ଟ୍ରଲର ଧକ୍କାରେ ୩ ବାଇକ ଆରୋହୀ ଯୁବକ ମୃତ

କେନ୍ଦୁଝର : ଟ୍ରଲର ଧକ୍କାରେ ୩ ବାଇକ ଆରୋହୀ ଯୁବକ ମୃତ । ଏଭିଳି ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଢେଂକିକୋଟ ଗୋଦାବରୀ ହୋଟେଲ ନିକଟରେ । ଆଉ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତଙ୍କର ଘଟଗାଁ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା…
Read More...

ଲଞ୍ଚ ନେଲା ବେଲେ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡି ବସିଲା ଭିଜିଲାନ

ସୁବର୍ଣ୍ଣପୁର : ଲଞ୍ଚ ନେଲା ବେଲେ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ବିଲ ପାସ୍ କରାଇ ଦେବାକୁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ । ୪୬ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀ । ଏହି ଘଟଣାର ତଦନ୍ତ କରିବାକୁ ଯାଇ…
Read More...

ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗର ହେବ

ଭୁବନେଶ୍ୱର: ବଦଳିବ ସରକାରୀ କୋଠାର ରଙ୍ଗ । ନୂଆ କଲର କୋଡ୍ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗର ହେବ ବୋଲି ସୂଚନା ରହିଛି । କୋଠାର ବାହାର ପଟ କମଳା ରଙ୍ଗ ଓ ନାଲି ବର୍ଡର ରହିବ ।ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ତ୍ତ…
Read More...

ହୀରାକୁଦ ଡ୍ୟାମ ମରାମତି ପାଇଁ ବ୍ୟୟ ହେବ ୮୫୫ କୋଟି

ଭୁବନେଶ୍ୱର: ହୀରାକୁଦ ଡ୍ୟାମ ମରାମତି ପାଇଁ ବ୍ୟୟ ହେବ ୮୫୫ କୋଟି । ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତି ନବୀକରଣ ନିଷ୍ପତ୍ତି । କେନାଲ ସିପେଜ୍ ହେତୁ ଅନୁପଯୁକ୍ତ ଜଳମଗ୍ନ ଜମିକୁ ପୁନରୁଦ୍ଧାର ଲକ୍ଷ । ଆସନ୍ତା ୪ବର୍ଷରେ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫କୋଟି ।୨୦୨୪-୧୫ରୁ ୨୦୨୭-୨୮…
Read More...

ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ଏବଂ ଓଏସଡି ପାଇଁ ଗାଇଡଲାଇନ

ଭୁବନେଶ୍ୱର: ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ, OSD ପାଇଁ ଗାଇଡଲାଇନ |ରାଜ୍ୟ ସରକାର ଙ୍କ ଜିଏ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି |ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟା ଅଫିସର ହୋଇପାରିବେ ବ୍ୟକ୍ତିଗତ ସଚିବ |ଯୁଗ୍ମ ସଚିବ କିମ୍ବା ଉପ ସଚିବ ପାହ୍ୟା ଅଫିସର ହୋଇପାରିବେ OSD…
Read More...

ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠା ଯାଇଛି ୧ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଖାତାକୁ ଆସିଲା ୧ଟଙ୍କା । ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାଏ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଆସନ୍ତା ୯ ତାରିଖରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସବାକୁ ଥିବା…
Read More...

ମେଡିସିନ କ୍ଷେତ୍ରରେ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନରେ ୨ ବୈଜ୍ଞାନିକଙ୍କୁ ନୋବେଲ । ଆଜି ଠାରୁ ୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମେଡିସିନ୍ କ୍ଷେତ୍ର ପାଇଁ ଏହି ସମ୍ମାନର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ଚଳିତ ବର୍ଷ ଆମେରିକାର ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରୀ…
Read More...

୧୨ କମ୍ପାନୀ ସିଏପିଏଫ୍ ଓ ଗୋଟିଏ ହେଲିକପ୍ଟର ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମାଓ ମୁକାବିଲା ନେଇ ଦିଲ୍ଲୀରେ ହୋଇଥିଲା ବୈଠକ । ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଜ୍ଞାନ ଭୁବନରେ ବସିଥିବା ବୈଠକରେ ଯୋଗ ଦେଇଥିଲେ ଓଡ଼ିଶା ସମେତ ୮ନକ୍ସଲ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ। ଏହି ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ…
Read More...

OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : OSSSC ବିରୋଧରେ ଗର୍ଜ୍ଜନ କଲେ ପରୀକ୍ଷାର୍ଥୀ । ଆଜି ଲୋୟର ପିଏମଜିରେ ହଜାର ହଜାର ପରୀକ୍ଷାର୍ଥୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପରୀକ୍ଷା ବାତିଲ ଦାବିରେ ଆଶାୟୀ ପ୍ରାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆର୍‌ଆଇ, ଏଆର୍‌ଆଇ, ଅମିନ, ଆଇସିଡିଏସ୍‌ ପରୀକ୍ଷା ଆଦି…
Read More...

ଦିଲ୍ଲୀ କୋର୍ଟରୁ ଲାଲୁ ଯାଦବ ପରିବାରକୁ ମିଳିଲା ଆଶ୍ଵସ୍ତି

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ ପରିବାରକୁ ଦିଲ୍ଲୀ କୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ରାଉଜ୍ ଆଭେନ୍ୟୁ କୋର୍ଟ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାରକୁ ଜାମିନ ପ୍ରଦାନ କରିଛନ୍ତି। ଲାଲୁ ପରିବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ପୂର୍ବାହ୍ନ ୧୦ଟାରେ…
Read More...