ଆଗକୁ ଆହୁରି ବୃଦ୍ଧି ହୋଇପାରେ ସୁନା ଦର

ଭୁବନେଶ୍ବର: ପୁଣି ଉପର ମୁହାଁ ସୁନା ଦର ।  ସୋମବାର ସୁନା ଦର ପରିବର୍ତ୍ତନ ହେବା ସହ ବୃଦ୍ଧି ପାଇଛି।  ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫,୫୧୦ ଟଙ୍କା ରହିଛି । ଗତକାଲି ଏହା ୯୫, ୧୩୦ ଟଙ୍କା ଥିଲା । ଏଥିରେ ୩୮୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦…
Read More...

ଅଦିନିଆ ବର୍ଷାରେ ଜଳମଗ୍ନ ହୋଇଯାଇଛି ପୁରା ସହର

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଉବୁଟୁବୁ। ଅଦିନିଆ ବର୍ଷାରେ ଜଳମଗ୍ନ ହୋଇଯାଇଛି ପୁରା ସହର । ରାସ୍ତାରେ ଚାଲୁଛି ଡଙ୍ଗା । ଘର ଭିତରେ ପାଣି ପଶିଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସବାବପତ୍ର ପାଣିରେ ଭାସୁଛି । ଅଣ୍ଟାଏ ଉଚ୍ଚର ପାଣିରେ…
Read More...

ନାରାୟଣ ପାଟଣାରେ କାଳବୈଶାଖୀର ତାଣ୍ଡବ

ନାରାୟଣପାଟଣା /  ଦିଲ୍ଲୀପ ଦାସ : କୋରାପୁଟ ଜିଲ୍ଲା ନାରାୟଣପାଟଣା ରେ ଦୈନିକ ଏବେ କାଳ ବୈଶାଖୀ ସମସ୍ୟା ସୃଷ୍ଟି କରୁଛି। ଫଳରେ ସବୁଦିନ କିଛି  ନା କିଛି ଦୁର୍ଘଟଣା ଦେଖା ଦେଇଛି। ଅପରାହ୍ନ ହେବା କ୍ଷଣି ପବନ ସହ ମାଡିଆସୁଛି  କାଳ ବୈଶାଖୀ। ବିଜୁଳି ଘଡ ଘଡି ଶବ୍ଦରେ କମ୍ପି ଉଠୁଛି ଅଞ୍ଚଳ।…
Read More...

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଯୋଡ଼ା ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଭାରତୀୟ ସେନାର ଶୋର୍ଯ୍ୟ ଓ ବୀରତ୍ୱର ସମ୍ମାନ ଉଦ୍ଦେଶ୍ୟରେ ଯୋଡ଼ାରେ ପରିକ୍ରମା ଶୋଭାଯାତ୍ରା । ଅପରେସନ ସିନ୍ଦୂରର ସଫଳତାକୁ ନେଇ ଯୋଡ଼ା ବିଜେପି ପକ୍ଷରୁ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର…
Read More...

ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ : ସ୍ୱତନ୍ତ୍ର SOP ପ୍ରସ୍ତୁତ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଓଡିଶାରୁ ବିଦା ହେବେ ବାଂଲାଦେଶୀ | ରଣନୀତି ପ୍ରସ୍ତୁତ କଲେ ରାଜ୍ୟସରକାର | ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା | ସ୍ୱତନ୍ତ୍ର SOP ପ୍ରସ୍ତୁତ କଲା କ୍ରାଇମବ୍ରାଞ୍ଚ STF | ସବୁ ଜିଲ୍ଲାପାଳଙ୍କୁ SOP ଅନୁଯାଇ ଆକ୍ସନ ପାଇଁ କୁହାଯାଇଛି | ମେରାଇନ ପୋଲିସ, ସ୍ଥାନୀୟ…
Read More...

ଆଫଗାନିସ୍ତାନରେ ୪.୨ତିବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ପୁଣି  ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଭାରତୀୟ ସମୟ ଅନୁଯାୟୀ  ସକାଳ ୮:୫୪ ମିନିଟରେ ହୋଇଥିବା କୁହାଯାଉଛି । ତେବେ ଏହାର ତିବ୍ରତା ରେକ୍ଟର ସ୍କେଲରେ ୪.୨ କେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି  NCS। ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେଇଥିଲା । ତେବେ…
Read More...

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁଟାନ ଗସ୍ତ

ଭୁବନେଶ୍ୱର: ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେବାକୁ ଭୁଟାନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ…
Read More...

ଆଗକୁ କମିବ ତାତି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ  । ତାତି ସାଙ୍ଗକୁ ଗୁଳୁଗୁଳି ରେ ନାକେଦମ ହେଲେଣି ରାଜ୍ୟ ବାସି । ତେବେ ଆଗକୁ କମିବ ତାତି । କିନ୍ତୁ କମିବନି ଗୁଳୁଗୁଳି । ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଆସିବ। ଏଥିପାଇଁ ଅଧିକ ଗୁଳୁଗୁଳି   ଅନୁଭୂତ ହେବ। ପାଣିପାଗ ବିଶେଷଜ୍ଞ…
Read More...

ତାଳଚେର ଦୁଷ୍କର୍ମ ଏବଂ ହତ୍ୟା ଘଟଣା : ନ୍ୟାୟ ଦାବିରେ ୧୨ଘଣ୍ଟା ବନ୍ଦ ଡାକରା

ତାଳଚେର: ବହୁ ଚର୍ଚ୍ଚିତ ତାଳଚେର ଦୁଷ୍କର୍ମ ଏବଂ ହତ୍ୟା ଘଟଣା , ନ୍ୟାୟ ଦାବିରେ ୧୨ଘଣ୍ଟା ବନ୍ଦ ଡାକରା । ସୁଭଦ୍ରା ପରିବାରକୁ ନ୍ୟାୟ ଓ ୧୦ଦଫା ଦାବି ସହିତ ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ଏହି ବନ୍ଦ ଡାକରା ହୋଇଥିବା କୁହାଯାଉଛି । ଜଣେ ଲୋକ ଅଟୋରେ ଅପହରଣ, ଦୁଷ୍କର୍ମ…
Read More...

ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା : ସମ୍ପନ୍ନ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ : ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେବ ତିନି ରଥର ଚକ ଅଖ ଡେରା ନୀତି । ସକାଳଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ବିଜେ କରିବେ । ଏହାପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ…
Read More...