ଯାତ୍ରା ଡାଇଲଗ କେତେ ଦିନ ଶୁଣେଇବ : ବିଜେଡି ବିଧାୟକ ଶାରଦା ଜେନା
ଭୁବନେଶ୍ୱର: ଖାଲି ଯାତ୍ରା ଡାଇଲଗ ଛାଡ଼, ଦୁର୍ନୀତି ଯଦି ହୋଇଛି ବାନ୍ଧ | ସମବାୟ ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡିର ଜବାବ | ଯାତ୍ରା ଡାଇଲଗ କେତେ ଦିନ ଶୁଣେଇବ | 3 ରୁ 4 ମାସ ହେଲା ସରକାରକୁ ଆସିଲଣି | କେତେଟା ଦୁର୍ନୀତି କାଢ଼ିଲେଣି | କରିକି ଦେଖନ୍ତୁ …
Read More...
Read More...