ଉତ୍ତରାଖଣ୍ଡର ଉତ୍ତରକାଶୀରେ ବଡ଼ ଧରଣର ଭୂସ୍ଖଳନ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ବଡ଼ ଧରଣର ଭୂସ୍ଖଳନ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ମେଘ ଫାଟିବା ପରେ ଧରାଳିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏହି ଘଟଣା ପରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମେଘ ଫାଟିବା ଘଟଣା…
Read More...

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରଲୋକ, 3 ମାସ ଧରି RML ହସ୍ପିଟାଲରେ ଭର୍ତ୍ତି ଥିଲେ

ଆଉ ନାହାନ୍ତି ଜମ୍ମୁ କାଶ୍ମୀରର ପର୍ବତନ ରାଜ୍ୟପାଳ । ୭୯ ବର୍ଷ ବୟସରେ ପର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମଲ୍ଲିକଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ତାଙ୍କ ସରକାରୀ ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଛି। ତାଙ୍କ…
Read More...

ଏନଡିଏ ସଂସଦୀୟ ଦଳ ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଏନଡିଏ ସଂସଦୀୟ ଦଳ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ ଏବଂ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି ଏନଡିଏ ବୈଠକ ସଂସଦ ଭବନରେ ଅନୁଷ୍ଠିତ ହୋଇଥିଲା।…
Read More...

CBIରୁ କ୍ଲିନ୍ ଚିଟ୍ ପାଇବା ପରେ ବିଜେପିକୁ ଟାର୍ଗେଟ କଲା AAP

ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ସିବିଆଇ ମାମଲାରେ କ୍ଲିନ୍ ଚିଟ୍ ମିଳିଛି। ଦୁର୍ନୀତି ମାମଲାରେ କୌଣସି ପ୍ରମାଣ ନମିଳିବାରୁ ସିବିଆଇ ମାମଲାକୁ ବନ୍ଦ କରିଦେଇଛି। ଏହି ଖବର ଆସିବା ମାତ୍ରେ ଆମ ଆଦମୀ ପାର୍ଟି ବିଜେପି ଉପରେ ଆକ୍ରମଣ…
Read More...

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ  ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ପାରଳାଖେମୁଣ୍ଡି ପୌର ପରିଷଦ ସମେତ କେରାଣ୍ଡି, କତଳକଇଠା,ରାଣୀପେଣ୍ଠ ଓ…
Read More...

ଆଇପିଏଲକୁ ନେଇ ବଡ଼ ଖୁଲାସା କଲେ ଧୋନି

ଆଇପିଏଲକୁ ନେଇ ମୁହଁ ଖୋଲିଛନ୍ତି ଧୋନି । ୨୦୨୫ ଆଇପିଏଲରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ବହୁତ ଖରାପ ପ୍ରଦର୍ଶନ କରିଥିଲା ଏବଂ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିଲା। ଏହା ପରେ, IPL ରୁ ଧୋନିଙ୍କ ଅବସର ବିଷୟରେ…
Read More...

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳ ପ୍ରାୟ ୧୦ .୧୫ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପରେ ପହଞ୍ଚି ସିଧା ସର୍କିଟ ହାଉସ ଯାଇଥିଲେ । ସେଠାରୁ ଆସି୧୦.୪୫ ମିନିଟ…
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ମୋଟ ୧୫୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।  ପାରଳାଖେମୁଣ୍ଡି ସହରର ବିଭିନ୍ନ ସରକାରୀ ତଥା ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ପରିଦର୍ଶନ…
Read More...

ବିଜ୍ଞାନ ମେଳାରେ ବିଭିନ୍ନ ପ୍ରକଳ୍ପ ମାନ ପ୍ରଦର୍ଶିତ କଲେ ଛାତ୍ରଛାତ୍ରୀ

ପାରାଦୀପ; ଆଜିର ଶିଶୁ, କାଲିର ଭବିଷ୍ୟତ,ପିଲାଟିକୁ ଯଦି ଛୋଟବେଳରୁ ଦେଶ, ବିଦେଶ ସହିତ ଆମର ଚାଲିଚଳଣି, ଐତିହ୍ୟ, ସଂସ୍କୃତି ସହିତ ବିଜ୍ଞାନ କ୍ଷେତ୍ରରେ ଶିକ୍ଷାଦାନ କରାଯାଏ, ତେବେ ପିଲାଟି ବଡ଼ ହେଲେ ବାପା, ମା ଙ୍କ ସହିତ ନିଜ ବିଦ୍ୟାଳୟ ଏବଂ ମାଟିର ଟେକ ରଖେ । ଶିକ୍ଷା ବିକାଶ ପରିଷଦ ଓ…
Read More...

ଯାଜପୁର ଜିଲ୍ଲାରେ ପୁଣି ସିରିଜ ଚୋରି

ଯାଜପୁର ଜିଲ୍ଲାରେ ପୁଣି ସିରିଜ ଚୋରି । କିଛି ଦିନ ର ବ୍ୟବଧାନ ପରେ ପୁଣି ଥରେ ସମାନ ଢଙ୍ଗରେ ହୋଇଛି ଚୋରି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଥାନା ଅଞ୍ଚଳ ସାସନ୍ଦ ଗାଁରେ ।  ଉକ୍ତ ଗାଁରେ ଗତ କାଲି ରାତି ଅଧରେ ଶାନ୍ତନୁ ସ୍ୱାଇଁ, ମନ୍ମଥ ଲେଙ୍କା ଓ ଜିତୁ ସହୁ ଙ୍କ ଘରୁ…
Read More...