ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ  

ଭୁବନେଶ୍ୱର: ଖରାରେ ସିଝୁଛି ଓଡିଶା । ତାତି ସାଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟ ବାସି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପଇବାକୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏହାରି ଭିତରେ ଆଜି  ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ । ଝାରସୁଗୁଡ଼ାରେ ସର୍ବାଧିକ…
Read More...

ଆଜି ପବିତ୍ର ନୃସିଂହ ଚତୁର୍ଥୀ : ଅନୁକୂଳ ହେବ ଯନ୍ତାଗାଢ଼

ପୁରୀ:  ଆଜି ପବିତ୍ର ନୃସିଂହ ଚତୁର୍ଥୀ । ରଥ ପାଇଁ ଅନୁକୂଳ ହେବ ଯନ୍ତାଗାଢ଼ । ମହାପ୍ରଭୁଙ୍କ ଯାତ ଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିବେ l ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିବେ l ଭୋଇ ସେବକମାନେ ୧୨…
Read More...

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଦେଶର ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା Civil Defence ସଙ୍ଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବାପାଇଁ ମୁଁ ଜନ ସାଧାରଣଙ୍କୁ,…
Read More...

ଦେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟ୍ରେନିଂ: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍

ଭୁବନେଶ୍ୱର: ଦେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟ୍ରେନିଂ | ବାହ୍ୟ ଶକ୍ତି କିମ୍ବା ଅନ୍ତ ଶକ୍ତି ମୁକାବିଲା ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ | ଉଚ୍ଚଶିକ୍ଷା ବିଭାଗରେ ଏପରି ପଦକ୍ଷେପ ନିଆଯିବ | ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ…
Read More...

ଜମ୍ମୁ-କାଶ୍ମୀର, ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳରେ ଶୁଭିନି ଗୁଳିଗୋଳା ଶବ୍ଦ

ନୂଆଦିଲ୍ଲୀ: ସୀମାରେ ଫେରିଲା ଶାନ୍ତି । ଜମ୍ମୁ-କାଶ୍ମୀର, ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳରେ ଶୁଭିନି ଗୁଳିଗୋଳା ଶବ୍ଦ । ଗତକାଲି ବିଳମ୍ବିତ ରାତିରୁ ଶାନ୍ତିର ବାତାବରଣ ରହିଥିବା ନେଇ ସୂଚନା ମିଳିଛି । ଅସ୍ତ୍ର ବିରତି ପରେ ସୀମା ରେ କିଛି ସମୟ ପାଇଁ ପାକିସ୍ତାନ ପଟୁ ଅସ୍ତ୍ର ବିରତି ଉଲଂଘନ…
Read More...

ଜାରି ରହିବ ଆତଙ୍କବାଦ ବିରୋଧୀ ଲଢେଇ : ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ତୀବ୍ରତର ହେଇଚାଲିଥିଲା, କିନ୍ତୁ ଆଜି ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରାଯାଇଛି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏହି ଘୋଷଣା ପରେ ବିକ୍ରମ ମିଶ୍ରି ଏହି ସୂଚନା ଦେଇଥିଲେ। ଏପରିକି ଅସ୍ତ୍ରବିରତି ସହମତି…
Read More...

ସୁବର୍ଣ୍ଣପୁରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ମେ ୨୮ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶତାଧିକ ବର୍ଷ ଧରି ମନ୍ଦିରମାଳିନୀ ଏହି ସହରରେ ଧୁମଧାମରେ ଶୀତଳଷଷ୍ଠୀ ଉତ୍ସବ ପାଳିତ ହୋଇଆସୁଛି। ଚଳିତଥର ମାତା ପାର୍ବତୀଙ୍କ…
Read More...

ବାଡମେର ଏବଂ ଜୈସଲମେରରେ ଲକଡାଉନ୍ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ : ପାକିସ୍ତାନ ସହ ବଢୁଥିବା ତିକ୍ତତା ମଧ୍ୟରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲା ବାଡମେର ଏବଂ ଜୈସଲମେରରେ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ତରଫରୁ ଡ୍ରୋନ୍ ଆଟାକ୍ ଉଦ୍ୟମ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ କିଛି ଦିନ ହେବ ଜୈସଲମେର ଏବଂ ବାଡମେରରୁ…
Read More...

ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ : କାରଣ ଅସ୍ପଷ୍ଟ

ରାୟଗଡ଼ା: ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ ।   ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ  ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି କମ୍ପ୍ୟୁଟର ଲ୍ୟାବରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର…
Read More...

ଚାରିଧାମ ଯାତ୍ରାରେ ହେଲିକପ୍ଟର ସେବା ବନ୍ଦ

ଉତ୍ତରାଖଣ୍ଡ:  ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ଯାରି ରହିଛି। ସୁରକ୍ଷାକୁ ଦୃଷ୍ଟି ରଖି କେଦାରନାଥକୁ ଆଗାମୀ ନିର୍ଦ୍ଧେଷ ପର୍ଯ୍ୟନ୍ତ ହେଲିକପ୍ଟର ସେବା ବନ୍ଦ ରଖାଯାଇଛି। ଠିକ୍ ଏହି ସମୟରେ ଉତ୍ତରାଖଣ୍ତ ସରକାର କେଦାରନାଥ ଯାତ୍ରାକୁ ନେଇ ସୁରକ୍ଷା ବବ୍ୟସ୍ଥାକୁ କଡାକଡି କରିଛନ୍ତି। ସୁରକ୍ଷା…
Read More...