ଆଦମପୁର ଏୟାରବେସ୍ ଗସ୍ତ କରି ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଦମପୁର ଏୟାରାବେସରେ ମୋଦି । ଆଜି ସକାଳୁ ସକାଳୁ ପଞ୍ଜାବ ଆଦମପୁର ଏୟାରବେସରେ ପହଞ୍ôଚ ଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଯବାନଙ୍କୁ ଭେଟି ଆଲୋଚନା କରି ଛନ୍ତି ପ୍ରଧାନମନ୍ତ୍ରୀ ।ତେବେ ଏହି ଆଲୋଚନାରେ ଜବାବୀ ହମଲା ନେଇ ପ୍ରଧନମନ୍ତ୍ରୀଙ୍କୁ ଅବଗତ କରାଇଲେ ବାୟୁସେନା ଅଧିକାରୀ…
Read More...
Read More...