ମାଲକାନଗିରି ଜିଲ୍ଲା କାଲିମେଳାର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି

ମାଲକାନଗିରି-: ଲଗାଣ ବର୍ଷାରେ ବୁଡ଼ିଲା ପୋଲ । କାଲିମେଳା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି । କାଲିମେଳାରୁ ପଡିଆ ଅଞ୍ଚଳକୁ ଯାତାୟାତ ଠପ ହୋଇଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳାର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ…
Read More...

ଅଶ୍ଳୀଳ କଣ୍ଟେଣ୍ଟ ପରିବେଷଣ କରୁଥିବା ୨୫ଟି ଆପକୁ ବ୍ୟାନ୍ କଲେ ସରକାର…

ଭାରତ ସରକାର ମନୋରଞ୍ଜନ ନାମରେ ଅଶ୍ଲୀଳ କଣ୍ଟେଣ୍ଟ ପରିବେଷଣ କରୁଥିବା OTT ଆପ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋଟ 25ଟି OTT ପ୍ଲାଟଫର୍ମ ଏବଂ ସେମାନଙ୍କର ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ Ullu App, Alt ଅନ୍ତର୍ଭୁକ୍ତ। Desi Flix ଏବଂ Big…
Read More...

ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଲୋକସେବା ଭବନ କନଭେନସନ ହଲ୍‌ରେ ଶୁଭାରମ୍ଭ ହେଲେ ‘ଓଡ଼ିଶା ଟେକ୍ସ ୨୦୨୫’। ଏହି ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ…
Read More...

ସରକାରୀ ସ୍କୁଲ ଛାତ ଭୁଷୁଡି ୭ ପିଲାଙ୍କ ମୃତୁ୍ୟ, ଅନେକ ଗୁରୁତର…

ଆଜି ସକାଳେ ରାଜସ୍ଥାନର ଝାଲାୱାର ଜିଲ୍ଲା ମନୋହରଥାନା ବ୍ଲକର ପିପଲୋଡି ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିଥିଲା ଏବଂ ପରେ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୭ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଏବଂ ଅନେକ ପିଲା ଭଗ୍ନାବଶେଷ ତଳେ ଫସି ରହିଥିବା…
Read More...

ପ୍ରାକୃତିକ ଶକ୍ତିର ସୁପରିଚାଳନା ବିଷୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ

କଳାହାଣ୍ଡି:- ତାପଜ ଶକ୍ତି ଭଳି ବିଭିନ୍ନ ପ୍ରାକୃତିକ ଶକ୍ତିର ସୁପରିଚାଳନା ବିଷୟରେ ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତି କରିଛନ୍ତି ବିଭିନ୍ନ ରକମର ପ୍ରକଳ୍ପ । ଦିନକୁ ଦିନ ପରିବେଶ ବିଗିଡ଼ିବା ରେ ଲାଗିଛି ଏହାର ମୁଖ୍ୟ କାରଣ ହେଉଛି ଶକ୍ତିର ଦୁର୍ବ୍ୟବହାର । ଏହାର ସଚେତନ ନିମନ୍ତେ କଳାହାଣ୍ଡି…
Read More...

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

ଭଦ୍ରକ:- ସାରା ଓଡିଶାରେ ମହିଳା ନିର୍ଯାତନା ତାତି । ଆତ୍ମହତ୍ୟା ଦୁଷ୍କର୍ମ ଭଳି କିଛି ଘଟଣା ନେଇ ତିନି ରାଜନୀତିକ ଦଳ ଭିତରେ ଚାଲିଛି କାଦୁଅ ପିଙ୍ଗା ଫିଙ୍ଗି । ବାଲେଶ୍ୱରର ସୌମଶ୍ରୀ ଆତ୍ମହତ୍ୟା ପରେ ସରକାରଙ୍କୁ ଅଧିକ ବିରୋଧ କରିଥିଲା ବିରୋଧୀ କଂଗ୍ରେସ । ସେହି ଦଳରେ ଟାଣୁଆ ନେତା ଭାବେ…
Read More...

ଭିଜିଲାନ୍ସ ଜାଲରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ

ଭିଜିଲାନ୍ସ ଜାଲରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ । ଆୟ ବହିର୍ଭୁତ୍ତ ସମ୍ପତ୍ତି ଅଭିଯୋଗରେ ବାବୁହ୍କ ଘରେ ଚଢାଉ । ବାବୁଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା , ଯେତେ ଖୋଜିଲେ ସେତେ ବାହାରୁଛି ଟଙ୍କା । ଏଥିସହିତ ଅଧ କେଜିର ସୁନା, କେଜିଏରୁ ଅଧିକ ରୁପା ଡେପୁଟି…
Read More...

ସୁନା ବ୍ୟବସାୟୀ କହି ୫ କୋଟି ୬୦ ଲକ୍ଷ ଟଙ୍କାର ଚୁନ ମାରିଲା ଅଭିଯୁକ୍ତ…

୫ କୋଟି ୬୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳର ରମେଶ ଚନ୍ଦ୍ର ମାଝୀ । ମେସର୍ସ ଷ୍ଟେରୱେ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମେସର୍ସ ଷ୍ଟେରୱେ ଡେଭଲପର୍ସ…
Read More...

ଆଦିବାସୀଙ୍କ ସାମୂହିକ କଲ୍ୟାଣ ପାଇଁ ବିଭିନ୍ନ ପ୍ରସ୍ତାବ ରଖିଲେ ଓଡିଶା ଆଦିବାସୀ ମହାସଂଘ

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ…
Read More...

ସିବିଆଇ ଦ୍ୱାରା ପଞ୍ଜିକୃତ ଦୁଇଟି ଏଫଆଇଆର ପରେ ଇଡି କରିଛି ଚଢାଉ…

ଆଜି ସକାଳୁ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଘର ଉପରେ ଇଡି ଚଢାଉ କରିଛି। କେନ୍ଦ୍ରୀୟ ଏଜେନ୍ସି ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ 50ଟି କମ୍ପାନୀ ଏବଂ 35ରୁ ଅଧିକ ସ୍ଥାନରେ ଚଢାଉ କରିଛି। ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଂ ମାମଲାର ତଦନ୍ତ ସହିତ ଜଡିତ ଏହି…
Read More...