ବାଇକ ଧକ୍କାରେ ଜଳିଗଲା ବସ୍: ଚାଲିଗଲା ୨ଜଣଙ୍କ ଜୀବନ
ଯାଜପୁର: ଯାଜପୁର ଜିଲ୍ଲା ଛତିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏନଏଚ୍ ଉପରେ ହୁତୁହୁତୁ ହୋଇ ଜଳିଗଲା ବସ୍। ବାଇକକୁ ଧକ୍କା ଦେବା ପରେ ଏନଏଚ୍-୧୬ ଉପରେ ଜଳିଗଲା ବସ୍। ବସ୍ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ସମେତ ମହିଳାଙ୍କ ଜୀବନ। ଯାଜପୁର ଜିଲ୍ଲା ଏନଏଚ୍ ୧୬ ଛତିଆ ନିକଟ ଭଟିଆ…
Read More...
Read More...