ମା ମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ ପ୍ରଗତିରେ ସୁଭଦ୍ରା ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା

ସୁବର୍ଣ୍ଣପୁର( ଓମ୍ ପ୍ରକାଶ ମିଶ୍ର);-ରାଜ୍ୟରେ ମହିଳାଙ୍କ ଆର୍ଥିକ ସ୍ଵଛଳତା ସହ ସାମଗ୍ରିକ ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଛି। ସମସ୍ତ ଯୋଗ୍ୟ ମହିଳା ଯେପରି ଯୋଜନାରେ ଯୋଡି ହୋଇ ଏହାର ଲାଭ ନେଇପାରିବେ ସେଥିପାଇଁ ରାଜ୍ୟ,ଜିଲ୍ଲା ତଥା ବ୍ଲକସ୍ତରରେ…
Read More...

ଛତିଆ ଠାରେ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଲେ ୧୫୮ଜଣ ଛାତ୍ର ଛାତ୍ରୀ

ବଡଚଣା (ବେଦପ୍ରକାଶ ନାୟକ );-ସମ୍ବାଦ ଆମ ଓଡିଶା ପକ୍ଷରୁ ୨୦୨୪ବାର୍ଷିକ ପ୍ରତିଯୋଗିତା ଅବସରରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଯୋଗିତା ରେ ଚିତ୍ରାଙ୍କନ ରେ ୫୧ଜଣ, ହସ୍ତାକ୍ଷର ରେ ୬୫ଜଣ ଓ ଭାଷା ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ରେ ୪୨ଜଣ ମୋଟ…
Read More...

ଗାଧୋଇବା ପାଇଁ ଯାଇ ଚାଲିଗଲା ଜୀବନ : ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଗଜପତି (ତ୍ରିପତି ବିଷୋୟୀରତ୍ନ) : ପୋଖରୀରେ ବୁଡି ନାବାଳକର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡି ଗାଁରେ । ମୃତ ନାବାଳକ ଜଣକ ହେଲେ ଲୁହାଗୁଡି ପଂଚାୟତ ସିରିଶୀପଦା ଗାଁର ବାଲିମା ଗମାଙ୍ଗଙ୍କ 17 ବର୍ଷର ପୁଅ ସନାତନ ଗମାଙ୍ଗ । ଆଜି ସକାଳ ସମୟରେ…
Read More...

ଏଣିକି ଓଡିଶା ପୋଲିସର ମୁଖ୍ୟ ସହାୟକ ହେବ ମୁଧୋଲ ହାଉଣ୍ଡ…

ଭୁବନେଶ୍ୱର : ଓଡ଼ିଶା ପୋଲିସ କେ-୯ ସ୍କ୍ୱାର୍ଡ ଭାରତୀୟ ପ୍ରଜାତିର ପ୍ରଥମ ଶ୍ଵାନ ମୁଧୋଲ ହାଉଣ୍ଡକୁ ସର୍ଚ୍ଚ ଏବଂ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କରିଛି । ତୀବ୍ର ଗତିରେ ଦୌଡିବା, ବିଚକ୍ଷଣ ବୁଦ୍ଧି, ଧୈର୍ଯ୍ୟ ଏବଂ କ୍ଷମତାଶାଳୀ ନିମନ୍ତେ ପରିଚିତ । ଶରୀରର ଗନ୍ଧ ମଧ୍ୟରେ ପାର୍ଥକ୍ୟକୁ ଜାଣି…
Read More...

କିଣ୍ଡ୍ରିଲ ସିଇଓ ତଥା ଚେୟାରମ୍ୟାନ୍ ଶ୍ରୀ ମାର୍ଟିନ ସ୍କ୍ରୋଏଟରଙ୍କୁ ଭେଟି ଖୁସି ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ବ୍ୟୁରୋ : କିଣ୍ଡ୍ରିଲ ସିଇଓ ଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ସେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ସେହି ସ୍ତନ ରେ ଯାହା ଆଲୋଚନା ହେଇଥିଲା ସେ ବାବଦରେ ମଧ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସମ୍ୟକ ସୂଚନା ଦେଇଛନ୍ତି…
Read More...

ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କୁ ଦୋଷାରୋପ : ସାଂସଦ ଭର୍ତ୍ତୃହରି ମହତାବଙ୍କ କୁଶପୁତ୍ତଳିକା ଦାହ

ରାଇରଙ୍ଗପୁର: (ସତ୍ୟନାରାୟଣ ପଲ ) କଟକ ସାଂସଦ ଭର୍ତ୍ତୃହରି ମହତାବ ମୟୂରଭଞ୍ଜ ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ଦୋଷାରୋପ କରିବା ଘଟଣାକୁ ପ୍ରତିବାଦ କରି ଆଜି ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା) ପକ୍ଷରୁ ବାରିପଦାସ୍ଥିତ ମୁର୍ଗାବାଡିଠାରେ…
Read More...

ପବିତ୍ର ରାଧାଷ୍ଟମୀ : ପ୍ରଭୁ ସୁଦର୍ଶନଙ୍କୁ ବାର୍ଷିକ ଆୟ ବ୍ୟୟର ହିସାବ ଦେବେ ଜମ୍ବେଶ୍ୱର ମହାଦେବ

ପୁରୀ : ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଏହି ପବିତ୍ର ଦିନ ନିମନ୍ତେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଚକ୍ରରାଜ ସୁଦର୍ଶନ ଆଜି ନଗର ପରିକ୍ରମା କରିବାର ବିଦ୍ଧି ରହିଛି । ପ୍ରଥା ସମ୍ପର୍ଣ୍ଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।…
Read More...

ଆପଲ୍ ର ସବୁଠାରୁ ବଡ ଲଞ୍ଚିଂ ଇଭେଣ୍ଟ, Apple Event 2024 : ଲଞ୍ଚ ହେଲା ଆଇଫୋନ୍ 16 ସିରିଜ୍

ନୂଆଦିଲ୍ଲୀ : Apple Event 2024 ଆପଲ୍ ର ସବୁଠାରୁ ବଡ ଲଞ୍ଚିଂ ଇଭେଣ୍ଟରେ ଆଇଫୋନ୍ 16 ସିରିଜ୍ (iPhone 16 Series) ଲଞ୍ଚ କରିଛି । ଏହି iPhone 16 ସିରିଜରେ iPhone 16, iPhone 16 Plus, iPhone 16 Pro ଏବଂ iPhone 16 Pro Max ସାମିଲ କରିଛି । ଆଇଫୋନ୍ 16 ସିରିଜ୍ ରେ ସାମିଲ…
Read More...

ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ଟ୍ରେନ

ଭୁବନେଶ୍ୱର : ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ 15 ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା  ହେଉଥିବା ବନ୍ଦେ ଭାରତ…
Read More...

ବିଦ୍ୟୁତ ସେବା ଯୋଗାଇବାରେ ବିଫଳ TPCODL : ଉପଭୋକ୍ତାଙ୍କ ନିକଟରେ ଦୁଃଖ କହିଲେ କର୍ମଚାରୀ

ହିନ୍ଦୋଳ(ଗୌତମ ମୁଦୁଲି) :  ପ୍ରତିଟି ଗାଁ ହେଉ ଅବା ସହର ଉତ୍ତମ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପର ନିର୍ମାଣ କରିଛନ୍ତି। ଯାହାଦ୍ୱାରା ଲୋକମାନେ ଉତ୍ତମ ବିଦ୍ୟୁତ ସେବା ପାଇପାରିବେ। କିନ୍ତୁ ହିନ୍ଦୋଳରେ ଏହି ସେବା ସମ୍ପୂର୍ଣ ରୂପେ…
Read More...