ରାଜ୍ୟ ସରକାରଙ୍କ ହବିଷ୍ଯାଳି ଶିବିରରେ ରହି ହବିଷ କରିବେ ହବିଷ୍ୟାଳି

ପୁରୀ/ସଂଜୟ ମହାପାତ୍ର : ଅକ୍ଟୋବର ୧୮ରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁରୀରେ କାର୍ତ୍ତିକ ବ୍ରତଧାରୀ ମାନଙ୍କର ହେବ  ଗହଳି ଚହଳି। କିଏ ମଠବାଡିରେ ତ ଆଉ କିଏ ରାଜ୍ୟ ସରକାରଙ୍କ ହବିଷ୍ଯାଳି ଶିବିରରେ ରହି ହବିଷ କରିବେ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅର୍ଥ ବ୍ଯବସ୍ଥା ମଞ୍ଜୁର…
Read More...

ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର:  ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ଠାରୁ ଗୁଳିବିନିମୟ ଜାରି ରହିଛି । ଆଜି ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚାନା ଅନୁଯାୟୀ,…
Read More...

ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ମହିଳା

ରାଇରଙ୍ଗପୁର/ସତ୍ୟାନାରୟଣ ପାଲ :ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ମହିଳା । ବିଜାତଳା ବ୍ଲକ ଅନ୍ତଗତ ବଡ଼ଝରଣ ପଂଚାୟତ ଆମ୍ବଡିହା ଗ୍ରାମ ର ଝଐଏ ମହିଳା ମାନେ ବିଜାତଳା ବିଡିଓ ବଂଶୀଧର ଖୋସାଲକ୍ଷ ଙ୍କୁ ନିଜର ସମସ୍ୟା ନେଇ ଦାବି ପତ୍ର ପ୍ରଦାନ କରିଛନ୍ତି କ୍ଷ ସୂଚନା…
Read More...

ବିଜାତଳାରେ ସମ୍ପୂର୍ଣ୍ଣ ଫେଲ ମିଶନ ଶକ୍ତି ଯୋଜନା

 ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ଆମ ରାଜ୍ୟ ଓଡ଼ିଶାରେ ମିଶନ ଶକ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ମିଶନ୍ ଶକ୍ତି ମହିଳାମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ରେ ଜଡିତ କରି ସେମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ…
Read More...

ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ଗୋବିନ୍ଦା

ମୁମ୍ୱାଇ: ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଅଭିନେତା ଗୋବିନ୍ଦା । ତାଙ୍କ ଗୋଡରେ ଗୁଳି ବାଜିବା କାରଣରୁ ସେ ମୁମ୍ୱାଇ ସିଟି କେୟାର ଏସିଆ ହସ୍ପିଟାଲରେ ଅକ୍ଟୋବର ୧ ରେ ଆଡମିଟ୍ ହୋଇଥିଲେ। ଡାକ୍ତରଖାନାରୁ ଆଜି ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଗୋବିନ୍ଦା । ଡାକ୍ତରଖାନାରୁ ବାହାରି ପରେ ସେ…
Read More...

ତିରୁପତି ଲଡୁ ବିବାଦରେ ତଦନ୍ତ କରିବ ସ୍ୱତନ୍ତ୍ର ଏସଆଇଟି ଟିମ୍

ନୂଆଦିଲ୍ଲୀ : ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗ ଅପମିଶ୍ରିତ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ କଡା ଟିପ୍ପଣି ଦେଇଛନ୍ତି ସୁପ୍ରିମେକାର୍ଟ । କହିଛନ୍ତି, ଏହା ଆସ୍ଥାର ବିଷୟ, ଏଥିରେ ସ୍ବତନ୍ତ୍ର ଟିମ୍ କାମ କରୁ । ରାଜ୍ୟ ସରକାରଙ୍କ ତରଫରୁ ଟିମ୍ ଯାଞ୍ଚ କରିବ…
Read More...

କନଷ୍ଟେବଳଙ୍କ ପାପୁଲି ଛିଡାଇଦେଲା ଦୁର୍ବୁତ୍ତ

ସମ୍ବଲପୁର : କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡାଇ ଦେଲା ଦୁର୍ବୃତ୍ତ । ଦମ୍ପତ୍ତିଙ୍କ ଝଗଡ଼ାର ସମାଧାନ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଟାଙ୍ଗିଆ ଚୋଟରେ ଛିଣ୍ଡିଲା ପୋଲିସ ର୍କମଚାରୀଙ୍କ ପାପୁଲି । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲିରେ ।…
Read More...

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ କ୍ରିୟାନୁଷ୍ଟାନ କମିଟି ପକ୍ଷରୁ ବନ୍ଦ ପାଳନ

କୋରାପୁଟ : ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ସମେତ ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଶେଷ କରି ସି. ଓ ବି. ଗ୍ରୁପରେ ସରକାର ଯେଉଁ ନିଯୁକ୍ତି କରିଛନ୍ତି ସେଥିରେ ସ୍ଥାନୀୟ ଜିଲ୍ଲାର…
Read More...

ପୂଜା ସମୟରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ଉପରେ ଉପଜିଲ୍ଲାପାଳଙ୍କ ଗୁରୁତ୍ୱ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ   : ପୂଜା ସମୟରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ଉପରେ ଉପଜିଲ୍ଲାପାଳଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ । ବାମନଘାଟି ଉପଖଣ୍ଡରେ ଚଳିତ ପାର୍ବଣ ଋତୁରେ ମହାମାୟୀ ଜଗଦଜନନୀ ମା ଦୁର୍ଗା, ମା ଲକ୍ଷ୍ମୀ, ମା କାଳୀଙ୍କ ପୂଜା ତଥା ବିସର୍ଜନ ଉତ୍ସବ ସହିତ ଅନ୍ୟାନ୍ୟ ପର୍ବକୁ…
Read More...

କୁଇଣ୍ଟାଲ ପିଛା ୨୭୮୦ ଟଙ୍କା ମୂଲ୍ୟରେ ନିଲାମ ହେଲା ଅର୍ପଣ ଚାଉଳ

ପୁରୀ/ ସଞ୍ଜୟ ମହାପାତ୍ର: ନିଲାମ ହେଲା ଅର୍ପଣ ଚାଉଳ । ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା । କୁଇଣ୍ଟାଲ ପିଛା ୨୭୮୦ ଟଙ୍କା ମୂଲ୍ୟରେ ନିଲାମ ହୋଇଛି ।ତେବେ ମୋଟ ଗଛିତ ୧୦୩୨୨.୪୯ କୁଇଣ୍ଟାଲ ଅର୍ପଣ ଚାଉଳ ୨କୋଟି ୮୬ ଲକ୍ଷ ୯୬ ହଜାର ୨୪୪ ଟଙ୍କାରେ ସମୁଦାୟ ଚାଉଳ ନିଲାମ…
Read More...