ଅସନ୍ତା କାଲି ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ଵର: ଅସନ୍ତା କାଲି ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟକୁ କିପରି ଅଧିକ ନିବେଶ ଆସିବ, ସେ ନେଇ ନିବେଶକଙ୍କ ସହ…
Read More...

୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ମାସ ଆରମ୍ଭରୁ ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି ହୋଇଛି। ତେବେ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ  IOCL ୱେବସାଇଟରେ ନୂଆ ଦର ନେଇ ସୂଚନା ରହିଛି।…
Read More...

୫ ତାରିଖରେ ମିଳିବ ପିଏମ କିଷାନ ଟଙ୍କା : ୫୦ ଲକ୍ଷ ଚାଷୀ ହେବେ ଉପକୃତ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରେ ମିଳିବ ପିଏମ କିଷାନ ଟଙ୍କା। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ୍ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା। ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟ ମୋଦୀ ଟଙ୍କା ପଠାଇବେ ବୋଲି ସୂଚନା ।ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ…
Read More...

୧୩୦ କ୍ୱିଣ୍ଟାଲ ପିଡିଏସ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ସାଲେପୁର/ ଜ୍ୟୋସ୍ନା ରାଣୀ ସିଂହ: ପିଡିଏସ ଚାଉଳ ଟ୍ରକ ଦୁର୍ଘଟଣା ଗସ୍ତ । କଟକ ଜିଲ୍ଲାର କିଶନନଗର ଅଧିନସ୍ଥ ଷୋମପୁର ନିକଟରେ ହୋଇଛି ଏହି ଦୁର୍ଘଟଣା । ତେବେ କଟକ ସଦର ବ୍ଲକରୁ ୨୬୦ ବସ୍ତାରେ ୧୩୦ କ୍ୱିଣ୍ଟାଲ ପିଡିଏସ ଚାଉଳ ନେଇ ଷୋମପୁର ଗ୍ରାମ ପଞ୍ଚାୟତ କଣ୍ଟୋଲ ଦୋକାନକୁ ନେଇ ଆସୁଥିବା ଏହି…
Read More...

ସୁରକ୍ଷା ପ୍ରଶାସକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ପୁରୀ/ ସଞ୍ଜୟ ମହାପାତ୍ର: ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସୁରକ୍ଷା ପ୍ରଶାସକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା । ଏସ୍.ପି ଗଜପତି ଭାବେ ବଦଳି ହୋଇଥିବାରୁ ତାଙ୍କୁ ଏହି ସମ୍ବର୍ଦ୍ଧନା ଦେଆଯାଇଥିବା ସୂଚନା । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମୁଖ୍ୟ ପ୍ରଶାସକ…
Read More...

ଗୋବିନ୍ଦାଙ୍କ ଗୋଡରେ ବାଜିଛି ଗୁଳି : ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗୁଳି ବାଜି ବଲିଉଡ ଅଭିନେତା ଗୋବିନ୍ଦା ଆହତ । ତାଙ୍କ ଗୋଡରେ ଗୁଳି ବାଜି ଆହତ ହୋଇ ମେଡିକାଲରେ ଭର୍ତ୍ତି । ନିଜ ବନ୍ଧୁକରୁ ଭୁଲବଶତଃ ମିସଫାୟାର ହୋଇଆହତ ହୋଇଥିବା ସୂଚନା । ଏହା ପରେ ଗୋବିନ୍ଦାଙ୍କୁ CRITI କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଗୁଳି ବିନିମୟ…
Read More...

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗମୋହନ ମୀନା

କଟକ: କଟକର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗମୋହନ ମୀନା। ସେ ବିଦାୟୀ ଡିସିପି ପ୍ରକାଶ ଆର୍ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଜଗମୋହନ ମୀନା ୨୦୧୩ ବ୍ୟାଚ୍ ଆଇପିଏସ୍ ଅଫିସର ହୋଇଥିବା ବେଳେ ସେପୂର୍ବରୁ ଗଞ୍ଜାମ ଏସ୍ପି ଭାବେ କାର୍ୟ୍ୟ କରୁଥିଲେ । ସୂଚନା ମୁତାବିକ, ମଙ୍ଗଳବାର…
Read More...

ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ; ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଘାରିଲାଣି ଛତୁଆ ଚିନ୍ତା । ଆଗକୁ  ଛତୁଆ ବଦଳରେ ମିଳିପାରେ ମାଣ୍ଡିଆ  ।  ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ…
Read More...

ଶ୍ରୀମନ୍ଦିର ପକ୍ଷରୁ ୟୁନିଅନ ବ୍ୟାଙ୍କକୁ ବର୍ଷକ ପାଇଁ ସ୍ଥାଇ ଜମା ପ୍ରଦାନ

ପୁରୀ / ସଞ୍ଜୟ ମହାପାତ୍ର:ଶ୍ରୀମନ୍ଦିରର କର୍ପସ ଫଣ୍ଡର ୧୭ କୋଟି ଟଙ୍କା ସ୍ଥାୟୀ ଜମା ରଖାଗଲା ୟୁନିଅନ ବ୍ୟାଙ୍କରେ । ୪କୋଟି ଟଙ୍କା କୁ ୭.୭୮ପ୍ରତିଶତ ଓ ୧୩କୋଟି ଟଙ୍କାକୁ ୭.୮୨ ପ୍ରତିଶତ ସୁଧ ହାରରେ ୧ ବର୍ଷ ପାଇଁ ରଖାଗଲା ।ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ଟି ଜାତୀୟ ବ୍ୟାଙ୍କକୁ…
Read More...

ଭରତପୁର ମାମଲା: ନିଲମ୍ବିତ ହୋଇଥିବା ୫ ପୋଲିସଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର: ଭରତପୁର ମାମଲାରେ ଆଜି ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ୫ ପୁଲିସ କର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା କୁହାଯାଉଛି । ସେପଟେ ଏହି ମାମଲାରେ ଆଜି ବିଚାର ବିଭାଗୀୟ ତଦନ୍ତ ଆରମ୍ଭ…
Read More...