ଇସଲାମିକ ହୋଇ ବି ପାକିସ୍ତାନର କଥା ରଖିଲାନି ମଲେସିଆ…

ମାଲେସିଆରେ ଭାରତୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳର କାର୍ୟ୍ୟକ୍ରମ ବାତିଲ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ କୁଆଲାଲମ୍ପୁର ସରକାର ପାକିସ୍ତାନର କଥା ଶୁଣିନଥିଲେ । ଇସଲାମିକ୍ ଏକତାକୁ ଉଦ୍ଧୃତ କରି ଅର୍ଥାତ ଆମେ ଇସଲାମିକ ଆଉ ତୁମେ ମଧ୍ୟ ଇସଲାମିକ ଦର୍ଶାଇ ପାକିସ୍ତାନ ମାଲେସିଆ…
Read More...

ବ୍ରହ୍ମୋସ ୨ରେ ବ୍ୟସ୍ତ ଭରତ, ଏଥର ପାକିସ୍ତାନର ହେବ ଅଧିକ କ୍ଷତି…

ସିନ୍ଦୂର ଅପରେସନ୍ ସମୟରେ ପାକିସ୍ତାନର ବାୟୁସୀମାକୁ ଧ୍ୱଂସ କରିଥିବା ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱର ସବୁଠାରୁ ଘାତକ ସୁପରସୋନିକ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ। ଭାରତ ଏବେ ଏହାର ପରବର୍ତ୍ତୀ ପିଢ଼ିର ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍-II ର ବିକାଶକୁ ତ୍ୱରାନ୍ୱିତ…
Read More...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ

ସମ୍ବଲପୁର-: ରକ୍ଷାକର୍ତ୍ତା ସାଜିଲା ନର ପିଶାଚ । ଯୌନ ଲାଳସାରେ ଭୁଲିଲା ହିତାହିତ ଜ୍ଞାନ । ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ହୋଇଛି ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ ।…
Read More...

ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ତେଜସ ଏକ୍ସପ୍ରେସ ଇଞ୍ଜିନରେ ଲାଗିଛି ନିଆଁ

ବାଲେଶ୍ୱର-: ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସରେ ଲାଗିଛି ନିଆଁ । ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ତେଜସ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ଟ୍ରେନ ଡ୍ରାଇଭର…
Read More...

ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜି ବିସ୍ଫୋରକ ଜବତ

ରାଉରକେଲା-: ପୁଣି ମିଳିଲା ବିସ୍ଫୋରକ । ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜି ବିସ୍ଫୋରକ ଜବତ । କୁମ୍ବିଂ ଅପରେସନ ବେଳେ ବିସ୍ଫୋରକ ଉଦ୍ଧାର କଲା ସୁରକ୍ଷା ବାହିନୀ । ଗତ ୨୭ ତାରିଖରେ ୪ ଟନରୁ ଅଧିକ ବିସ୍ଫୋରକ ଲୁଟ୍ ହୋଇଥିଲା । କେ.ବଲାଙ୍ଗ ବାଙ୍କୋ ଖଣିକୁ ଟ୍ରକରେ ୪ ଟନରୁ ଅଧିକ ବିସ୍ଫୋରକ…
Read More...

ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି ୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ-: ୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । ୨୦୨୩ ମେରେ ପ୍ରତ୍ୟାହାର ଘୋଷଣା ପରଠୁ ଫେରିଥିବା ଆରବିଆଇର ସୂଚନା । ପ୍ରତ୍ୟାହାର ସତ୍ତ୍ୱେ ୨ ହଜାର ଟଙ୍କିଆ ନୋଟ  ବୈଧ ଟେଣ୍ଡର ଭାବରେ ରହିଛି ।  ଆରବିଆଇ ଇସ୍ୟୁ ଅଫିସ ଓ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ…
Read More...

କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଭର୍ତ୍ସନା…

ନୂଆଦିଲ୍ଲୀ-: ଭାଷା ବିବାଦରେ ଫସି ରହିଥିବା କମଲ ହାସନ କର୍ଣ୍ଣାଟକରେ ଫିଲ୍ମର ମୁକ୍ତିଲାଭ ପାଇଁ ସୁରକ୍ଷା ଦାବି କରି ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଶୁଣାଣି ସମୟରେ ହାଇକୋର୍ଟ ମତ ଦେଇଥିଲେ ଯେ, ଜଣେ ଜନସାଧାରଣ ବ୍ୟକ୍ତିତ୍ୱ ହୋଇଥିବାରୁ, କମଲ ହାସନ ଏପରି ବୟାନ ଦେବାରୁ ନିବୃତ୍ତ ରହିବା…
Read More...

ପାକିସ୍ତାନରେ ନିହତ ହୋଇଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାର

ପାକିସ୍ତାନ-: ପାକିସ୍ତାନରେ ନିହତ ହୋଇଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାରର । ସନ୍ଦିଗ୍ଧ ଅବସ୍ଥାରେ ଅଜିଜର ମୃତଦେହ ତା’ର ଜଣେ ସହଯୋଗୀ ଦ୍ଵାରା ଠାବ ହୋଇଛି । ଅଜିଜକୁ ଗୁଳି କରି ହତ୍ୟା କରାଯାଇଥିବା କୁହାଯାଉଛି । କିନ୍ତୁ ଜୈଶ ସଂଗଠନ…
Read More...

ଆମେରିକା ନିୟନ୍ତ୍ରଣରେ ନୁର ଖାନ ଏୟାରବେସ, ପାକ୍ ବିଶ୍ଳେଷକଙ୍କ ଆଶ୍ଚର୍ଯ୍ୟଜନକ ଦାବି…

ଆମେରିକା ଅକ୍ତିଆରରେ ପାକିସ୍ତାନ ନୁର ଖାନ ଏୟାରବେସ । ଏପରି ଦାବି କରିଛନ୍ତି ଆମେରିକାର ଜଣାଶୁଣା ବିଶ୍ଳେଷକ ଇମତିଆଜ ଗୁଲ । ଯାହାର ଭିଡିଓ ମୋବଇଲରୁ ମୋବଇଲ ଘୁରି ବୁଲୁଛି । ସେ ଆହୁରି କାହିଛନ୍ତି ଯେ ଏହି ଏୟାରବେସ ଏବେ ସମ୍ପୂର୍ଣ୍ଣ ଭାବରେ ଆମେରିକା ନିୟନ୍ତ୍ରଣରେ। ପାକିସ୍ତାନ ସେନା…
Read More...

ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା

ଢେଙ୍କାନାଳ -: ଢେଙ୍କାନାଳ କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା । ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଉଦାସାହି ଗାଁର ସଞ୍ଜୟ ଚାତାର ଶ୍ବଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲେ ।…
Read More...