କେନ୍ଦ୍ର୧୧ ବର୍ଷ ରାଜ୍ୟର ୧ ବର୍ଷର ହିସାବ ଦେବ ବିଜେପି…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ସରକାର 11 ବର୍ଷ ଓ ରାଜ୍ୟ ସରକାରଙ୍କୁ 1 ବର୍ଷ ପୂର୍ତ୍ତି ପାଳନକୁ ନେଇ ବୈଠକ । କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷର ହିସାବ ଦେବ ବିଜେପି । ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ…
Read More...

କଳିଙ୍ଗ ଷ୍ଟୁଡିଓକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକଶିତ କରାଯିବ

ଭୁବନେଶ୍ଵର-: ବିକଶିତ ହେବ କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଛନ୍ତି । କଳିଙ୍ଗ ଷ୍ଟୁଡିଓକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକଶିତ କରାଯିବ। ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ…
Read More...

ଦେଶରେ କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବଢ଼ୁଛନ୍ତି କରୋନା…

ଭୁବନେଶ୍ଵର-: ଦେଶରେ କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବଢ଼ୁଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷକରି ଭୁବନେଶ୍ଵର, କଟକକୁ କରୋନା ଭୟ ଘାରିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ  ରାଜ୍ୟରେ…
Read More...

ଅଟୋ ଭଡ଼ାପାଇଁ ଡ୍ରାଇଭରଙ୍କ ହାତ ହାଣିଦେଲେ ଦୁଇ ଦୁର୍ବୃତ୍ତ

ଅନୁଗୁଳ-: ଅଟୋ ଭଡ଼ାକୁ ନେଇ ତୁମୁଳକାଣ୍ଡ  । ଅଟୋ ଡ୍ରାଇଭରଙ୍କ ହାତ ହାଣିଦେଲେ ଦୁଇ ଦୁର୍ବୃତ୍ତ ।  ଅନୁଗୁଳ ନୂଆ ବସ୍ ଷ୍ଟାଣ୍ଡରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଯୁବକ କାଳିଆ ଗୋଛାୟତଙ୍କ ହାତ ହାଣି ଦେଇଛନ୍ତି ଦୁର୍ବୃତ୍ତ । ସୂଚନ ଅନୁସାରେ, ଆଜି ୩ ଜଣ ପାସେଞ୍ଜର ବଅଁରପାଳ ଯିବା…
Read More...

ଶରଣାର୍ଥୀ ସ୍ୱାସ୍ଥ୍ୟ ଶିବିର ଉପରେ ଆକ୍ରମଣ କଲା ଇସ୍ରାଏଲ

ଗାଜା-: ଗାଜା ଉପରେ ପୁଣି ଇସ୍ରାଏଲର ଆକ୍ରମଣ । ଶରଣାର୍ଥୀ ସ୍ୱାସ୍ଥ୍ୟ ଶିବିର ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଆକ୍ରମଣରେ ୨୬ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (ଜିଏଚଏଫ) ଦ୍ୱାରା ପରିଚାଳିତ ଏକ ସହାୟତା ବଣ୍ଟନ…
Read More...

ସୁନ୍ଦରଗଡ଼ ଜିଲ୍ଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ…

ରାଉରକେଲା-: ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ସମୟରେ ଏହାକୁ ଜବତ…
Read More...

ଓମଫେଡ କ୍ଷୀର ୨ ଟଙ୍କା ମୁଲ୍ୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର…

ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଓମଫେଡ କ୍ଷୀର ୨ ଟଙ୍କା ମୁଲ୍ୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲିଟର ପିଛା ଏହାର ମୁଖ୍ୟ ୫୨ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୫୪ ଟଙ୍କାଙ୍କୁ ବୃଦ୍ଧି ପାଇଛି । ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ସରକାର । ଗ୍ରାହକ ମାନଙ୍କ…
Read More...

ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥତି ଅସମ୍ଭାଳ ହୋଇପଡିଛି

ନୂଆଦିଲ୍ଲୀ-: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କିଛି ଦିନ ଧରି ଲଗାତାର ବର୍ଷା ହେଉଛି । ଯାହା ଫଳରେ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ…
Read More...

୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ

ହାଇଦ୍ରାବାଦ-: ୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ । ହାଇଦ୍ରାବାଦର ହିଟେକ୍ସ କନଭେନସନ ସେଣ୍ଟରରେ ଆୟୋଜିତ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ସୁଚାତା ମିସ୍‌ ଓ୍ବାର୍ଲ୍ଡ ୨୦୨୫ ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି । ‘ମିସ୍ ୱାର୍ଲ୍ଡ…
Read More...

ଭାରତରେ କୋରୋନା ମାମଲା ସଂଖ୍ୟା ୩,୩୯୫ ଛୁଇଁଛି

ନୂଆଦିଲ୍ଲୀ-: ଦେଶରେ କୋରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କୋରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ପହଞ୍ଚିଛି । ଭାରତରେ ଏଯାଏଁ କୋରୋନା ମାମଲା ସଂଖ୍ୟା ୩,୩୯୫ ଛୁଇଁଛି । କେରଳରେ ସର୍ବାଧିକ ୧୩୩୬ଟି ଆକ୍ଟିଭ ମାମଲା ରହିଛି । ଦେଶରେ ପୁଣି ଚିନ୍ତା…
Read More...