ସଂଯୁକ୍ତ ଆରବରେ ଖେଳାଯିବ ଏସିଆ କପର ୨୦୨୫ ସଂସ୍କରଣ

ଏସୀୟ କ୍ରିକେଟ ପରିଷଦ (ACC) ସଭାପତି ମୋହସିନ ନକଭି ଘୋଷଣା କରିଛନ୍ତି ଯେ ଏସିଆ କପର ୨୦୨୫ ସଂସ୍କରଣ ଏକ ହାଇବ୍ରିଡ୍ ମଡେଲରେ ଖେଳାଯିବ ଏବଂ ଏହା ସେପ୍ଟେମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ଚାଲିବ, ସଂଯୁକ୍ତ ଆରବ ଏମିରେଟ୍ସ ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସ୍ଥିର ହୋଇଛି । ଭାରତ ଏବଂ…
Read More...

୬ ଜଣିଆ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ ଗିରଫ

କଟକ କମିଶନରେଟ ପୋଲିସ କୁ ମିଳିଛି ବଡ଼ ସଫଳତା।କଟକ ମାଲଗୋଦାମ ଥାନା ପୋଲିସ ପଞ୍ଜାରେ  ୬ ଜଣିଆ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ। ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୫ ଟି ପିସ୍ତଲ ୧୩ ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏହି ଘଟଣାର ପୋଲିସ ଅଧିକ ଖୋଳତାଡ କରୁଛି।…
Read More...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ସମ୍ପର୍କ ରଖୁଥିଲେ ବିଜେଡି କର୍ପୋରେଟର…

ପୁଣି ରାଜଧାନୀରେ ଭୁବନେଶ୍ୱରରେ ନାରୀ ନିର୍ଯ୍ୟାତନା ଘଟଣା । ଏଥର ଅଧ୍ୟାପକ ନୁହେଁ ବରଂ ଜଣେ ନେତାଙ୍କ ନାଁରେ ଆସିଛି ନିର୍ଯାତନାର ସଂଙ୍ଗୀନ ଅଭିଯୋଗ । ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଭୁବନେଶ୍ୱର ବିଜେଡି କର୍ପୋରେଟର ଅମରେଶ ଜେନା । ଏକଥା ଆମେ ନହେଁ ଖୋଦ ପୀଡିତା ଜଣକ…
Read More...

ଏଣିକି ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ

କଟକ:- ବିଏଡ୍ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ। ବିଏଡ୍ ପ୍ରାର୍ଥୀଙ୍କୁ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ।…
Read More...

ନାବାଳିକା ସହ କୁକର୍ମ କରି ଦୁଇ ଭାଇ ଗିରଫ

କୁଜଙ୍ଗ:- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାକୁ ୭ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବାଣଶରା ଗ୍ରାମର ଭଗ୍ୟଧର ଦାଶ ଓ ପଞ୍ଚାନନ ଦାଶ । ଉଭୟଙ୍କୁ…
Read More...

ଗଛରେ ପିଟି ହୋଇ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ…

ହିଞ୍ଜିଳି (ରଜନୀକାନ୍ତ ପାତ୍ର )ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କଞ୍ଚୁରୁ - ଦୁର୍ବନ୍ଧ ମଧ୍ୟବର୍ତ୍ତୀ ରାସ୍ତାରେ ବାଇକ୍ ଦୂର୍ଘଟଣାରେ ବାଇକ୍ ଆରୋହୀ ମୃତ। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ କେଉଟ ସାହିର ଶଙ୍କର ବେହେରା (୩୪) ସୂଚନା ମୁତାବକ ଗତ କାଲି…
Read More...

ଗୁଜୁରାଟର ଅହମ୍ମଦାବାଦରେ ଜଣେ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ପ୍ରାଣ ହାରିଛନ୍ତି…

ଗୁଜୁରାଟର ଅହମ୍ମଦାବାଦରେ ଜଣେ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ପ୍ରାଣ ହାରିଛନ୍ତି । ନଭରଙ୍ଗପୁରା ସ୍ଥିତ ଏକ ସ୍କୁଲର ଚତୁର୍ଥ ମହଲାରୁ ଜଣେ ୧୬ ବର୍ଷୀୟା ଛାତ୍ରୀ ଡେଇଁ ପଡ଼ିଥିଲେ। ଗୁରୁତର ଆହତ ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।…
Read More...

ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି:- ନର୍ଲା ବ୍ଲକରେ ବିଭିନ୍ନ କ୍ଲଷ୍ଟରରେ କାର୍ଯ୍ୟରତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଶିକ୍ଷା ବିଭାଗ ଦ୍ଵାରା ବଦଳି କରାଯାଇଥିବା ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା…
Read More...

ଫାଇଲ କାମ ପାଇଁ ୩୦୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର: ଲାଞ୍ଚ ନେଇ ପୁଣି ଧରା ପଡିଲେ ସରକାରୀ ବାବୁ । ଜୁନିଅର ରାଜସ୍ୱ ସହାୟକ (JRA) ସୌରଭ ତ୍ରିପାଠୀ, ସ୍ୱତନ୍ତ୍ର ପ୍ରମାଣପତ୍ର ବିଭାଗ, ଭୁବନେଶ୍ୱରର ସବ-କଲେକ୍ଟର କାର୍ଯ୍ୟାଳୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଦୀର୍ଘ ଦିନ ଧରି ବିଚାରାଧୀନ ଏକ ପ୍ରମାଣପତ୍ର ମାମଲାରେ ଫାଇଲ କାମ…
Read More...

ଏଣିକି ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ବାଧ୍ୟତାମୂଳକ

ଭୁବନେଶ୍ୱର:- ଆଉଟସୋର୍ସିଂ ନିଯୁକ୍ତି ନେଇ ସମସ୍ତ ବିଭାଗକୁ  ଅର୍ଥ ସଚିବଙ୍କ ଚିଠି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିନା ଅନୁମତିରେ ନିଯୁକ୍ତି ଦେଇପାରିବେନି । ଏଣିକି ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ବାଧ୍ୟତାମୂଳକ । ଯଦି ପୂର୍ବରୁ ମଞ୍ଜୁରୀ ଥାଏ ତେବେ ନବୀକରଣ…
Read More...