କ୍ରିପ୍ଟୋ କରେନ୍ସିରେ କ୍ଷତି ହେବା ପରେ କ୍ଷତି ଭରଣା କରିବା ପାଇଁ ନିଜର ଅପହରଣ ଯୋଜନା ରଚିଥିଲେ ବିଟେକ୍ ଛାତ୍ର

କଟକ-: କଟକରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ବିଟେକ୍ ଛାତ୍ର ନିଜର ଅପହରଣ ଯୋଜନା ରଚିଥିଲେ। ତେବେ ପୋଲିସ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଥିବା କଟକ ଡିସିପି ଋଷିକେଶ ଖିଲାର ସୂଚନା ଦେଇ କହିଛନ୍ତି ଯେ, ଘରୁ ନିଖୋଜ ହୋଇ ବିଟେକ୍ ଛାତ୍ର ନିଜର ଅପହରଣ…
Read More...

ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ଭାଙ୍ଗିଛି

ଢେଙ୍କାନାଳ-: ବଜ୍ରାଘାତରେ ମହିମଗାଦିର ଦଧିନଉତି ଭାଙ୍ଗିଲା । ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି । ଘଟଣା ସମ୍ପର୍କରେ ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ନାଁରେ ହତ୍ୟା ଅଭିଯୋଗ

YSRCP CP ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ YS ଜଗନ ମୋହ‌ନ ରେଞ୍ଜିଙ୍କୁ ଏକ ସଡ଼କ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଜଗନ ମୋହନ ରେଡ୍ଡି ପାଲନାଡୁର ରେଣ୍ଟାପାଲ୍ଲା ଗାଁ ଅଭିମୁଖେ ଯାଉଥିବା ସମୟରେ ତାଙ୍କ କାର ଜଣଙ୍କୁ ଧକ୍କା ଦେଇଥିଲା,…
Read More...

ବଡାମତଳିଆ ହାଇସ୍କୁଲର ଟପର ଛାତ୍ର ହରେକୃଷ୍ଣ ବେହେରାଙ୍କୁ ସମ୍ବର୍ଦ୍ଧନା

ମୟୁରଭଞ୍ଜ-: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ବଡାମତଳିଆ ହାଇସ୍କୁଲର ଛାତ୍ର ହରେକୃଷ୍ଣ ବେହେରା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୨୫ ମାର୍କ ରଖି ବିଜାତଳା ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତେଣୁ ଆଜି ବାଡାମତଳିଆ ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ…
Read More...

ସୋନମ ରଘୁବଂଶୀ ଘଟନାର ପୁନରାବୃତ୍ତି, ବିବାହର ୩୦ ଦିନ ପରେ ସ୍ୱାମୀକୁ ହତ୍ୟା

ଇନେ୍ଦାର ପରେ ତେଲେଙ୍ଗାନାରେ ପୁଣି ଛାତିଥରା ଖବର ସାମ୍ନାକୁ ଆସିଛି । ସୋନମ ରଘୁୁବଂଶୀ ପରି ଆଉ ଜଣେ ମହିଳା ତାଙ୍କ ବିବାହର ମାତ୍ର ୩୦ ଦିନ ପରେ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । କଏବଳ ମହିଳା ନହଁନ୍ତି ଏହି ହତ୍ୟା କାଣ୍ଡରେ ତାଙ୍କ ମା ମଧ୍ୟ ଜଡିତ ଅଛନ୍ତି । ଏପରି ଘଟଣା…
Read More...

ସରକାରଙ୍କ ଅଧିନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ନିଷ୍ପତି…

ଭୁବନେଶ୍ୱର-: ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର । ଆଶ୍ବସ୍ତି ପାଇବେ ଗରିବ ଛାତ୍ରଛାତ୍ରୀ । ସରକାରଙ୍କ ଅଧିନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି…
Read More...

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ ରିମାଣ୍ଡରେ ଯିବେ

ବ୍ରହ୍ମପୁର-: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ ରିମାଣ୍ଡରେ ଯିବେ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଗୁରୁବାର ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଭିଯୁକ୍ତଙ୍କର ଟିଆଇ ପରେଡ ହୋଇଥିଲା । ପରେଡରେ ପୀଡ଼ିତା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି। ଗୋପାଳପୁର…
Read More...

ବାରିପଦା ଏନଏଚ୍‌-୧୮ ଅସନଯୋଡା ନିକଟରେ ଯୁବକଙ୍କୁ ବି ଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ

ବାରିପଦା-: ଯୁବକଙ୍କୁ ବି ଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ । ବାଇକରେ ଆସି ଯୁବକଙ୍କ ଉପରକୁ ଆଖିବୁଜା ଗୁଲିବର୍ଷା କଲେ। ଏନଏଚ୍‌-୧୮ ଅସନଯୋଡା ନିକଟରେ ଜାନେ ଯୁବକଙ୍କ ଉପରକୁ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ । ବାରିପଦାରେ ଆଜି ଏପରି ଏକ ଜଘନ୍ୟ ଅପରାଧ ଦେଖିବାକୁ ମିଲିଛି । ଦିନ…
Read More...

ଆଜି ଅଣବସର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ

ପୁରୀ-: ଆଜି ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଆଜି ଅଣବସର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ, ଶ୍ରୀଜିଉଙ୍କୁ ଘଣା ଲାଗି ପରେ ଖଳିକୁ ସୂର୍ଯ୍ୟାସ୍ତ ପୂର୍ବରୁ…
Read More...

ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ

ମାଲକାନଗିରି-: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତକଙ୍କ ମଧ୍ୟରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟ ଅଛନ୍ତି । ପାମେଡ ଥାନା ଅନ୍ତର୍ଗତ ଯମପୁରମ ଗାଁରେ ମାଓବାଦୀ…
Read More...