ଦିନକ ପରେ ମାଟ୍ରୀକ ପରୀକ୍ଷା: ଆସନ୍ତାକାଲି ଡ୍ରାଏ ରନ କରାଯିବ

ଭୁବନେଶ୍ୱର : ଦିନକ ପରେ ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ପରୀକ୍ଷା ପୂର୍ବରୁ ଆସନ୍ତାକାଲି ଡ୍ରାଏ ରନ କରାଯିବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଦେଖିପାରିବ ବୋର୍ଡ । କେବଳ ସେଣ୍ଟ୍ରାଲ…
Read More...

ଆଜି ଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି: ୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ମ୍ୟାଚ

ନୂଆଦିଲ୍ଲୀ: ଆଜି ଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଆଜିଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଏହା ୯…
Read More...

୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡେପୁଟି କଲେକ୍ଟର ଶରତ ଗିରି ଙ୍କୁ ଧରିଲା ଭିଜିଲାନ୍ସ

କେନ୍ଦୁଝର : ସରକାରୀ ବାବୁଙ୍କୁ ଧରିଲା ଭିଜିଲାନ୍ସ। ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।  ଭୂଅର୍ଜନ ଉପବିଭାଗ ଡେପୁଟି କଲେକ୍ଟର ଶରତ ଗିରି ଧରାପଡିଛନ୍ତି । ସୂଚନା ଅନୁଯାୟୀ,   କେନ୍ଦୁଝର ଜିଲ୍ଲା ଭୂଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ୫୦ ହଜାର…
Read More...

ଆଜିଠୁ ବଦଳିବ ପାଗ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା  । ପଶ୍ଚିମା ଝଡ ପ୍ରଭାବରେ ସପ୍ତୋହ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମି ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର,…
Read More...

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା କରିପାରେ ବିଜେପି

ନୂଆଦିଲ୍ଲୀ: ହଟୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସସପେନ୍ସ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା କରିପାରେ ବିଜେପି । ସନ୍ଧ୍ୟାରେ ବିଜେପି ବିଧାୟକ ଦଳର ବୈଠକ ବସିବ । ଏଥିରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଆଲୋଚନା ହେବ ବୋଲି କୁହାଯାଉଛି । କୁହାଯାଉଛି କି ଆଜି ଅପରାହ୍ନ ୩:୩୦ରେ…
Read More...

ନିଯୁକ୍ତି ଅନିୟମିତତା ଅଭିଯୋଗରେ ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ରେ ସିବିଆଇ ରେଡ ।  ରିକ୍ୟୁରମେଣ୍ଟ ସ୍କାମ ନେଇ ରେଡ କରୁଛି ସିବିଆଇ ।  ସ୍କାମ କରିଥିବା ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କର ଙ୍କୁ ହେପାଜତ କୁ ନେଇ ରେଡ କରୁଛି ସିବିଆଇ ଟିମ । 775ଟି ପୋଷ୍ଟ ରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ପ୍ରମାଣ ପାଇଛି…
Read More...

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଗୃହ ୪ଟା ଯାଏଁ  ମୁଲତବି ହୋଇଛି ।  ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି । ଗୃହରେ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ଣ ୪ଟା ଯାଏଁ ମୁଲତବି ହୋଇଛି ।…
Read More...

କିଟ୍ ଛାତ୍ରୀ ମୃତ୍ୟୁ ମାମଲାରେ କାଉଁନସେଲିଂ ପାଇଁ ଟିମ ଗଠନ ହୋଇଛି : ସୁଯ୍ୟବଂଶୀ ସୁରଜ

ଭୁବନେଶ୍ୱର: କିଟରେ ଦୁର୍ଭାଗ୍ୟ ଜନକ ସ୍ଥିତ ଘଟିଛି | ସେ ଆମର ଅତିଥି ଛାତ୍ର ଛାତ୍ରୀ | ଏଭଳି ଏକ ଘଟଣା କିଟ ଭଳି ବେସରକାରୀ ବିଶ୍ୱ ବିଦ୍ୟାଳୟ ରେ ଘଟିଲା | ACS home ଙ୍କ ତତ୍ୱ ବଧାନ ରେ ନିରପେକ୍ଷ କମିଟି ଗଠନ | ଜଣେ ମହିଳା ମଧ୍ୟ ଏହି କମିଟି ରେ ରହିବେ | କେଉଁ କାରଣ ରୁ ସାଇନ ଡାଏ କରାଗଲା…
Read More...

ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ ଅତିରିକ୍ତ ଜିଲ୍ଲାପାଳ ଓ ସିଡିଓ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:-  ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ କର୍ମ ନିୟୋଜନ ବିଭାଗ ଓ ଜେକେ ଟ୍ରଷ୍ଟ ବମ୍ବେର ସହାଭାଗିତାରେ ବିଷମ କଟକ ବ୍ଲକ୍ ହଟମୁନିଗୁଡ଼ା ରାମକୃଷ୍ଣ ମିଶନ ପରିସରରେ ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରଙ୍କୁ ଅତିରିକ୍ତ ରୟାଗଡ଼ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ…
Read More...

୨୦ତାରିଖ ସକାଳ ୧୧ଟାରେ ଅନୁଷ୍ଠିତ ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ

ନୂଆଦିଲ୍ଳୀ: ଶପଥ ନେବେ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ । ଏହାରି ଭିତରେ ବଦଳିଛି ଶପଥ ଗ୍ରହଣ ଉତ୍ସବର ସମୟ । ଏବେ ଶପଥ ଗ୍ରହଣ ଉତ୍ସବ ଆସନ୍ତା ଫେବୃଆରୀ ୨୦ତାରିଖ ସକାଳ ୧୧ଟାରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କାରାଯାଇଛି । ତେବେ ପୂର୍ବରୁ ଅପରାହ୍ନ ୪:୩୦ ସମୟ ସ୍ଥିର କରାଯାଇଥିବା ବେଳେ ଏବେ…
Read More...