୍ୟତା ଅଭିଯାନ ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ରଖିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ଭୁବନେଶ୍ୱର: ଆଜି ଭୁବନେଶ୍ଵରରେ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ  ହୋଇଯାଇଛି । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେଇ ନିଜ ବ୍ୟକ୍ତବ୍ୟ ରଖିଛନ୍ତି। ସମାଜର ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ବିଜେପିରେ ସଦସ୍ୟତା ଗ୍ରହଣ କରୁଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ…
Read More...

ସାଂସଦ ନବ ଚରଣ ମାଝୀଙ୍କ ଦ୍ଵାରା ପ୍ରଦୂଷଣ ମୁକ୍ତ ଭାରବାହି ବ୍ୟାଗ ଶିଳ୍ପାନୁଷ୍ଠାନ ଉଦଘାଟିତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ପଞ୍ଚାୟତ ର ପାତେପାଣି ଗ୍ରାମ ରେ ଆଜି ମୟୁରଭଞ୍ଜ ର ମାନ୍ୟବର ସାଂସଦ ନବ ଚରଣ ମାଝୀ ଙ୍କ ଦ୍ଵାରା ପ୍ରଦୂଷଣ ମୁକ୍ତ ଭାରବାହି ବ୍ୟାଗ ଶିଳ୍ପାନୁଷ୍ଠାନ ଉଦଘାଟିତ ହୋଇଯାଇଅଛି।ପ୍ଲାଷ୍ଟିକ…
Read More...

ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କଲେ ହାଇକୋର୍ଟ

କଟକ: ରାସ୍ତା ଉପରେ ତୋରଣ ମନା । ଡିଜେ , ମଦ, ପଲିଥିନ ମୁକ୍ତ ହୋଇଥିବା ବେଳେ ଏବେ ରାସ୍ତା ଉପରେ ତୋରଣ ମନା । ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ ଆସିଛି କଡା ନିର୍ଦ୍ଦେଶ । ଏଥି ସହ ରାସ୍ତା ଉପର ଦେଇ ଯାଇଥିବା କେବୁଲ ଓ ତାର ସମ୍ପୂର୍ଣ୍ଣ ହଟାଇବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇ୍ଥିବା ବେଳେ…
Read More...

ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଣପୁର /ସୁଧିର କୁମାର ପାତ୍ର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଅଞ୍ଚଳରେ ସର୍ବାଧିକ ପ୍ରବାସୀ ଶ୍ରମିକମାନେ ବାସ କରୁଥିବା ବେଳେ ବିଭିନ୍ନ ସମୟରେ ଉକ୍ତ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l କେତେବେଳେ ଦେଶ ବିଦେଶରେ କାର୍ଯ୍ୟ…
Read More...

ସଦସ୍ୟତା ଅଭିଯାନ ଅବସାରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିକୁ ଆହୁରି ସଶକ୍ତିକରଣ ଓ ସଦଦ୍ୟ ବଢାଇବେ ପାଇଁ ସଦସ୍ୟତା ଅଭିଯାନ କରାଯାଉଛି | ଗତଥର ରାଜ୍ୟରେ 41 ଲକ୍ଷ ସଦସ୍ୟଥିଲେ | ପାର୍ଟିର ସଦସ୍ୟ ବଢାଇବା ହେଉଛି ଶକ୍ତି ବଢାଇବା | ପାର୍ଟିକୁ ଶସକ୍ତ କଲେ ସରକାରକୁ ଆସିବା ସହିତ ଜନସାଧାରଣଙ୍କ ସେବା କରିବାକୁ ଅଧିକ…
Read More...

ରାଜ୍ୟରେ ଜାରି ରହିଛି ବର୍ଷା : ତାଳଚେରରେ ସର୍ବାଧିକ ୧୫୫ ମିମି ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ତେବେ ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୫୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ବାଲିକୁଦାରେ ୧୦୫ ମିମି, ଜଗତସିଂହପୁରରେ ୯୯.୧ ମିମି, ଉଦଳାରେ ୯୪ ମିମି, କପ୍ତିପଦାରେ ୯୨ ମିମି, ଗୋପରେ ୯୧ ମିମି,…
Read More...

BDO ସ୍ତରରେ ବଡ ଧରଣର ଅଦଳବଦଳ କଲେ ସରକାର

ଭୁବନେଶ୍ୱର: BDO ସ୍ତରରେ ବଡ ଧରଣର ଅଦଳବଦଳ କଲେ ସରକାର । ମୋଟ ୪୩ ଜଣ ବିଡ଼ିଓଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚନ୍ଦ୍ରମଣି ନାଗ ରାଜବଡାସମ୍ବରରୁ ଟିଟିଲାଗଡକୁ ବଦଳି ।ଆକାଶ ପଣ୍ଡା ହେଲେ ଆଠଗଡ଼ ବିଡିଓ, ରାହୁଲ ମଣ୍ଡଳ ହେଲେ ଢେଙ୍କାନାଳ ସଦର ବିଡିଓ ।ସେହିପରି ସାଗର ଚନ୍ଦ୍ର ମୁର୍ମୁ…
Read More...

ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୧୫ଦିନ ଜେଲ ସହ ୨୫ ହଜାର ଟଙ୍କା ଜରିମାନା କଲେ ମୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜେଲ୍ ଗଲେ ଶିବସେନା ନେତା ସଞ୍ଜୟ ରାଉତ। ୧୫ ଦିନ ପାଇଁ ଜେଲ୍ ଗଲେ ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ୧୫ ଦିନ ପାଇଁ ଜେଲ୍ ସହ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ଭାରତୀୟ ଦଣ୍ଡବିଧି ଆଇନର ଧାରା…
Read More...

ଶାନ୍ତି ଶୃଙ୍ଖଳାର ସହ ହିନ୍ଦୋଳ ବ୍ଲକର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ

ହିନ୍ଦୋଳ/ଗୌତମ ମୁଦୁଲି: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ବ୍ଲକର ପଞ୍ଚମ ସାଧାରଣ ଅଧିବେଶନ ଶାନ୍ତି ଶୃଙ୍ଖଳାର ସହ ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷ୍ୟା ସସ୍ମିତାରାଣୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ …
Read More...

ଜବରଦଖଲ ମାମଲା :ତହସିଲ୍ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ

ବଡଚଣା /ବେଦପ୍ରକାଶ ନାୟକ : ତହସିଲ୍ ଅଧିକାରୀଙ୍କୁ ଜବରଦଖଲ ମାମଲାକୁ ନେଇ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ  । ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଅମରାବତୀ ପଟଣାର ଜବରଦଖଲ କରି ରହିଥିବା ଗ୍ରାମବାସୀ ମାନେ ଦର୍ପଣ ତହସିଲ୍ ଅଧିକାରୀଙ୍କୁ ଜବରଦଖଲ ମାମଲାକୁ ନେଇ ଲିଖିତ ଅଭିଯୋଗ…
Read More...