ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ରେଡ୍

ଭୁବନେଶ୍ୱର: ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ବିଲ୍ଡିଂ ସଂସ୍ଥା ଜେଡ ଉପରେ ରେଡ କରାଯାଇଛି । ୧୧ଟି ସ୍ଥାନରେ  ରେଡ କରୁଛି ଇଡି । ତାସହ ଜେଡ ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ରେଡ କରାଯାଇଛି । ହେଲେ ଏଯାବତ ଜେଡ ବିଲ୍ଡିଂ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
Read More...

ଅପରେସନର ସଫଳତା: ଖୁସି ମନାଇଲେ ଯବାନ

କାଲିମେଳା:  ଛତିଶଗଡ଼ ସୁକମାରେ ଆଜି ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ। ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନମାନେ ମନଭରି ଖୁସି…
Read More...

ଡ୍ରାଇଭର ଏବଂ ହେଲ୍ପରକୁ ଛୁରୀ ଭୁସି ଲୁଟିନେଲେ ୨୦୦୦୦ଟଙ୍କା

ଚିଲିକାରୁ ଦିବ୍ୟକାନ୍ତ: ମାତିଛନ୍ତି ଜାତୀୟ ରାଜପଥ ଲୁଟେରା। ପୋଲିସକୁ ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଲୁଟ। ନାଚୁଣୀ ଥାନା ସମ୍ମୁଖରୁ ମାଇନ୍ସ ବୋଝେଇ ଟ୍ରକକୁ ଅଟକେଇ ଡ୍ରାଇଭର ଏବଂ ହେଲ୍ପରକୁ ଛୁରୀ ଭୁସି ଲୁଟିନେଲେ ୨୦୦୦୦ଟଙ୍କା। ସୂଚନା ଅନୁଯାୟୀ, ଆଜି କେନ୍ଦୁଝରରୁ ଗୋପାଳପୁର ଅଭିମୁଖେ…
Read More...

ୱାୟନାଡ ଲୋକସଭା ଆସନରେ ଲିଡ କରୁଛନ୍ତି ପ୍ରିୟଙ୍କା ଗାନ୍ଧି

କେରଳ: କେରଳର ୱାୟନାଡ ଲୋକସଭା ଆସନରେ ଲିଡ କରୁଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଠାରେ ନଭେମ୍ବର ୧୩ରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣନା ଜାରିଥିବା ବେଳେ ପ୍ରିୟଙ୍କା ଗାନ୍ଧି ଭଦ୍ରା ବୃହତ ବିଜୟ ଅଭିମୁଖେ ଅଛନ୍ତି ।ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କାଙ୍କୁ ୩ ଲକ୍ଷ ୧୭ ହଜାର ୯୮୩ ଖଣ୍ଡ ଭୋଟ…
Read More...

ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ୨୫ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ। ଏ ନେଇ ଆସନ୍ତା ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢେ ୧୦ : ୩୦ ଟାରେ ବସିବ ଏହି ସର୍ବଦଳୀୟ ବୈଠକ। ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ବାଚସ୍ପତି ସୁରମା ପାଢ଼ୀ…
Read More...

ଝାଡଖଣ୍ଡ ବିଧାନସଭା ନିର୍ବାଚନ : ୫୧ ସିଟରେ ଆଗୁଆ ଇଣ୍ଡିଆ ମେଣ୍ଟ

ଝାଡଖଣ୍ଡ; ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ମଧ୍ୟରେ ବଡ ଟ୍ୱିଷ୍ଟି ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡି ମେଣ୍ଟକୁ ପଛରେ ପକାଇ ଆଗେଇ ଚାଲିଛି ଇଣ୍ଡି ମେଣ୍ଟ । ଇଣ୍ଡିଆ ବ୍ଲକ ମ୍ୟାଜିକ ନଂ ପାର କରି ୫୧ଟି ଆସନରେ ଆଗରେ ରହିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା…
Read More...

ଧାନ କିଣାରେ ମିଡିଲ ମ୍ୟାନଙ୍କ ରୋଲ ରହିବ ନାହିଁ : ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଖରିବ ଋତୁ ଧାନ କିଣା ଆରମ୍ଭ ହେଇଛି। ପ୍ରଥମ ବରଗଡ଼ ପରେ ସମ୍ବଲପୁରରେ ଆଜିଠୁ ଆରମ୍ଭ ହେଇଛି ଧାନ କିଣା । ଏଥିରେ ମିଡ଼ିଲ ମ୍ୟାନଙ୍କ ରୋଲ ରହିବ ନାହିଁ। ପ୍ରତ୍ୟେକ ମଣ୍ଡିରେ ଜଣେ ଅଧିକାରୀ ରହିବେ ଓ କାର୍ୟ୍ୟର ତଦାରଖ କରିବେ। ମଣ୍ଡିରେ ସବୁ ପ୍ରକାର ମୌଳିକ ସୁବିଧା…
Read More...

ବାଦ ପଡିଥିବା ୨୨% ମହିଳାଙ୍କୁ ଆସନ୍ତା କାଲି ମିଳିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର: ସଭୁଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ପରେ ଆସନ୍ତାକାଲି ୨୨ ପ୍ରତିଶତ ଆବେଦନକାରୀଙ୍କୁ ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ…
Read More...

ଜେଲ ଗଲେ ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ

ଯାଜପୁର: ଜେଲ ଗଲେ ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଏସଡିଜେଏମଙ୍କ ପାଖରେ ହାଜର ପରେ ଜେଲ ଗଲେ ଭବ ପ୍ରସାଦ ଦାଶ । ଗିରଫ ପରେ ଏସଡିଜେଏମଙ୍କ ପାଖରେ ହାଜର କରିଥିଲା ପୋଲିସ । ପରେ ଭବଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ହେଲେ କୋର୍ଟରେ ବେଲ୍ ଆବେଦନ ପାଇଁ ମନା…
Read More...

ଜିଲ୍ଲା ଆଇନ ସେବା ପ୍ରାଧୂକରଣ ତରଫରୁ ସଚେତନତା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧୂକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧୂକରଣ ସଚିବ କୁମୁଦିନୀ ମୁଦୁଲି ଡ୍ରପ ଆଉଟ ଛାତ୍ରଛାତ୍ରୀମାନଙ୍କ ନାମଲେଖା ସହିତ…
Read More...