ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ

ପୁରୀ:- ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଏତେ ଚେକିଂ ସତ୍ତ୍ୱେ ମନ୍ଦିର ଭିତରକୁ କ୍ୟାମେରା ନେଇ ପଶିଗଲେ ଯୁବକ । ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ । ଚଷମାରେ ହିଡେନ୍‌ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଯୁବକ…
Read More...

ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନ

ହାଇଦ୍ରାବାଦ: ରବିବାର ସନ୍ଧ୍ୟାରେ ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ହୃଦଘାତରେ ମୃତ୍ୟୁ ହେବା ଘଟଣା ଏକ ଆଶ୍ଚର୍ଯ୍ୟଜନକ ଦୁଃଖଦ ଘଟଣା। ଗୁଣ୍ଡଲା ରାକେଶ ନାମକ ମୃତକ ଖେଳ ମଝିରେ ଅଚେତ ହୋଇ ପଡିଗଲେ ଏବଂ ନିକଟସ୍ଥ ହସ୍ପିଟାଲରେ…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର  ଜିଲ୍ଲାପାଳ ଭାବେ ଡ. ନୃପରାଜ ସାହୁ ଆଜି ପୂର୍ବାହ୍ନ ରେ ଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ…
Read More...

ଯାମପାଲି ଗ୍ରାମର କଂକ୍ରିଟ ରାସ୍ତାକୁ ଶାବଳରେ ତାଡି ଦେଲେ ଦୁର୍ବୃର୍ତ୍ତ

ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯାମପାଲି ଗ୍ରାମର କଂକ୍ରିଟ ରାସ୍ତାକୁ ଶାବଳରେ ତାଡି ଦେଲେ ଦୁର୍ବୃର୍ତ୍ତ। କଳାପଥର ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ବଦନାମ କରିବାକୁ ଯାଇ କିଛି ଦୁର୍ବୃର୍ତ୍ତ କଂକ୍ରିଟ ରାସ୍ତାକୁ ତାଡି ଦେଇଛନ୍ତି।…
Read More...

ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

ରାଇରଙ୍ଗପୁର:- ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ‌ ସାପ୍ତାହିକ ହାଟରେ ଅବାଧ ଗୋମାଂସ ବିକ୍ରିକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ପୋଲିସ ମଧ୍ୟ ଏଥିପ୍ରତି କଠୋର ହେଉଛି । ଆଇନ ଶୃଙ୍ଖଳାକୁ ଫୁ କରିଦେଉଛନ୍ତି ଗୋ ତସ୍କର ମାନେ। ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ସାପ୍ତାହିକ…
Read More...

ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍

ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍ । ଏବେ ବିଶ୍ୱବିଦ୍ୟାଳୟର ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ସାଇଟ ଖୋଲୁଛି। ଯେଉଁଥିରେ ଇଣ୍ଡୋନେସିଆର ଭାଷା ପରି ଲାଗୁଥିବା ଭାଷାକୁ ଇଂରାଜୀରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ୱେବସାଇଟରେ କ୍ଲିକ କଲେ BENTO4D ପରି ବେଟିଂ ପ୍ଲାଟ ଫର୍ମ ଲିଙ୍କ…
Read More...

ନକଲି ଦୂତାବାସର ପର୍ଦ୍ଦାଫାଶ କଲା ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ

ବ୍ୟୁରୋ:- ସମାଜରେ ବଢ଼ି ଚାଲିଛି ଠକଙ୍କ ସଂଖ୍ୟା  ଯାହାଙ୍କ କାରନାମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବା। ଉତ୍ତରପ୍ରଦେଶର ଗାଜିଆବାଦ ସହରରୁ ସେମିତି ଏକ ବଡ଼ ଠକର କାହାଣୀ ଆସିଛି ସାମ୍ନାକୁ। ଯିଏକି ଗାଜିଆବାଦରେ ଗୋଟିଏ ନୁହେଁ ବରଂ ଚାରି ଚାରିଟି ଦୂତାବାସ ଖୋଲିଥିଲେ। ଆଖି ଝଲସିଲା ଭଳି…
Read More...

ଲୋକଙ୍କ ସୁଖଦୁଃଖରେ ଅଛନ୍ତି ‘ଲୋକଙ୍କ ସରକାର’ …

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୩ତମ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି।…
Read More...

ମହାପ୍ରଭୁଙ୍କ ଶ୍ରୀମୁଖ ଉପରେ ପାଦ ରଖି ଦିଆଯାଉଛି ବିଜ୍ଞାପନ

ବ୍ୟୁରୋ:- ପୁଣି ସାମ୍ନାକୁ ଆସୁଛି କୋଟି ଓଡ଼ିଆଙ୍କ ମଉଡମଣିଙ୍କୁ ଅସମ୍ମାନର ଚିତ୍ର । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ହେଉଛି ସାଙ୍ଘାତିକ ଖେଳ । ମହାପ୍ରଭୁଙ୍କ ମୁଖ ମଣ୍ଡଳର ଚିତ୍ର ଥିବା ମ୍ୟାଟ ବିକ୍ରି କରୁଛି ଅଲି ଏକ୍ସପ୍ରେସ ନାମକ ଅନଲାଇନ ସଂସ୍ଥା । ସଂସ୍ଥାର ବିଜ୍ଞାପନରେ…
Read More...

ଦୃଢ଼ ଆଇନଗତ ଢାଞ୍ଚା ପ୍ରସ୍ତାବିତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଲେ ଉପ ବାଚସ୍ପତି…

ଓଡିଶାରେ ସଂଗଠିତ ଅପରାଧର ମୁକାବିଲା ପାଇଁ ଏକ ଦୃଢ଼ ଆଇନଗତ ଢାଞ୍ଚା ପ୍ରସ୍ତାବିତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଲେ ଉପ ବାଚସ୍ପତି । ୟୁପି ଗ୍ୟାଙ୍ଗଷ୍ଟର ଆଇନ ଦ୍ୱାରା ଅନୁପ୍ରାଣିତ "ଓଡିଶା ଗ୍ୟାଙ୍ଗଷ୍ଟର ଏବଂ ସମାଜ ବିରୋଧୀ କାର୍ୟ୍ୟକଳାପ (ନିବାରଣ) ଆଇନ" ପ୍ରଣୟନ କରିବା…
Read More...