ବିଜୟ ରୁପାନୀଙ୍କ ପ୍ରାର୍ଥନା ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅରବିନ୍ଦ କେଜ୍ରିୱାଲ

ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ବିଜୟ ରୂପାନୀଙ୍କ ପ୍ରାର୍ଥନା ସଭାରେ ପହଞ୍ଚିଥିଲେ। ସେ ବିଜୟ ରୂପାନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେ ତାଙ୍କ…
Read More...

ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି…

ଭୁବନେଶ୍ୱର-: ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ଦୃଢ ନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ ଏକ ଅପରାଧ । ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡା ଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ । ଏ ଘଟଣାରେ…
Read More...

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ

ଭୁବନେଶ୍ୱର-: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ । ଘଟଣାକୁ ନେଇ ଉଦ୍‌ବେଗ୍‌ ପ୍ରକାଶ କରିବାସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି କମିଶନ । ଜାତୀୟ ମହିଳା କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୋଲିସ…
Read More...

ହିଞ୍ଜିଳି ଥାନା ସମ୍ମୁଖରେ ଥିବା ଅନ୍ତର୍ଯ୍ୟାମୀ ପାତ୍ରଙ୍କ ଘରୁ ଲୁଟିଲେ ଲୁଟେରା

ହିଞ୍ଜିଳିକାଟୁ ରେ ମାତିଛନ୍ତି ଲୁଟେରା ଗତ ବିଳମ୍ବିତ ରାତିରେ  ହିଞ୍ଜିଳି ଥାନା ସମ୍ମୁଖରେ ଥିବା ଅନ୍ତର୍ଯ୍ୟାମୀ ପାତ୍ର ଙ୍କ ଘରୁ ଲୁଟିଲେ ଲୁଟେରା। ଦୃର୍ବୁତ୍ତ ମାନେ ଘର ବାରିପଟ ଲୁହା ଜାଲି ଭାଙ୍ଗି ଘରେ ପଶିବା ସହିତ ଘର ଆଲମାରୀ ରୁ ସୁନା ଚୁଟି ଏକ ହଳ, ସୁନା କାନ ଫୁଲ, ବେକ ହାର, ଚନ୍ଦ୍ର…
Read More...

ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି…

ନୂଆଦିଲ୍ଲୀ-: ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ (DGCA) ପକ୍ଷରୁ ମଙ୍ଗଳବାର ଏକ ବଡ଼ ବୈଠକ ବସିଛି। ବୈଠକରେ ଡିଜି ଫାଜି ଅହମ୍ମଦ କିଦୱାଇ ଅଧ୍ୟକ୍ଷତା କରିଥିଲେ। ବିମାନରେ ଦେଖାଯାଉଥିବା ଯାନ୍ତ୍ରିକ ତ୍ରୁଟି ଏବଂ…
Read More...

ଜିଲ୍ଲାସ୍ତରୀୟ ବିକାଶ ମେଳା, ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା  ଓ ଆମ୍ବ ମେଳା ଉଦଘାଟିତ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା, ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା  ଓ ଆମ୍ବ ମେଳାକୁ ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାର ଅବକାରୀ,ଆଇନ ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପୃଥ୍ବୀରାଜ…
Read More...

ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍‌ କରାଯାଇଛି

ନୂଆଦିଲ୍ଲୀ-: ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍‌ କରାଯାଇଛି । ଦିଲ୍ଲୀରୁ ପ୍ୟାରିସ୍‌ ଯିବାକୁ ଥିବା ବିମାନ ରଦ୍ଦ ହୋଇଥିବା ବେଳେ ପ୍ୟାରିସ୍‌ରୁ ଦିଲ୍ଲୀ ଆସିବାକୁ ଥିବା ବିମାନ ମଧ୍ୟ ରଦ୍ଦ ହୋଇଛି । ଏଆଇ-୧୪୩ ଓ ଏଆଇ-୧୪୨ ବିମାନ ବାତିଲ ହୋଇଛି । ଉଭୟ ବିମାନ ଯାନ୍ତ୍ରିକ ତ୍ରୁଟି…
Read More...

G-7 ଶିଖର ସମ୍ମିଳନୀ ଅଧାରୁ ଫେରିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକା-: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ G-7 ଶିଖର ସମ୍ମିଳନୀକୁ ନଯିବା ରିପୋର୍ଟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ସେ କହିଛନ୍ତି, “ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରସିଦ୍ଧି ଅର୍ଜନ…
Read More...

ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ

ନୂଆଦିଲ୍ଲୀ-: ଏବେ ପ୍ରତି ଶନିବାର ଖୋଲା ରହିବ ରେଜିଷ୍ଟ୍ରି ଅଫିସ୍ । ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ । ଏଭଳି ଏକ ବଡ଼ ପରିବର୍ତ୍ତନ ନିୟମ ଆଣିଛନ୍ତି ସୁପ୍ରିମକୋର୍ଟ । ରାଷ୍ଟ୍ରପତିଙ୍କ ଅନୁମୋଦନରେ ସୁପ୍ରିମକୋର୍ଟ ନିଜେ ଏହି ପରିବର୍ତ୍ତନ କରିଛି ।…
Read More...

ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ…

ନୂଆଦିଲ୍ଲୀ-: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁଷ୍ଠାନିକ ଭାବରେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି, ଯାହା ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି।…
Read More...