କଲାହାଣ୍ଡିର କୃଷି ଓ କୃଷକ ଖୋଲା ଆଲୋଚନା

କଳାହାଣ୍ଡି ଜିଲ୍ଲା ତଥା ଭବାନିପାଟଣା ସ୍ଥିତ ଏସ ଏନ ରେସିଡେନ୍ସି ସଭାଗୃହ ରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ କମ୍ଭୁପାଣି ମିଶ୍ର ଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ର କୃଷି ଓ କୃଷକ ଖୋଲା ଆଲୋଚନା  ଅନୁଷ୍ଠିତ ହୋଇଯାଇଛି। ପ୍ଥଥମେ ଦୀପ…
Read More...

ଭୋଟ ଚୋରି ଅଭିଯୋଗରେ 300 ସାଂସଦଙ୍କ ଜୋରଦାର ପ୍ରତିବାଦ

ଭୋଟ ଚୋରି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଂସଦରୁ ନିର୍ବାଚନ କମିଶନଙ୍କ ନିକଟକୁ ଏକ ପଦଯାତ୍ରାରେ ବାହାରିଥିଲେ। କିନ୍ତୁ ଦିଲ୍ଲୀ ପୋଲିସ ସଂସଦରୁ ନିର୍ବାଚନ କମିଶନଙ୍କ ନିକଟକୁ ଯାଉଥିବା ଇଣ୍ଡି ମେଣ୍ଟ ନେତାମାନଙ୍କୁ ମଝି ରାସ୍ତାରେ ଅଟକାଇ ଦେଇଥିଲା। ପଦଯାତ୍ରା ବନ୍ଦ ହେବା ପରେ, ଏସପି ମୁଖ୍ୟ…
Read More...

ଉଦଳା ମହାବିଦ୍ୟାଳୟରେ 60 ତମ ପ୍ରତିଷ୍ଠା ଦିବସ ପାଳିତ

ମୟୂରଭଞ୍ଜ ଜିଲ୍ଲା ଉଦଳା ମହାବିଦ୍ୟାଳୟରେ ୬୦ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ ଓ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଯୋଗ ଦେଇ ଶିକ୍ଷା ସମାଜରେ ସଂସ୍କାର ଆଣିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ…
Read More...

ଆମେରିକା ଉପରେ ୫୦% ଶୁଳ୍କ ବୃଦ୍ଧି କରିବା ଉଚିତ; ଥରୁର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିବା ପରଠାରୁ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। କଂଗ୍ରେସ ସାଂସଦ ଶଶି ଥରୁର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ କାରଣ…
Read More...

ବିଦ୍ୟାଳୟର ସମସ୍ତ ସମସ୍ୟା ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପ ରାଜ ସାହୁ  ଗତ କାଲି  ଅଚାନକ ସୁବର୍ଣ୍ଣପୁର ଜିଲ୍ଲା ପାଠାଗାର ଗସ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କ ମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ପଚାରି  ବୁଝିଥିଲେ। ଜିଲ୍ଲା ପାଠାଗାର ପରିଚାଳନା ଉପଲବ୍ଧ ଅପଡେଟ ପୁସ୍ତକ, ପାଠାଗାରର କର୍ମଚାରୀ…
Read More...

ନିର୍ମଳା ଇଂରାଜୀ ବିଦ୍ୟାଳୟରେ କୃତିତ୍ବ ଛାତ୍ର ଛାତ୍ରୀମାନଙ୍କୁ ସମ୍ବୋଧନା

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଥିବା ନିର୍ମଳା ଇଂରାଜୀ ବିଦ୍ୟାଳୟରେ ବୁଧବାର ଦିନ ପାଠପଢା ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ମାନିତ ଓ ସଂବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶିଷ୍ଟର ବେରନାଡେଟଙ୍କ ସହ…
Read More...

ଏହା କେବଳ ଆରମ୍ଭ, ଆମକୁ ଆହୁରି ଆଗକୁ ଯିବାକୁ ପଡିବ ; ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ଗୃହମନ୍ତ୍ରୀ ଭାବରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି। ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହା ତାଙ୍କ ପାଇଁ କେବଳ 'ଆରମ୍ଭ', ଆହୁରି ବହୁତ କିଛି କରିବାକୁ ବାକି ଅଛି।…
Read More...

କିଏ ହେବ ଉପରାଷ୍ଟ୍ରପତି, ରାଜନୈତିକ କରିଡରରେ ଚର୍ଚ୍ଚା

ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ, ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନେଇ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ 9 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ତଥାପି, ଏପର୍ଯ୍ୟନ୍ତ କୌଣସି ମେଣ୍ଟ ଏଥିପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।…
Read More...

ମହୁଆ-ପିନାକୀଙ୍କ ରିସେପ୍ସନ ପାର୍ଟିରେ ଯୋଗ ଦେଲେ ବିଭିନ୍ନ ଦଳର ନେତା

ଟିଏମସି ଲୋକସଭା ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ସାଂସଦ ପିନାକୀ ମିଶ୍ର ସେମାନଙ୍କ ବିବାହର କିଛି ମାସ ପରେ ମଙ୍ଗଳବାର ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ରଙ୍କ ସ୍ୱାଗତ ଉତ୍ସବରେ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଯୋଗ…
Read More...

ମୁଁ 40 ବର୍ଷରୁ ଅଧିକ ସମୟ ଧରି ବିରୋଧୀ ଦଳରେ ଅଛି… ମୋ ଠାରୁ ଟିଉସନ ନିଅ, ଜେପି ନଡ୍ଡା ରାଜ୍ୟସଭାରେ ଏମିତି…

ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ଦିନ ସଂସଦର ଉଚ୍ଚ ସଦନରେ ବିଜେପି ସାଂସଦ ଜେପି ନଡ୍ଡା ବିରୋଧୀ ଦଳକୁ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ସମାଲୋଚନା କରିଥିଲେ। ଜେପି ନଡ୍ଡା କହିଥିଲେ ଯେ ବିରୋଧୀ ଦଳ ଯେଉଁ ହଙ୍ଗାମା…
Read More...