ଜୁନ ୨୦୨୪ ରୁ ୨୦୨୫ ଆଜି ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୭୧୭ ଜଣ
ଭୁବନେଶ୍ୱର: ୨୦୨୪ ଜୁନରୁ ଆଜି ପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣାର ଆସିଲା ତାଲିକା । ଏନେଇ ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ପରିବହନ ମନ୍ତ୍ରୀ । ଜୁନ ୨୦୨୪ ରୁ ୨୦୨୫ ଆଜି ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୭୧୭ ଜଣ । ସେହିପରି ୨୦୨୪ ଜୁନରୁ ଆଜି…
Read More...
Read More...