କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଡିଏଫ୍ଓଙ୍କୁ ସସପେଣ୍ଡ
ରାୟଗଡ଼ା : ରାୟଗଡ଼ା ସିଲଭି କଲଚର ଡିଏଫଓ ଦେବେନ୍ଦ୍ର ବେହେରା ସସପେଣ୍ଡ । ଭବାନୀପାଟଣା ଜାରିଂ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ପିସିସିଏଫଙ୍କ କାର୍ଯ୍ୟାଳୟରେ…
Read More...
Read More...